Home Coronavirus Outbreak ରାଜ୍ୟରେ ଆଜି ୭୫୪ ନୂଆ ଆକ୍ରାନ୍ତ ଚିହ୍ନଟ, ୬ ମୃତ୍ୟୁ – ଜାଣନ୍ତୁ କେଉଁ ଜିଲ୍ଲାରୁ...

ରାଜ୍ୟରେ ଆଜି ୭୫୪ ନୂଆ ଆକ୍ରାନ୍ତ ଚିହ୍ନଟ, ୬ ମୃତ୍ୟୁ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

36

ଭୁବନେଶ୍ୱର ୦୨-୯ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ କମିଲା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଂଟାରେ ୭୫୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ନୂଆ ଆକ୍ରାନ୍ତ: ୭୫୪
– ୦-୧୮ ବର୍ଷର : ୧୦୮
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୪୩୮
– ସ୍ଥାନୀୟ ଅଞ୍ଚଳରୁ୩୧୬
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:
୧- ଅନୁଗୁଳ ଜିଲ୍ଲାରୁ – ୧୬
୨- ବାଲେଶ୍ୱର ଜିଲ୍ଲାରୁ – ୪୩
୩- ବରଗଡ଼ ଜିଲ୍ଲାରୁ – ୧
୪- ଭଦ୍ରକ ଜିଲ୍ଲାରୁ – ୭
୫- ବଲାଙ୍ଗୀର ଜିଲ୍ଲାରୁ – ୪
୬- ବୌଦ୍ଦ ଜିଲ୍ଲାରୁ – ୩
୭- କଟକ ଜିଲ୍ଲାରୁ – ୧୧୦
୮- ଦେବଗଡ଼ ଜିଲ୍ଲାରୁ – ୯
୯- ଢେଙ୍କାନାଳ ଜିଲ୍ଲାରୁ – ୯
୧୦- ଗଞ୍ଜାମ ଜିଲ୍ଲାରୁ – ୪
୧୧- ଜଗତସିଂହପୁର ଜିଲ୍ଲାରୁ – ୨୫
୧୨- ଯାଜପୁର ଜିଲ୍ଲାରୁ – ୨୮
୧୩- ଝାରସୁଗୁଡ଼ା ଜିଲ୍ଲାରୁ – ୧
୧୪- କଳାହାଣ୍ଡି ଜିଲ୍ଲାରୁ – ୨
୧୫- କନ୍ଧମାଳ ଜିଲ୍ଲାରୁ – ୧
୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୯
୧୭- କେନ୍ଦୁଝର ଜିଲ୍ଲାରୁ – ୧୬
୧୮- ଖୋର୍ଦ୍ଧାରୁ : ୨୬୧
୧୯- କୋରାପୁଟ ଜିଲ୍ଲାରୁ – ୬
୨୦- ମାଲକାନଗିରି : ୯
୨୧- ମୟୁରଭଞ୍ଜ ଜିଲ୍ଲାରୁ – ୨୩
୨୨- ନବରଙ୍ଗପୁର ଜିଲ୍ଲାରେ: ୨
୨୩- ନୟାଗଡ଼ ଜିଲ୍ଲାରୁ – ୧୩
୨୪- ନୂଆପଡ଼ା ଜିଲ୍ଲାରୁ – ୭
୨୫- ପୁରୀ ଜିଲ୍ଲାରୁ – ୨୮
୨୬- ରାୟଗଡ଼ା ଜିଲ୍ଲାରୁ – ୯
୨୭- ସମ୍ବଲପୁର ଜିଲ୍ଲାରୁ – ୧୩
୨୮- ସୁନ୍ଦରଗଡ଼ ଜିଲ୍ଲାରୁ – ୨୬
୨୯- State Pool: ୫୯
– ନୂଆ ସୁସ୍ଥ ହୋଇଥିଲେ୬୬୬
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୮୨୦୦୯୭୬
– ମୋଟ ଆକ୍ରାନ୍ତ ୧୦୦୯୨୨୩
– ମୋଟ ସୁସ୍ଛ ହୋଲେଣି ୯୯୩୯୦୧
– ସକ୍ରୀୟ ଆକ୍ରାନ୍ତ – ୭୨୪୧

