Home Coronavirus Outbreak ରାଜ୍ୟରେ ଆଜି ୮୪୯ ନୂଆ ଆକ୍ରାନ୍ତ ଚିହ୍ନଟ, ୭ ମୃତ୍ୟୁ – ଜାଣନ୍ତୁ କେଉଁ ଜିଲ୍ଲାରୁ...

ରାଜ୍ୟରେ ଆଜି ୮୪୯ ନୂଆ ଆକ୍ରାନ୍ତ ଚିହ୍ନଟ, ୭ ମୃତ୍ୟୁ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

74

ଭୁବନେଶ୍ୱର ୦୩-୯ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ କମିଲା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଂଟାରେ ୮୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ନୂଆ ଆକ୍ରାନ୍ତ: ୮୪୯
୦-୧୮ ବର୍ଷ : ୧୨୦
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୪୯୫
– ସ୍ଥାନୀୟ ଅଞ୍ଚଳରୁ୩୫୪
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:
୧- ଅନୁଗୁଳ ଜିଲ୍ଲାରୁ – ୨୦
୨- ବାଲେଶ୍ୱର ଜିଲ୍ଲାରୁ – ୫୧
୩- ବରଗଡ଼ ଜିଲ୍ଲାରୁ – ୩
୪- ଭଦ୍ରକ ଜିଲ୍ଲାରୁ – ୧୧
୫- ବଲାଙ୍ଗୀର ଜିଲ୍ଲାରୁ – ୪
୬- ବୌଦ୍ଦ ଜିଲ୍ଲାରୁ – ୧
୭- କଟକ ଜିଲ୍ଲାରୁ – ୧୧୭
୮- ଦେବଗଡ଼ ଜିଲ୍ଲାରୁ – ୮
୯- ଢେଙ୍କାନାଳ ଜିଲ୍ଲାରୁ – ୨୬
୧୦- ଗଜପତି ଜିଲ୍ଲାରୁ – ୧
୧୧- ଗଞ୍ଜାମ ଜିଲ୍ଲାରୁ – ୧
୧୨- ଜଗତସିଂହପୁର ଜିଲ୍ଲାରୁ – ୧୨
୧୩- ଯାଜପୁର ଜିଲ୍ଲାରୁ – ୩୨
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୪
୧୫- କଳାହାଣ୍ଡି ଜିଲ୍ଲାରୁ – ୪
୧୬- କନ୍ଧମାଳ ଜିଲ୍ଲାରୁ – ୧
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୯
୧୮- କେନ୍ଦୁଝର ଜିଲ୍ଲାରୁ – ୧୨
୧୯- କୋର୍ଦ୍ଧାରୁ: ୩୪୧
୨୦- ମାଲକାନଗିରି : ୧
୨୧- ମୟୁରଭଞ୍ଜ ଜିଲ୍ଲାରୁ – ୨୧
୨୨- ନବରଙ୍ଗପୁର ଜିଲ୍ଲାରେ: ୪
୨୩- ନୟାଗଡ଼ ଜିଲ୍ଲାରୁ – ୭
୨୪- ପୁରୀ ଜିଲ୍ଲାରୁ – ୩୧
୨୫- ରାୟଗଡ଼ା ଜିଲ୍ଲାରୁ – ୧୨
୨୬- ସମ୍ବଲପୁର ଜିଲ୍ଲାରୁ – ୧୬
୨୭- ସୋନପୁର ଜିଲ୍ଲାରୁ – ୩
୨୮- ସୁନ୍ଦରଗଡ଼ ଜିଲ୍ଲାରୁ – ୧୮
୨୯- State Pool: ୭୮
– ନୂଆ ସୁସ୍ଥ ହୋଇଥିଲେ୭୩୮
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୮୨୭୨୨୨୩
– ମୋଟ ଆକ୍ରାନ୍ତ ୧୦୧୦୦୭୨
– ମୋଟ ସୁସ୍ଛ ହୋଲେଣି ୯୯୪୬୩୯
– ସକ୍ରୀୟ ଆକ୍ରାନ୍ତ – ୭୩୪୫

ମୃତକଙ୍କ ବିଷୟରେ

୧. ବାଲେଶ୍ୱର ଜିଲ୍ଲାର ୬ ବର୍ଷର ବାଳିକା।

୨. କଟକ ଜିଲ୍ଲାର ୭୧ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୩. ଢେଙ୍କାନାଳ ଜିଲ୍ଲାର ଜଣେ ୫୬ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ, ହାଇପୋଥାଇରଏଡିମ୍ ଏବଂ କରୋନାରୀ ଧମନୀ ରୋଗରେ ମଧ୍ୟ ପୀଡିତ ଥିଲେ।

୪. ଗଞ୍ଜାମ ଜିଲ୍ଲାର ୮୦ ବର୍ଷ ବୟସ୍କା ମହିଳା।

୫. ଗଞ୍ଜାମ ଜିଲ୍ଲାର ଜଣେ ୫୭ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୬. କେନ୍ଦ୍ରାପଡା ଜିଲ୍ଲାର ୬୫ ବର୍ଷ ବୟସ୍କା ମହିଳା।

୭. ପୁରୀ ଜିଲ୍ଲାର ୪୫ ବର୍ଷ ବୟସ୍କା ମହିଳା ଯିଏକି ମିଆଷ୍ଟେନିଆ ଗ୍ରାଭିସ୍ ମଲ୍ଟିପଲ୍ ସ୍କ୍ଲେରୋସିସ୍ ରୋଗରେ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.