Bureau
କୋଭିଡ ସମୀକ୍ଷା : ପର୍ବପର୍ବାଣୀ ସମୟରେ ଆମର ଦାୟିତ୍ବପୂର୍ଣ୍ଣ ବ୍ୟବହାର ତୃତୀୟ ଲହରୀକୁ ନିୟନ୍ତ୍ରଣ...
ଶିକ୍ଷାନୁଷ୍ଠାନ ଗୁଡିକରେ ଅଚାନକ ପରିଦର୍ଶନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଧାର୍ମିକ ଅନୁଷ୍ଠାନ, ଡାକ୍ତରଖାନା, ଅଫିସ ଓ ହାଟ ବଜାରରେ କୋଭିଡ ନିୟମ କଡାକଡି ପାଇଁ ନିର୍ଦ୍ଦେଶ
ଅବହେଳା ପରିଲକ୍ଷିତ ହେଲେ, ପୁଣି ଲକ୍ଡାଉନ ଫେରିବ
ନୂଆ ଦିଲ୍ଲୀ...
ଶିକ୍ଷକ ପର୍ବର ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
- ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପ୍ରମୁଖ ଯୋଜନାର କଲେ ଶୁଭାରମ୍ଭ
- ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଶୁଭାରମ୍ଭ କରାଯାଇଥିବା ନୂତନ ଯୋଜନାଗୁଡ଼ିକ ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିବ ଏବଂ ଭାରତୀୟ ଶିକ୍ଷା...
ଦେଶର ବିକାଶ ପାଇଁ ଶିକ୍ଷା ସର୍ବସ୍ପର୍ଶୀ ଏବଂ ସର୍ବବ୍ୟାପୀ ହେବା ଉଚିତ୍ – ପ୍ରଧାନମନ୍ତ୍ରୀ
‘ଶିକ୍ଷକ ପର୍ବ’ର ଉଦ୍ଘାଟନୀ ଆଲୋଚନାଚକ୍ରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
ଶିକ୍ଷାର ସାମଗ୍ରିକ ବିକାଶ ପାଇଁ ‘ଶିକ୍ଷକ ପର୍ବ’ର କଳ୍ପନା ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ୱବୋଧକୁ ଦର୍ଶାଉଛି- ଧର୍ମେନ୍ଦ୍ର ପ୍ରଧାନ
- ‘ଶିକ୍ଷକ ପର୍ବ’ ଅବସରରେ ୫ଟି ନୂଆ କାର୍ଯ୍ୟକ୍ରମର ଶୁଭାରମ୍ଭ...
ଷ୍ଟାଫ ସିଲେକସନ କମିଶନ ନିଯୁକ୍ତି ଦୁର୍ନୀତି ପ୍ରସଙ୍ଗ ଓ ହତ୍ୟାକାରୀ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ...
- ମାଷ୍ଟରକ୍ୟାଂଟିନ ଛକରେ ଛାତ୍ର କଂଗ୍ରେସର ବିଶାଳ ବିକ୍ଷୋଭ
- ଯୁକ୍ତ ଦୁଇ ଡ୍ରପଆଉଟ ଓ ଏକ୍ସରେଗୁଲାର ଛାତ୍ରଙ୍କ ପାଇଁ ନ୍ୟାୟ ଦାବି କଲା ଛାତ୍ର କଂଗ୍ରେସ
ଭୁବନେଶ୍ୱର ୭.୯ (ଓଡ଼ିଆ ପୁଅ) - ଆଜି...
କେରଳରେ ଏବେ ଦୁଇଟି ଭୁତାଣୁ ସଂକ୍ରମଣ : ନିପା ଏବଂ କରୋନା, ଜାଣନ୍ତୁ ନିପା...
ନୂଆ ଦିଲ୍ଲୀ ୭ ନୂଆ ଦିଲ୍ଲୀ (ଓଡ଼ିଆ ପୁଅ) 'ଈଶ୍ବରଙ୍କ ଦେଶ' କୁହାଯାଉଥିବା କେରଳ ରାଜ୍ୟ ବର୍ତ୍ତମାନ ଦୁଇଟି ଭୂତାଣୁ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଦୋହଲାଇ ଦେଇଛି। କୋଭିଡ -୧୯ ମାମଲାରେ ବୃଦ୍ଧି ସହ...
ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୧,୨୨୨ ନୂଆ ଆକ୍ରାନ୍ତ ଚିହ୍ନଟ,...
ନୂଆ ଦିଲ୍ଲୀ ୦୭-୯ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୧୨୨୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୯୨,୮୬୪ କୁ ହ୍ରାସ ପାଇଛି।
ସକ୍ରିୟ...
ରାଜ୍ୟରେ ଆଜି ୬୩୮ ନୂଆ ଆକ୍ରାନ୍ତ ଚିହ୍ନଟ, ୭ ମୃତ୍ୟୁ – ଜାଣନ୍ତୁ କେଉଁ...