ରାଜ୍ୟରେ ଆଜି ୬ କରୋନା ମୃତ୍ୟୁ ରିପୋର୍ଟ ହୋଇଛି। ତେବେ ଏହା ସହ ମୋଟ ମୃତ୍ୟୁ ସଂଖ୍ୟା ୮, ୦୨୮ କୁ ବୃଦ୍ଧି ପାଇଛି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –

କଟକ ୧ ଜଣ,
ଯାଜପୁର ୧ ଜଣ,
ଖୋର୍ଦ୍ଧା ୪ ଜଣ,

ମୋଟ ୬ ଜଣଙ୍କର ମୃତ୍ୟୁ ହୋଇଛି।

ମୃତକଙ୍କ ବିଷୟରେ

୧. ଭୁବନେଶ୍ୱରର ଜଣେ ୫୧ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୨. ଭୁବନେଶ୍ୱରର ୮୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ, ଆଜମା ଏବଂ କରୋନାରୀ ଧମନୀ ରୋଗରେ ମଧ୍ୟ ପୀଡିତ ଥିଲେ।

୩. ଭୁବନେଶ୍ୱରର ୬୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୪. ଭୁବନେଶ୍ୱରର ୮୫ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୫. କଟକ ଜିଲ୍ଲାର ୧୦୪ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୬. ଯାଜପୁର ଜିଲ୍ଲାର ଜଣେ ୪୩ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ ଏବଂ ସର୍ଭିକାଲ୍ ମାଇଲୋପାଥିରେ ମଧ୍ୟ ପୀଡିତ ଥିଲେ।

ଜିଲ୍ଲାୱାରୀ ସମସ୍ତ ତଥ୍ୟ-

ଅନୁଗୁଳ ଜିଲ୍ଲାରେ ୪୩, ୫୫୩ [+୧୬] ଜଣ ସଂକ୍ରମିତ ହୋଇଥିବା ବେଳେ ୧୦୪ [+୧୬] ଜଣ ସକ୍ରୀୟ ଅଛନ୍ତି। ୪୩, ୦୭୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୭୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ।

ବାଲେଶ୍ୱର ଜିଲ୍ଲାରେ ୩୯, ୫୪୪ [+୪୩] ଜଣ ସଂକ୍ରମିତ ହୋଇଥିବା ବେଳେ ୪୬୯ [+୪୩] ଜଣ ସକ୍ରୀୟ ଅଛନ୍ତି। ୩୮, ୭୮୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୮୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ ଜିଲ୍ଲାରେ ୩୦, ୯୪୪ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୬୮ [+୧] ଜଣ ସକ୍ରୀୟ ଅଛନ୍ତି। ୩୦, ୫୪୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୩୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ।

ଭଦ୍ରକ ଜିଲ୍ଲାରେ ୨୬, ୦୪୩ [+୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧୧୪ [+୭] ଜଣ ସକ୍ରୀୟ ଅଛନ୍ତି। ୨୫, ୭୮୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲାରେ ୨୩, ୩୦୬ [+୪] ଜଣ ସଂକ୍ରମିତ ହୋଇଥିବା ବେଳେ ୨୦ [+୪] ଜଣ ସକ୍ରୀୟ ଅଛନ୍ତି। ୨୩, ୧୬୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ।

ବୌଦ୍ଧ ଜିଲ୍ଲାରେ ୧୨, ୫୮୨ [+୩] ଜଣ ସଂକ୍ରମିତ ହୋଇଥିବା ବେଳେ ୪୦ [+୩] ଜଣ ସକ୍ରୀୟ ଅଛନ୍ତି। ୧୨, ୪୩୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ।

