Bureau
ଦେଶରେ ପୁଣି ପ୍ରବଳ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୯୦,୯୨୮ ନୂଆ...
ନୂଆ ଦିଲ୍ଲୀ ୬-୧ (ଓଡ଼ିଆ ପୁଅ) ଦେଶରେ ପ୍ରବଳ ବଢ଼ିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୯୦,୯୨୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨,୮୫,୪୦୧ କୁ...
ରାଜ୍ୟରେ ପୁଣି ବଢ଼ିଲା କରୋନା : ନୂଆ ଆକ୍ରାନ୍ତ ୧୮୯୭
ଭୁବନେଶ୍ୱର ୬ -୧ (ଓଡ଼ିଆ ପୁଅ) ରାଜ୍ୟରେ ପୁଣି ବଢ଼ିଲା କରୋନା। ନୂଆ ଆକ୍ରାନ୍ତ ୧୮୯୭ ଚିହ୍ନଟ ହୋଇଛନ୍ତି।
ନୂଆ ଆକ୍ରାନ୍ତ: ୧୮୯୭
୦-୧୮ ବର୍ଷର : ୨୫୮
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୧୦୬
- ସ୍ଥାନୀୟ ଅଞ୍ଚଳରୁ୭୯୧
୧-...
ଆଜି ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...
ଭୁବନେଶ୍ୱର ୦୬/୦୧ (ଓଡ଼ିଆ ପୁଅ) : ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡରରେ ମୃତ୍ୟୁବରଣ କରିଥିବା ସ୍ୱର୍ଗତଃ କୁଳମଣି ବରାଳ ଏବଂ ଦିବ୍ୟସିଂହ ବରାଳଙ୍କ ଉଦ୍ଦେଶ୍ୟରେ ଆସନ୍ତା କାଲି କଟକ ଜିଲ୍ଲା ମାହାଙ୍ଗାଠାରେ ଏକ...
ସୁରତ ପ୍ରିଣ୍ଟିଂ ମିଲରୁ ଗ୍ୟାସ୍ ଲିକ୍ ଫଳରେ ଚାରି କର୍ମଚାରୀ ଶ୍ୱାସରୁଦ୍ଧ ହୋଇ ମୃତ...
ନୂଆ ଦିଲ୍ଲୀ ୬-୧ (ଓଡ଼ିଆ ପୁଅ) ଗୁରୁବାର ଗୁଜୁରାଟର ସୁରତରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ପ୍ରିଣ୍ଟିଂ ମିଲରୁ ସକାଳେ ଗ୍ୟାସ୍ ଲିକ୍ ହୋଇଥିଲା। ଫଳସ୍ୱରୂପ, ଚାରିଜଣ କର୍ମଚାରୀ ଶ୍ୱାସରୁଦ୍ଧ...
ସମ୍ବଲପୁର ଜ଼ିଲ୍ଲାପାଳ ଭାବେ ଦିବ୍ୟଜ୍ୟୋତି ପରିଡ଼ାଙ୍କ କାର୍ଯ୍ୟଭାର ଗ୍ରହଣ
ସମ୍ବଲପୁର, ୦୫/୦୧ (ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ଜ଼ିଲ୍ଲାର ୫୫ତମ ନୂତନ ଜ଼ିଲ୍ଲାପାଳ ଭାବେ ଆଜି ୨୦୧୫ ବ୍ୟାଚର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଦିବ୍ୟଜ୍ୟୋତି ପରିଡା ଦାୟିତ୍ୱ ଗ୍ରହଣ କରିଛନ୍ତି। ସୋମବାର...
କ୍ରିପ୍ଟୋ ୱାୟାର ଭାରତର ପ୍ରଥମ କ୍ରିପ୍ଟୋ କରେନ୍ସି ଇଣ୍ଡେକ୍ସ IC15 ଲଞ୍ଚ କଲା
ନୂଆ ଦିଲ୍ଲୀ ୬-୧ (ଓଡ଼ିଆ ପୁଅ) IC15 କ୍ରିପ୍ଟୋ ଇଣ୍ଡେକ୍ସ ହେଉଛି ବଜାର ପୁଞ୍ଜିକରଣ ଦ୍ୱାରା ଏକ ନିୟମ-ଆଧାରିତ ବ୍ରଡ ମାର୍କେଟ ଇଣ୍ଡେକ୍ସ, ଯାହା ବିଶ୍ୱର ଅଗ୍ରଣୀ କ୍ରିପ୍ଟୋ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ଶ୍ରେଷ୍ଠ...
