Home Authors Posts by Bureau

Bureau

17675 POSTS 0 COMMENTS

୨୨୫ କେଜି ଚୋରା ଗଞ୍ଜେଇ ଜବତ : ୪ଗିରଫ 

0
କଟକ, ୨୩/୧(ଓଡ଼ିଆ ପୁଅ/ ଅଭୟ ଜେନା) କଟକ ଜିଲ୍ଲା ଟାଙ୍ଗୀ ଥାନା ମଙ୍ଗୁଳି ଛକ ରେ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡ଼ ଚଢ଼ାଉ କରି ବିପୁଳ ପରିମାଣର ଚୋରା ଗଞ୍ଜେଇ ଜବତ କରିଛନ୍ତି। ଅବକାରୀ...

ଆର୍ଟ ମହୋତ୍ସବ ଉଦଯାପିତ

0
ପୁରୀ ୨୩/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଐତିହ୍ୟ ଗ୍ରାମ ରଘୁରାଜପୁରରେ ତିନିଦିନବ୍ୟାପୀ ଆର୍ଟ ମହୋତ୍ସବ ଗତକାଲି ଉଦଯାପିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ, ସଂସ୍କୃତି ବିଭାଗ, ପର୍ଯ୍ୟଟନ...

କେନ୍ଦ୍ରାପଡାରେ ପୁସ୍ତକମେଳାର ଦ୍ୱିତୀୟ ସନ୍ଧ୍ୟା : ରାଷ୍ଟ୍ର ଚେତନାରେ ଗାନ୍ଧୀ ଓ ସୁଭାଷ

0
କେନ୍ଦ୍ରାପଡ଼ା ୨୩ା୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସହରସ୍ଥ ଟେଲିକମ୍ ଗ୍ରାଉଣ୍ଡରେ କେନ୍ଦ୍ରାପଡା ରାଜ୍ୟସ୍ତରୀୟ ବିଂଶତମ ପୁସ୍ତକମେଳାର ଦ୍ୱିତୀୟ ସନ୍ଧ୍ୟାରେ ନେତାଜୀ ମଡେଲ ସ୍କୁଲ ଆନୁକୂଲ୍ୟରେ ‘ରାଷ୍ଟ୍ର ଚେତନାରେ ଗାନ୍ଧୀ ଓ...

ପାଣିରେ ବୁଡି ଯୁବକ ମୃତ

0
ନଵରଙ୍ଗପୁର୍, ୨୩/୧ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) - ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନ କୋଇଲାରୀ ଗ୍ରାମରେ ପାଣିରେ ବୁଡି ଯୁବକ ମୃତ। ସୂଚନାଯୋଗ୍ୟ :- ଡାବୁଗାଁ ବ୍ଲକ ଅଧୀନ କୋଇଲାରୀ ଗ୍ରାମର...

୨୪ ଜାନୁଆରୀ ମଙ୍ଗଳବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ଆଜି ଉଚ୍ଚ ଅଧିକାରୀମାନଙ୍କ ସହିତ ସମ୍ବନ୍ଧରେ ଫାଟ ନ ହେଉ ଏହାର ଧ୍ୟାନ ରଖିବେ। ଶାରୀରିକ ଶିଥିଳତା ଏବଂ ମାନସିକ ଚିନ୍ତା ରହିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହିତ ବାଦ-ବିବାଦକୁ ସମ୍ଭବତଃ ଟାଳନ୍ତୁ।...

ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତୀ ପାଳିତ

0
ପୁରୀ ୨୩/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ତ୍ୟାଗ, ସାହସ ଓ ବିରତ୍ୱର ପଟାନ୍ତାର ନାହିଁ। ସ୍ୱାଧୀନତା ସଂଗ୍ରାମରେ ନେତାଜୀଙ୍କ ଅବଦାନ ତାଙ୍କୁ ଚିର ଅମର କରି ରଖିଥିବ...