କଟକ ଜିଲ୍ଲାରେ ୯୦, ୮୧୪ [+୧୧୦] ଜଣ ସଂକ୍ରମିତ ହୋଇଥିବା ବେଳେ ୮୯୦ [+୧୦୯] ଜଣ ସକ୍ରୀୟ ଅଛନ୍ତି। ୮୯, ୧୧୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୦୮ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲାରେ ୬, ୩୯୫ [+୯] ଜଣ ସଂକ୍ରମିତ ହୋଇଥିବା ବେଳେ ୮୭ [+୯] ଜଣ ସକ୍ରୀୟ ଅଛନ୍ତି। ୬, ୨୫୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ।

ଢେଙ୍କାନାଳ ଜିଲ୍ଲାରେ ୧୯, ୫୭୪ [+୯] ଜଣ ସଂକ୍ରମିତ ହୋଇଥିବା ବେଳେ ୧୪୨ [+୯] ଜଣ ସକ୍ରୀୟ ଅଛନ୍ତି। ୧୯, ୧୯୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୩୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ।

ଗଜପତି ଜିଲ୍ଲାରେ ୯୫୬୨ ଜଣ ସଂକ୍ରମିତ ହୋଇଥିବା ବେଳେ ୯ ଜଣ ସକ୍ରୀୟ ଅଛନ୍ତି। ୯, ୪୬୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ୩୩, ୬୨୪ [+୪] ଜଣ ସଂକ୍ରମିତ ହୋଇଥିବା ବେଳେ ୪୨ [+୪] ଜଣ ସକ୍ରୀୟ ଅଛନ୍ତି। ୩୩, ୧୦୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୬୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲାରେ ୨୬, ୮୩୧ [+୨୫] ଜଣ ସଂକ୍ରମିତ ହୋଇଥିବା ବେଳେ ୨୧୭ [+୨୫] ଜଣ ସକ୍ରୀୟ ଅଛନ୍ତି। ୨୬, ୩୨୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୯୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ।

ଯାଜପୁର ଜିଲ୍ଲାରେ ୪୨, ୬୨୮ [+୨୮] ଜଣ ସଂକ୍ରମିତ ହୋଇଥିବା ବେଳେ ୩୪୦ [+୨୭] ଜଣ ସକ୍ରୀୟ ଅଛନ୍ତି। ୪୨, ୧୩୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୫୭ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡ଼ା ଜିଲ୍ଲାରେ ୨୩, ୬୯୪ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୨୨ [+୧] ଜଣ ସକ୍ରୀୟ ଅଛନ୍ତି। ୨୩, ୪୯୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ।

କଳାହାଣ୍ଡି ଜିଲ୍ଲାରେ ୨୪, ୨୪୩ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୨୨ [+୨] ଜଣ ସକ୍ରୀୟ ଅଛନ୍ତି। ୨୪, ୦୧୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୦୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ।

କନ୍ଧମାଳ ଜିଲ୍ଲାରେ ୧୧, ୪୯୩ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୨୮ [+୧] ଜଣ ସକ୍ରୀୟ ଅଛନ୍ତି। ୧୧, ୩୮୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ।

କେନ୍ଦ୍ରାପଡା ଜିଲ୍ଲାରେ ୨୪, ୨୫୮ [+୧୯] ଜଣ ସଂକ୍ରମିତ ହୋଇଥିବା ବେଳେ ୧୯୦ [+୧୯] ଜଣ ସକ୍ରୀୟ ଅଛନ୍ତି। ୨୩, ୮୨୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲାରେ ୨୦, ୮୦୬ [+୧୬] ଜଣ ସଂକ୍ରମିତ ହୋଇଥିବା ବେଳେ ୯୦ [+୧୬] ଜଣ ସକ୍ରୀୟ ଅଛନ୍ତି। ୨୦, ୫୪୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଧା ଜିଲ୍ଲାରେ ୧, ୬୦, ୯୮୨ [+୨୬୧] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୭୧୮ [+୨୫୭] ଜଣ ସକ୍ରୀୟ ଅଛନ୍ତି। ୧, ୫୬, ୭୯୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧, ୪୬୩ [+୪] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧।