ଅପରେସନ ଭାଲୁ! ଦୀର୍ଘ ୭ ଘଂଟା ପରିଶ୍ରମ ପରେ ଗଛରେ ଫସିରହିଥିବା ଭାଲୁକୁ ଉଦ୍ଧାର...
ମାଲକାନଗିରି, ୫/୧ (ଓଡ଼ିଆ ପୁଅ) ଆଜି ସକାଳ ୧୦ଟା ଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦୀର୍ଘ ୭ ଘଂଟା ଧରି ଅପରେଶନ ଭାଲୁ ଆରମ୍ଭ କରିଥିଲେ ବନବିଭାଗ। ୭ଘଂଟାର ପରିଶ୍ରମ ପରେ ଗଛ...
ଓମିକ୍ରନକୁ ପ୍ରତିହତ କରିବା ପାଇଁ ସଜାଗ ହେବାକୁ ନୂତନ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଆହ୍ୱାନ
ସମ୍ବଲପୁର, ୦୫/୦୧ (ଓଡ଼ିଆ ପୁଅ/ସରୋଜ ସାହୁ) : ସମ୍ବଲପୁରର ନୂତନ ଜିଲ୍ଲାପାଳ ଭାବେ ଆଜି ଦିବ୍ୟଜ୍ୟୋତି ପରିଡା ଯୋଗ ଦେଇଛନ୍ତି। କାର୍ଯ୍ୟଭାର ଗ୍ରହଣ ପରେ ଜ଼ିଲ୍ଲାପାଳ କୋଭିଡ ସ୍ଥିତ ସମୀକ୍ଷା ନେଇ ଏକ...
୦୬ ଜାନୁଆରୀ ଗୁରୁବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : କୌଣସି ପ୍ରକାରର ସଙ୍କଟରେ ନ ପଡ଼ନନ୍ତୁ ସେଥିପାଇଁ ଦେଖିଚାହିଁ କାର୍ଯ୍ୟ କରିବାକୁ ଉପଦେଶ। ବ୍ୟବସାୟ କ୍ଷେତ୍ରରେ ଆଜି ଅଧିକାରୀମାନଙ୍କ ସାଙ୍ଗରେ ଉଗ୍ର ଚର୍ଚ୍ଚା କରିବେ ନାହିଁ, ଅନ୍ୟଥା କ୍ଷତି ହେବାର...
ବୁଲି ବାଇ ଆପ୍ : ଦ୍ୱାଦଶ ଛାତ୍ରୀ ସମେତ ତିନି ଗିରଫ : କାହିଁକି...
ନୂଆ ଦିଲ୍ଲୀ ୫-୧ (ଓଡ଼ିଆ ପୁଅ) ପ୍ରସିଦ୍ଧ ବୁଲି ବାଇ ଆପ୍ କେସ୍ ର ତାର ଉତ୍ତରାଖଣ୍ଡ ସହିତ ଜଡିତ। ମୁମ୍ବାଇର ସାଇବର ପୋଲିସ ଉଧମ ସିଂ ନଗର ଜିଲ୍ଲାର ରୁଦ୍ରପୁରର ଜଣେ...
ବଡ଼ ସଡ଼କ ଦୁର୍ଘଟଣା : ଗ୍ୟାସ ସିଲିଣ୍ଡର ଟ୍ରକ ଏବଂ ବସ୍ ମଧ୍ୟରେ ମୁହାଁମୁହିଁ...
ନୂଆ ଦିଲ୍ଲୀ ୫-୧ (ଓଡ଼ିଆ ପୁଅ) ଝାଡଖଣ୍ଡର ପାକୁରରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏଲପିଜି ସିଲିଣ୍ଡର ବୋଝେଇ ଟ୍ରକ ଏବଂ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୭...
୧୫ ରୁ ୧୮ ବର୍ଷ କିଶୋରକିଶୋରୀମାନଙ୍କ କୋଭିଡ୍ ଟୀକାକରଣ ପାଇଁ ମାର୍ଗଦର୍ଶିକା
ଭୁବନେଶ୍ୱର ୫ -୧ (ଓଡ଼ିଆ ପୁଅ) ରାଜ୍ୟରେ ୧୫ ରୁ ୧୮ ବର୍ଷ କିଶୋରକିଶୋରୀମାନଙ୍କ କୋଭିଡ୍ ଟୀକାକରଣ ପାଇଁ ମାର୍ଗଦର୍ଶିକା ଜାରୀ କରିଛି ସ୍ୱାସ୍ଥ୍ୟ ବିଭାଗ।
ଟୀକାକରଣ ପାଇଁ ଯୋଗ୍ୟତା
୧୫ ରୁ ୧୮ ବର୍ଷ...