ଭୁବନେଶ୍ୱର ୦୭-୯ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ କମିଲା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଂଟାରେ ୬୩୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?
ନୂଆ ଆକ୍ରାନ୍ତ: ୬୩୮
୦-୧୮ ବର୍ଷ...
ରାଜ୍ୟରେ ଆଜି କରୋନା କାରଣରୁ ୭ ମୃତ୍ୟୁ – ମୋଟ ମୃତ୍ୟୁ ସଂଖ୍ୟା ୮୦୬୨
ଭୁବନେଶ୍ୱର ୦୭-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୭ କରୋନା ମୃତ୍ୟୁ ରିପୋର୍ଟ ହୋଇଛି। ଅବଶ୍ୟ ଏହା ଗୋଟିଏ ଦିନର ମୃତ୍ୟୁ ସଂଖ୍ୟା ନୁହେଁ। ଓଡ଼ିଶା ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ବିଶେଷଜ୍ଞମାନଙ୍କର...
ସୁରକ୍ଷା, ସମ୍ମାନ ଓ ଅଧିକାର ପାଇଁ ବିଧାନସଭା ଘେରିବ କିନ୍ନର ସଂଘ
କେନ୍ଦ୍ରାପଡ଼ା ୬ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) କେନ୍ଦ୍ରାପଡା ଜିଲ୍ଲା କିନ୍ନର ସଙ୍ଘ ପକ୍ଷରୁ କିନ୍ନରମାନଙ୍କ ବହୁବିଧ ସମସ୍ୟା ନେଇ ଏକ ସାମ୍ବାଦିକ ସମ୍ମିଳନି ସ୍ଥାନୀୟ ଗୋପଛକରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନିରେ...
ଛଅ ଦିନିଆ ଓଡିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ : ଖୁବ୍ ଶୀଘ୍ର...
ବିମାନ ବନ୍ଦରରେ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା
ଭୁବନେଶ୍ୱରରେ ପ୍ରଭୁ ଶ୍ରୀ ଲିଙ୍ଗରାଜ ଏବଂ ପୁରୀରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କଲେ କେନ୍ଦ୍ରମନ୍ତ୍ରୀ
ରାଜ୍ୟ କାର୍ଯ୍ୟାଳୟରେ ବିଜେପି ତରଫରୁ ସ୍ୱାଗତ...
୦୭ ସେପ୍ଟେମ୍ବର ମଙ୍ଗଳବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆପଣଙ୍କ ଦିନ ଆଜି ମିଶ୍ର ଫଳଦାୟୀ ରହିବ। ପରିଜନମାନଙ୍କ ସହିତ ବସିକରି ଆପଣ ମହତ୍ଵପୂର୍ଣ୍ଣ ଚର୍ଚ୍ଚା କରିବେ। ଅଫିସ୍ କିମ୍ବା ବ୍ୟବସାୟ କ୍ଷେତ୍ରରେ ଅଧିକାରୀମାନଙ୍କ ସହିତ ମଧ୍ୟ ମହତ୍ଵପୂର୍ଣ୍ଣ ବିଷୟଗୁଡ଼ିକ...
PUBG ନିଶା ହେଲା କାଳ : କିଶୋରର ହୃଦଘାତରେ ମୃତ୍ୟୁ
ନୂଆଦିଲ୍ଲୀ ୬-୯ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶର ଦେୱାସ ଜିଲ୍ଲାରେ PUBG ଖେଳୁଥିବା ବେଳେ ଜଣେ ଯୁବକଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପୋଲିସ କହିଛି ଯେ ୧୯ ବର୍ଷ ବୟସ୍କ ଯୁବକର...
ଅକ୍ଷୟ କୁମାରଙ୍କ ମା’ ଗୁରୁତର ଅସୁସ୍ଥ, ଆଇସିୟୁରେ ଭର୍ତ୍ତି, ସୁଟିଂ ଛାଡ଼ି ବ୍ରିଟେନରୁ ଫେରିଲେ...
ମୁମ୍ବାଇ ୬-୯ (ଓଡ଼ିଆ ପୁଅ) : ଅକ୍ଷୟ କୁମାର ତାଙ୍କର ଆଗାମୀ ଚଳଚ୍ଚିତ୍ର ସିନ୍ଦୂରର ସୁଟିଂ ଛାଡି ବ୍ରିଟେନରୁ ମୁମ୍ବାଇ ଫେରିଛନ୍ତି। ଖବର ଅନୁଯାୟୀ ଅଭିନେତାଙ୍କ ମା ଅରୁଣା ଭାଟିଆ ଗୁରୁତର ଏବଂ...