କୋରାପୁଟ ଜିଲ୍ଲାରେ ୧୮, ୯୫୭ [+୬] ଜଣ ସଂକ୍ରମିତ ହୋଇଥିବା ବେଳେ ୪୦ [+୬] ଜଣ ସକ୍ରୀୟ ଅଛନ୍ତି। ୧୮, ୮୪୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ।

ମାଲକାନଗିରି ଜିଲ୍ଲାରେ ୧୧, ୬୦୬ [+୯] ଜଣ ସଂକ୍ରମିତ ହୋଇଥିବା ବେଳେ ୩୪ [+୯] ଜଣ ସକ୍ରୀୟ ଅଛନ୍ତି। ୧୧, ୫୨୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୁରଭଞ୍ଜ ଜିଲ୍ଲାରେ ୩୯, ୬୩୪ [+୨୩] ଜଣ ସଂକ୍ରମିତ ହୋଇଥିବା ବେଳେ ୨୩୧ [+୨୩] ଜଣ ସକ୍ରୀୟ ଅଛନ୍ତି। ୩୯, ୧୨୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୭୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲାରେ ୨୩, ୪୯୪ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୪ [+୨] ଜଣ ସକ୍ରୀୟ ଅଛନ୍ତି। ୨୩, ୪୧୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲାରେ ୨୩, ୨୧୨ [+୧୩] ଜଣ ସଂକ୍ରମିତ ହୋଇଥିବା ବେଳେ ୧୧୬ [+୧୩] ଜଣ ସକ୍ରୀୟ ଅଛନ୍ତି। ୨୨, ୮୯୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୦୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୁଆପଡା ଜିଲ୍ଲାରେ ୨୨, ୮୪୯ [+୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧୬ [+୭] ଜଣ ସକ୍ରୀୟ ଅଛନ୍ତି। ୨୨, ୭୪୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ।

ପୁରୀ ଜିଲ୍ଲାରେ ୪୪, ୫୮୯ [+୨୮] ଜଣ ସଂକ୍ରମିତ ହୋଇଥିବା ବେଳେ ୨୨୩ [+୨୮] ଜଣ ସକ୍ରୀୟ ଅଛନ୍ତି। ୪୩, ୯୨୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୪୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲାରେ ୧୯, ୯୯୬ [+୯] ଜଣ ସଂକ୍ରମିତ ହୋଇଥିବା ବେଳେ ୫୪ [+୯] ଜଣ ସକ୍ରୀୟ ଅଛନ୍ତି। ୧୯, ୭୭୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ।

ସମ୍ବଲପୁର ଜିଲ୍ଲାରେ ୩୦, ୯୫୮ [+୧୩] ଜଣ ସଂକ୍ରମିତ ହୋଇଥିବା ବେଳେ ୧୨୦ [+୧୩] ଜଣ ସକ୍ରୀୟ ଅଛନ୍ତି। ୩୦, ୫୯୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ।

ସୁବର୍ଣ୍ଣପୁର ଜିଲ୍ଲାରେ ୧୩୧୨୮ ଜଣ ସଂକ୍ରମିତ ହୋଇଥିବା ବେଳେ ୧୪ ଜଣ ସକ୍ରୀୟ ଅଛନ୍ତି। ୧୩, ୦୫୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ।

ସୁନ୍ଦରଗଡ ଜିଲ୍ଲାରେ ୬୧, ୨୦୮ [+୨୬] ଜଣ ସଂକ୍ରମିତ ହୋଇଥିବା ବେଳେ ୧୪୪ [+୨୬] ଜଣ ସକ୍ରୀୟ ଅଛନ୍ତି। ୬୦, ୪୮୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୭୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାଜ୍ୟ ପୁଲ୍ ରେ ୨୮, ୭୧୬ [+୫୯] ଜଣ ସଂକ୍ରମିତ ହୋଇଥିବା ବେଳେ ୬୩୩ [+୫୯] ଜଣ ସକ୍ରୀୟ ଅଛନ୍ତି। ୨୮, ୦୮୩ ଜଣ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.