ଲମ୍ପ ମାରିଲା ସଂକ୍ରମଣ: ରାଜ୍ୟରେ ଆଜି ୧୨୧୬ ନୂଆ ଆକ୍ରାନ୍ତ, ୨ ମୃତ
ଭୁବନେଶ୍ୱର ୫ -୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୨୧୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?
ନୂଆ ଆକ୍ରାନ୍ତ: ୧୨୧୬
୦-୧୮ ବର୍ଷର : ୧୮୭
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ:...
ଦେଶରେ ବଢ଼ିଲା ଓମିକ୍ରନ୍ ମାମଲା ୨୧୩୫ କୁ ବୃଦ୍ଧି : ସୁସ୍ଥ ହେଲେ ୮୨୮...
ନୂଆ ଦିଲ୍ଲୀ ୫ -୧ (ଓଡ଼ିଆ ପୁଅ) ଦେଶରେ ଓମିକ୍ରନ୍ ମାମଲା ୨୧୩୫ କୁ ବୃଦ୍ଧି ପାଇଛି। କିନ୍ତୁ ଭଲ ଖବର ଏହାଯେ, ଏପର୍ଯ୍ୟନ୍ତ ୮୨୮ ଜଣ ଲୋକ ସୁସ୍ଥ ହୋଇଛନ୍ତି।
ଏ ନେଇ...
ଦେଶରେ ପ୍ରବଳ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୫୮,୦୯୭ ନୂଆ...
ନୂଆ ଦିଲ୍ଲୀ ୫-୧ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୫୮,୦୯୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ୧୫.୫୪% ବୃଦ୍ଧି ପାଇଛି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ...
ଫ୍ରାନ୍ସରୁ ଆସିଲା କରୋନାର ନୂଆ ରୂପ ‘IHU’
ନୂଆ ଦିଲ୍ଲୀ ୫-୧ (ଓଡ଼ିଆ ପୁଅ) - ଫ୍ରାନ୍ସରୁ ଆସିଲା ନୂଆ ଖବର। 'IHU' ନାମରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କରୋନାର ଏକ ନୂଆ ରୂପ ପାଇଛନ୍ତି। ବ୍ଲୁମବର୍ଗର ଏକ ନୂତନ ରିପୋର୍ଟ ଅନୁଯାୟୀ...
କେନ୍ଦ୍ରାପଡା ସାରସ୍ୱତ ସଂଗଠନର ବର୍ଷାନ୍ତ କବିତା ଆସର
କେନ୍ଦ୍ରାପଡ଼ା ୪ -୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାର ସାରସ୍ୱତ ସଂଗଠନ, ସାହିତ୍ୟ ସଂଗଠନ ସମୁହ ଏବଂ ସାହିତ୍ୟ ପତ୍ରିକା ସମ୍ପାଦକମାନଙ୍କୁ ନେଇ ଏକ କବିତା ପାଠୋତ୍ସବ କବି ରାମକୃଷ୍ଣ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ...
କ୍ରୀଡା ପ୍ରତିଭା ଅନ୍ୱେଷଣ ପାଇଁ ଅନଲାଇନରେ ନାମ ପଞ୍ଜିକରଣ
କେନ୍ଦ୍ରାପଡ଼ା ୪ -୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ନିର୍ଦ୍ଦେଶ ଅନୁସାରେ କେନ୍ଦ୍ରାପଡା ଜିଲ୍ଲାର ୮ ରୁ ୧୮ ବର୍ଷ ବୟସର ବିଦ୍ୟାଳୟ ଓ ମହାବିଦ୍ୟାଳୟରେ...
ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ
କେନ୍ଦ୍ରାପଡ଼ା ୪ -୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଏକ ଜିଲ୍ଲା...
କେନ୍ଦ୍ରାପଡା ବିଡିଓଙ୍କ ବଦଳି ପ୍ରତିବାଦରେ ସରପଞ୍ଚ, ସମିତିସଭ୍ୟଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର
କେନ୍ଦ୍ରାପଡ଼ା ୪ -୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବିଡିଓ ଅଶ୍ୱିନୀ କୁମାର ଦାସଙ୍କ ହଠାତ୍ ବଦଳିକୁ ନେଇ ବ୍ଲକର ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟାମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି।...