Home Top News ରାଜ୍ୟରେ ଆଜି ସୁସ୍ଥ ହେଲେ ୭୨୭ କରୋନା ଆକ୍ରନ୍ତ

ରାଜ୍ୟରେ ଆଜି ସୁସ୍ଥ ହେଲେ ୭୨୭ କରୋନା ଆକ୍ରନ୍ତ

45

ଭୁବନେଶ୍ୱର ୬ ସେପ୍ଟେମ୍ବର (ଓଡ଼ିଆ ପୁଅ) ରାଜ୍ୟରେ ଆଜି ସୁସ୍ଥ ହେଲେ ୭୨୭ କରୋନା ଆକ୍ରାନ୍ତ। ଏହା ସହିତ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୯୯୭୭୯୦ କୁ ବୃଦ୍ଧି ପାଇଛି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ ହୋଇଛନ୍ତି।

୨୫୯ ଜଣ ଖୋର୍ଦ୍ଦା ଜିଲ୍ଲା

୧୦୩ ଜଣ କଟକ ଜିଲ୍ଲା

୪୫ ଜଣ ବାଲେଶ୍ୱର ଜିଲ୍ଲାରୁ

୩୩ ଜଣ ଯାଜପୁର ଜିଲ୍ଲାରୁ

୨୬ ଜଣ ପୁରୀ ଜିଲ୍ଲା

୨୪ ଜଣ ଢେଙ୍କାନାଳ ଜିଲ୍ଲା

୨୦ ଜଣ ଜଗତସିଂହପୁର ଜିଲ୍ଲା

୨୦ ଜଣ ମୟୁରଭଞ୍ଜ ଜିଲ୍ଲା

୨୦ ଜଣ ସୁନ୍ଦରଗଡ଼ ଜିଲ୍ଲା

୧୯ ଜଣ କେନ୍ଦ୍ରାପଡ଼ା ଜିଲ୍ଲା

୧୬ ଜଣ ଅନୁଗୁଳ ଜିଲ୍ଲାରୁ

୧୬ ଜଣ ସମ୍ବଲପୁର ଜିଲ୍ଲା

୧୪ ଜଣ ଭଦ୍ରକ ଜିଲ୍ଲା

୧୪ ଜଣ ନୟାଗଡ଼ ଜିଲ୍ଲା

୧୦ ଜଣ ଦେବଗଡ଼ ଜିଲ୍ଲା

୬ ଜଣ କେନ୍ଦୁଝର ଜିଲ୍ଲା

୫ ଜଣ ବରଗଡ଼ ଜିଲ୍ଲା

୪ ଜଣ କନ୍ଧମାଳ ଜିଲ୍ଲା

୪ ଜଣ କୋରାପୁଟ ଜିଲ୍ଲା

୩ ଜଣ ଗଞ୍ଜାମ ଜିଲ୍ଲା

୩ ଜଣ ମାଲକାନଗିରି

୨ ଜଣ ବୌଦ୍ଦ ଜିଲ୍ଲା

୨ ଜଣ ଝାରସୁଗୁଡ଼ା ଜିଲ୍ଲା

୧ ଜଣ ରାୟଗଡ଼ା ଜିଲ୍ଲା

୧ ଜଣ ସୋନପୁର ଜିଲ୍ଲା

୫୭ ଜଣ State Poolରୁ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.