Home ଜିଲ୍ଲା ପରିକ୍ରମା ମା’ ଶକ୍ତି ମେଲୋଡି ଦଳ ଉଦଘାଟିତ

ମା’ ଶକ୍ତି ମେଲୋଡି ଦଳ ଉଦଘାଟିତ

43

ନବରଙ୍ଗପୁର ୨୦-୧ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ନବରଙ୍ଗପୁର କଲେଜ ନିକଟରେ ମା ଶକ୍ତି ମେଲୋଡି ଦଳ ଉଦଘାଟିତ ହୋଇଯାଇଛି। ଏଥିରେ ଅତିଥି ଭାବରେ ନାଟ୍ୟ ତଥା ଫିଲ୍ମ ନିର୍ଦ୍ଦେଶକ ସୁରେଶ ମହାନ୍ତି, ଟେଲି ଫିଲ୍ମ ନିର୍ଦେଶକ ମନୋଜ କୁମାର ପଟ୍ଟନାୟକ, କଣ୍ଠ ଶିଳ୍ପୀ କସ୍ତୁରୀ ରଥ, ବଂଶୀ ବାଦକ ମୁରଲୀ ପଟ୍ଟନାୟକ, ସଙ୍ଗୀତ ନିର୍ଦ୍ଦେଶକ ଟିକି ସୁନା ଓ ଅଶୋକ ମହାନ୍ତି ଯୁବ କଳାକାର ଆନନ୍ଦ ଦାସ, ଅଶୋକ ଦୀପ, ସୁରେଶ ନାଗ ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନେ, ନୂତନ ଭାବରେ ପ୍ରସ୍ତୁତ ଉକ୍ତ ମେଲଡିର ସମସ୍ତ ସଭ୍ୟଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଉକ୍ତ ମେଲୋଡି ର ଆବାହକ କଣ୍ଠ ଶିଳ୍ପୀ ସମର ଢାଳି ସଭାକୁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.