ସଟସର୍କିଟ ଯୋଗୁ ୧୦୮ ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ
କେନ୍ଦ୍ରାପଡ଼ା ୬ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସହରର କଜଳା ପେଟ୍ରୋଲ ପମ୍ପ ନିକଟରେ ସୋମବାର ପୂର୍ବାହ୍ନରେ ଏକ ୧୦୮ ଅମ୍ବୁଲାନ୍ସରେ ସଟସର୍କିଟ ଯୋଗୁ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଡ୍ରାଇଭର...
ଶ୍ରୀ ଶ୍ରୀ ବଳଦେବଜୀଉ ବେଦ କର୍ମକାଣ୍ଡ ବିଦ୍ୟାଳୟ ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା ୬ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡାରେ ଏକ ବେଦ କର୍ମକାଣ୍ଡ ବିଦ୍ୟାଳୟ ଖୋଲାଯିବା ପାଇଁ ଇଛାପୁରସ୍ଥିତ ଦୋଳମଣ୍ଡପ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ...
ଭୟଙ୍କର : ସିସିଟିଭି ଫୁଟେଜ୍ ଆସିଲା ଏପରି ଭିଡ଼ିଓ, କୁକୁର ପଲ ପରି ଶିକାର...
ଗୁଜରାଟ ୬-୯ (ଓଡ଼ିଆ ପୁଅ) ଗୁଜରାଟର ଆମ୍ରେଲି ଜିଲ୍ଲାର କାଟର ଗ୍ରାମ ବଜାରର ଏହି ଭିଡ଼ିଓ। ସିସିଟିଭି ଫୁଟେଜ୍ ରୁ ଆପଣ ଦେଖି ପାରିବେ। ସିଂହ ପଲ ଶିକାର ଆଶାରେ ବଜାରଘାଟକୁ ରାତିର...
ବିଧାନସଭାରେ ପୌର ଆଇନ୍ ସଂଶୋଧନ ବିଲ୍ ଆଗତ
ଭୁବନେଶ୍ୱର ୬ ସେପ୍ଟେମ୍ବର (ଓଡ଼ିଆ ପୁଅ) ସୋମବାରଦିନ ବିଧାନସଭାରେ ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ ଓଡିଶା ମ୍ୟୁନିସିପାଲିଟି ଆଇନ (ସଂଶୋଧନ) ବିଲ୍, ୨୦୨୧ ଅର୍ଥାତ୍ ପୌର ଆଇନ୍ ସଂଶୋଧନ ବିଲ୍ ଆଗତ ହୋଇଛି। ରାଜ୍ୟରେ ସହରାଞ୍ଚଳ...
୧୩ ତମ BRICS ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ – ଭର୍ଚୁଆଲ୍ ମୋଡ୍ରେ...
ନୂଆ ଦିଲ୍ଲୀ ୬ ନୂଆ ଦିଲ୍ଲୀ (ଓଡ଼ିଆ ପୁଅ) ୨୦୨୧ ମସିହାରେ ଭାରତର ବ୍ରିକ୍ସର ଚେୟାରମ୍ୟାନ୍ସିପ୍ର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୯ ସେପ୍ଟେମ୍ବର ୨୦୨୧ ରେ ଭର୍ଚୁଆଲ୍...
ପ୍ରକୃତିର କୋପ : ଭୟଙ୍କର ଭୂସ୍ଖଳନ ଟିହରୀର ନାଗାନ ନିକଟରେ ଖସିଲା ପାହାଡ଼, ଦେଖନ୍ତୁ...
ନୂଆ ଦିଲ୍ଲୀ ୬ ନୂଆ ଦିଲ୍ଲୀ (ଓଡ଼ିଆ ପୁଅ) ପ୍ରକୃତିର କୋପ : ଚଳିତ ବର୍ଷ ପାହାଡ଼ିଆ ପ୍ରଦେଶ ଯେପରିକି ଉତ୍ତର ଭାରତର ପ୍ରଦେଶ ବିଶେଷ କରି ଉତ୍ତରାଖଣ୍ଡରେ ବିଭିନ୍ନ ସ୍ଥାନରେ ଚଳିତ...
ରାଜ୍ୟରେ ଆଜି ସୁସ୍ଥ ହେଲେ ୭୨୭ କରୋନା ଆକ୍ରନ୍ତ
ଭୁବନେଶ୍ୱର ୬ ସେପ୍ଟେମ୍ବର (ଓଡ଼ିଆ ପୁଅ) ରାଜ୍ୟରେ ଆଜି ସୁସ୍ଥ ହେଲେ ୭୨୭ କରୋନା ଆକ୍ରାନ୍ତ। ଏହା ସହିତ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୯୯୭୭୯୦ କୁ ବୃଦ୍ଧି ପାଇଛି। ତେବେ ଜାଣନ୍ତୁ କେଉଁ...