ପୁରୀ ସଦର ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ଶକ୍ତି ପ୍ରଦର୍ଶନ

0
ପୁରୀ ୨୩-୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରାଜ୍ୟର ଗୁରୁତ୍ବପୂର୍ଣ୍ଣ ପୁରୀ ସଦର ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ଶକ୍ତି ପ୍ରଦର୍ଶନ। ଜଗନ୍ନାଥ ବଲ୍ଲଭରେ ପୁରୀ ସଦର ବିଜେଡ଼ି ପକ୍ଷରୁ ଦଳର ୨୫ ତମ ପ୍ରତିଷ୍ଠା...

ହତାଶ କ୍ୟାଡରଙ୍କୁ ଉତ୍ସାହିତ ପାଇଁ ବିଜେପିର କାର୍ଯ୍ୟକାରିଣୀ ବୈଠକ : ବିଜେଡି

0
- ବାରମ୍ବାର ନିର୍ବାଚନରେ ହାରି କର୍ମୀଙ୍କ ମନୋବଳ ଦୁର୍ବଳ - ୫ କିଲୋ ଚାଉଳ ବନ୍ଦ ନେଇ ଓଡିଶାବାସୀଙ୍କୁ ସତ କହୁ ବିଜେପି - ଗୃହ ନିର୍ମାଣ ବନ୍ଦ ଷଡଯନ୍ତ୍ର ଯୋଗୁଁ ଓଡିଶାବାସୀଙ୍କୁ ମୁହଁ ଦେଖାଇ...

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ : ୨୦୨୪ ପାଇଁ ଦୁଇସୂତ୍ରୀ କାର୍ଯ୍ୟକ୍ରମ ପ୍ରସ୍ତୁତି କଲା...

0
- ବିଜେଡିର ଅପାରଗ, ଭ୍ରଷ୍ଟ ସରକାରକୁ ଗାଦିଚ୍ୟୁତ କରି ଓଡ଼ିଶାରେ ବିଜେପି ଡବଲ ଇଞ୍ଜିନ ସରକାର କରିବ : ସମୀର ମହାନ୍ତି - ପ୍ରଧାନମନ୍ତ୍ରୀଙ୍କ ଜନ କଲ୍ୟାଣକାରୀ ଯୋଜନାକୁ ବିଜେପିର କାର୍ଯ୍ୟକର୍ତା ଘରେ ଘରେ...

୨୩ ଜାନୁଆରୀ ସୋମବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ଆଜିର ଦିନ ମିଶ୍ର ଫଳ ମିଳିବ। ଆଜି ଆପଣଙ୍କୁ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବା ଏବଂ ରାଗଦ୍ଵେଷରୁ ଦୂରରେ ରହିବାକୁ ପଡ଼ିବ। ନିଜର ଲୁକ୍କାୟିତ ଶତ୍ରୁମାନଙ୍କଠାରୁ ସମ୍ଭାଳିକରି ରହିବେ।...

୨୨ ଜାନୁଆରୀ ରବିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : କୌଣସି ନୂଆ କାର୍ଯ୍ୟ ପ୍ରାରମ୍ଭ କରିବା ପାଇଁ ଆଜି ସମୟ ଅନୁକୂଳ ରହିବ। ଆଜି ସରକାରୀ ଲାଭ ମିଳିବାର ସଂଭାବନା ଅଛି। ବ୍ୟାପାର ଏବଂ ବ୍ୟବସାୟରେ ଲାଭ ହେବ। ବିଚାରରେ...

ଆସନ୍ତା କାଲି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: ଆଜି ଅପରାହ୍ନରେ ଅନୁଷ୍ଠିତ ହେବ ଗୁରୁତ୍ୱପୂର୍ଣ୍ଣ...

0
- କାର୍ଯ୍ୟକାରିଣୀରେ କେନ୍ଦ୍ରମନ୍ତ୍ରୀ, କ୍ଷେତ୍ରୀୟ ପ୍ରଭାରୀ, ରାଜ୍ୟ ପ୍ରଭାରୀଙ୍କ ସମେତ ସମସ୍ତ ସାଂସଦ ଓ ବିଧାୟକ, ରାଷ୍ଟ୍ରୀୟ ପଦାଧିକାରୀ, ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯୋଗ ଦେବେରାଜ୍ୟର...

ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ଦିବସ ପାଳିତ

0
କେନ୍ଦ୍ରାପଡ଼ା, ୨୦ା୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଟାଉନ ହଲ ପରିସରରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ପୋଷଣ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲା...

୩ୟ ବାର୍ଷିକ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

0
କେନ୍ଦ୍ରାପଡ଼ା, ୨୦ା୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଲକି ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ୩ୟ ବାର୍ଷିକ ରାଜ୍ୟ ସ୍ତରୀୟ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି-୨୦୨୩ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହି...

ନୟାଗଡ଼ କଲେଜର ହୀରକ ଜୟନ୍ତୀ ଉତ୍ସବ ଆରମ୍ଭ

0
ନୟାଗଡ଼, ୨୦/୧ ଓଡ଼ିଆ ପୁଅ/ ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହର ଉଦଯାପନୀ ଉତ୍ସବ ୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବାବେଳେ କଲେଜର ପୂର୍ବତନ...

ସାମାଜିକ ସୁରକ୍ଷା ନିଶ୍ଚିତ କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ

0
କେନ୍ଦ୍ରାପଡ଼ା, ୨୦ା୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ସାମାଜିକ ସୁରକ୍ଷାକୁ ନିଶ୍ଚିତ କରିବା ଦିଗରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହାହିଁ ଗଣମାଧ୍ୟମକୁ ସାଧାରଣ ଲୋକଙ୍କ ଆଶା ଓ ଆସ୍ଥାଭାଜନ ହେବାରେ ସହାୟକ ହୋଇଛି...

ଶତାୟୁ ମହିଳାଙ୍କ ପରଲୋକ

0
କେନ୍ଦ୍ରାପଡ଼ା, ୨୦ା୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବଗଡା ଗ୍ରାମର ସ୍ୱର୍ଗତ ରାମଚନ୍ଦ୍ର ନାୟକଙ୍କ ପତ୍ନୀ ହୀରା ନାୟକଙ୍କ ୧୦୭ବର୍ଷ ବୟସରେ ବାର୍ଦ୍ଧକ୍ୟ ଜନିତ ରୋଗରେ ପରଲୋକ...

ବିରୂପା ମହାବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

0
କେନ୍ଦ୍ରାପଡ଼ା, ୨୦ା୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ବିରୂପା ମହାବିଦ୍ୟାଳୟର ସମାଜବିଜ୍ଞାନ ବିଭାଗ ଆନୁକୂଲ୍ୟରେ ବିଭାଗୀୟ ମୁଖ୍ୟ ପ୍ରେମାନନ୍ଦ ପ୍ରଧାନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ମହାବିଦ୍ୟାଳୟର...

୨୧ ଜାନୁଆରୀ ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ଆଜିର ଦିନ ଆପଣ ସାମାଜିକ କାର୍ଯ୍ୟ ଏବଂ ମିତ୍ରମାନଙ୍କ ସହିତ ବିତାଇବେ। ଆପଣଙ୍କ ମିତ୍ରମାନଙ୍କ ମଣ୍ଡଳୀରେ ନୂଆ ମିତ୍ର ଯୋଡ଼ିହେବେ। ମିତ୍ରମାନଙ୍କ ପଛରେ ଧନ ଖର୍ଚ୍ଚ ହେବ। ବୃଦ୍ଧମାନଙ୍କ ତରଫରୁ...

ମା’ ଶକ୍ତି ମେଲୋଡି ଦଳ ଉଦଘାଟିତ

0
ନବରଙ୍ଗପୁର ୨୦-୧ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ନବରଙ୍ଗପୁର କଲେଜ ନିକଟରେ ମା ଶକ୍ତି ମେଲୋଡି ଦଳ ଉଦଘାଟିତ ହୋଇଯାଇଛି। ଏଥିରେ ଅତିଥି ଭାବରେ ନାଟ୍ୟ ତଥା ଫିଲ୍ମ ନିର୍ଦ୍ଦେଶକ ସୁରେଶ ମହାନ୍ତି, ଟେଲି...