Home Coronavirus Outbreak ପୁଣି ରାଜ୍ୟରେ ବଢ଼ିଲା ସଂକ୍ରମଣ: ରାଜ୍ୟରେ ଆଜି ୨୭୦୩ ନୂଆ ଆକ୍ରାନ୍ତ, ଜଣେ ମୃତ

ପୁଣି ରାଜ୍ୟରେ ବଢ଼ିଲା ସଂକ୍ରମଣ: ରାଜ୍ୟରେ ଆଜି ୨୭୦୩ ନୂଆ ଆକ୍ରାନ୍ତ, ଜଣେ ମୃତ

86

ଭୁବନେଶ୍ୱର ୭ -୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୭୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ନୂଆ ଆକ୍ରାନ୍ତ: ୨୭୦୩
୦-୧୮ ବର୍ଷର: ୪୦୯
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୫୭୯
– ସ୍ଥାନୀୟ ଅଞ୍ଚଳରୁ୧୧୨୪
୧- ଅନୁଗୁଳ ଜିଲ୍ଲାରୁ – ୭
୨- ବାଲେଶ୍ୱର ଜିଲ୍ଲାରୁ – ୭୩
୩- ବରଗଡ଼ ଜିଲ୍ଲାରୁ – ୭୫
୪- ଭଦ୍ରକ ଜିଲ୍ଲାରୁ – ୫
୫- ବଲାଙ୍ଗୀର ଜିଲ୍ଲାରୁ – ୫୪
୬- ବୌଦ୍ଦ ଜିଲ୍ଲାରୁ – ୭
୭- କଟକ ଜିଲ୍ଲାରୁ – ୧୯୧
୮- ଦେବଗଡ଼ ଜିଲ୍ଲାରୁ – ୩୭
୯- ଢେଙ୍କାନାଳ ଜିଲ୍ଲାରୁ – ୩
୧୦- ଗଜପତି ଜିଲ୍ଲାରୁ – ୯
୧୧- ଗଞ୍ଜାମ ଜିଲ୍ଲାରୁ – ୨୭
୧୨- ଜଗତସିଂହପୁର ଜିଲ୍ଲାରୁ – ୧୩
୧୩- ଯାଜପୁର ଜିଲ୍ଲାରୁ – ୭୮
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୧୦୬
୧୫- କଳାହାଣ୍ଡି ଜିଲ୍ଲାରୁ – ୧୩
୧୬- କନ୍ଧମାଳ ଜିଲ୍ଲାରୁ – ୩
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୬
୧୮- କେନ୍ଦୁଝର ଜିଲ୍ଲାରୁ – ୩୩
୧୯- ଖୋର୍ଦ୍ଧାରୁ: ୯୨୬
୨୦- କୋରାପୁଟ ଜିଲ୍ଲାରୁ – ୧୯
୨୧- ମାଲକାନଗିରି : ୧
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୪୨
୨୩- ନବରଙ୍ଗପୁର ଜିଲ୍ଲାରେ: ୨୯
୨୪- ନୟାଗଡ଼ ଜିଲ୍ଲାରୁ – ୬
୨୫- ନୂଆପଡ଼ା ଜିଲ୍ଲାରୁ – ୧୦
୨୬- ପୁରୀ ଜିଲ୍ଲାରୁ – ୫୪
୨୭- ରାୟଗଡ଼ା ଜିଲ୍ଲାରୁ – ୨୨
୨୮- ସମ୍ବଲପୁର ଜିଲ୍ଲାରୁ – ୧୭୯
୨୯- ସୋନପୁର ଜିଲ୍ଲାରୁ – ୧୦
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୪୫୪
୩୧- State Pool: ୨୧୧
– ନୂଆ ସୁସ୍ଥ ହୋଇଥିଲେ୨୦୪
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୫୯୬୩୦୩୭
– ମୋଟ ଆକ୍ରାନ୍ତ ୧୦୬୨୪୭୬
– ମୋଟ ସୁସ୍ଛ ହୋଲେଣି ୧୦୪୫୭୧୮
– ସକ୍ରୀୟ ଆକ୍ରାନ୍ତ – ୮୨୩୭

ଖୋର୍ଦ୍ଧା ଜିଲ୍ଲାର ଜଣେ ୭୮ ବର୍ଷ ବୟସ୍କା ମହିଳାଙ୍କର ମୃତ୍ୟୁ ହୋଇଛି ଏହା ସହ ମୋଟ ମୃତକଙ୍କ ସଂଖ୍ୟା ୮୪୬୮ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.