Home Coronavirus Outbreak ଦେଶରେ ପ୍ରବଳ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧,୧୭,୧୦୦ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ ପ୍ରବଳ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧,୧୭,୧୦୦ ନୂଆ ଆକ୍ରାନ୍ତ ଚିହ୍ନଟ, ୩୦୨ ମୃତ

50

ନୂଆ ଦିଲ୍ଲୀ ୭-୧ (ଓଡ଼ିଆ ପୁଅ) ଦେଶରେ ପ୍ରବଳ ବଢ଼ଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧,୧୭,୧୦୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୭୧,୩୬୩ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୦୫% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୪୩,୭୧,୮୪୫ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩୦,୮୩୬ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୫୭% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୫୨,୨୬,୩୮୬ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୮୫,୯୬୨ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୦୨ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪୮୩୧୭୮ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୦୫%

ଆରୋଗ୍ୟ ହୋଇଛନ୍ତି ୯୭.୫୭%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

 

ଦେଶରେ ମୋଟ ଟିକାକରଣ ୧, ୪୯, ୬୬, ୮୧, ୧୫୬ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୯୪, ୪୭, ୦୫୬

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୬୮, ୬୮, ୧୯, ୧୨୮ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୫, ୧୩, ୩୭୭

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୦୫ ୭୬୧୪ ୧୦ ୧୨୯
ଆନ୍ଧ୍ରପ୍ରଦେଶ ୨୨୬୬ ୨୦୬୨୧୫୭ ୧୨୮ ୧୪୫୦୦
ଅରୁଣାଚଳ ପ୍ରଦେଶ ୧୦୩ ୫୫୦୫୧ ୨୮୨
ଆସାମ ୪୦୩୬ ୬୧୩୧୨୦ ୧୩୨ ୬୧୭୬
ବିହାର ୫୭୮୬ ୭୧୪୯୨୦ ୨୮୯ ୧୨୦୯୮
ଚଣ୍ଡିଗଡ଼ ୯୭୯ ୬୪୭୬୫ ୧୭ ୧୦୮୦
ଛତିଶଗଡ ୬୯୦୫ ୯୯୪୦୧୭ ୫୬ ୧୩୬୦୬
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୩୮ ୧୦୬୮୮
ଦିଲ୍ଲୀ ୩୧୪୯୮ ୧୪୩୨୮୩୮ ୬୯୦୦ ୨୫୧୨୭
୧୦ ଗୋଆ ୪୬୧୩ ୧୭୬୬୨୫ ୭୪ ୩୫୨୮
୧୧ ଗୁଜୁରାଟ ୧୪୩୪୬ ୮୨୦୩୮୩ ୮୬୦ ୧୦୧୨୭
୧୨ ହରିୟାଣା ୭୯୩୫ ୭୬୩୬୯୪ ୮୦୧ ୧୦୦୬୭
୧୩ ହିମାଚଳ ପ୍ରଦେଶ ୧୬୫୫ ୨୨୪୭୫୦ ୫୯ ୩୮୮୦
୧୪ ଜାମ୍ମୁ କାଶ୍ମୀର ୨୦୪୯ ୩୩୬୧୮୬ ୧୧୬ ୪୫୩୩
୧୫ ଝାଡଖଣ୍ଡ ୧୪୨୫୫ ୩୪୫୮୧୪ ୪୩୫ ୫୧୫୩
୧୬ କର୍ଣ୍ଣାଟକ ୨୨୨୦୨ ୨୯୬୨୦୪୩ ୨୭୧ ୩୮୩୫୮
୧୭ କେରଳ ୨୫୮୫୫ ୫୧୯୩୦୯୩ ୨୧୮୦ ୪୯୧୧୬ ୨୨୧
୧୮ ଲଦାଖ ୨୬୯ ୨୧୮୮୦ ୨୨୧
୧୯ ଲକ୍ଷଦୀପ ୧୦୩୬୫ ୫୧
୨୦ ମଧ୍ୟପ୍ରଦେଶ ୨୪୭୫ ୭୮୩୩୮୬ ୧୦୨ ୧୦୫୩୫
୨୧ ମହାରାଷ୍ଟ୍ର ୧୧୮୫୪୯ ୬୫୩୩୧୫୪ ୮୯୦୭ ୧୪୧୫୯୪ ୧୩
୨୨ ମଣିପୁର ୩୧୬ ୧୨୩୬୩୯ ୧୦ ୨୦୦୯
୨୩ ମେଘାଳୟ ୨୧୨ ୮୩୩୨୪ ୨୩ ୧୪୮୫
୨୪ ମିଜୋରାମ ୩୦୧୮ ୧୪୦୨୦୦ ୧୩୩ ୫୫୪
୨୫ ନାଗାଲାଣ୍ଡ ୮୨ ୩୧୪୬୨ ୧୨ ୭୦୩
୨୬ ଓଡ଼ିଶା ୫୫୮୮ ୧୦୪୫୭୧୮ ୨୦୪ ୮୪୬୭
୨୭ ପୁଡୁଚେରୀ ୩୯୯ ୧୨୭୫୪୧ ୧୮୮୧
୨୮ ପଞ୍ଜାବ ୬୬୮୭ ୫୮୭୭୫୩ ୧୨୧ ୧୬୬୬୨
୨୯ ରାଜସ୍ଥାନ ୭୨୬୮ ୯୪୬୮୭୪ ୪୦୪ ୮୯୬୭
୩୦ ସିକ୍କିମ୍ ୮୬ ୩୨୦୭୫ ୪୦୯
୩୧ ତାମିଲନାଡୁ ୨୨୮୨୮ ୨୭୦୭୭୭୯ ୭୨୧ ୩୬୮୨୫ ୧୧
୩୨ ତେଲେଙ୍ଗାନା ୭୮୪୭ ୬୭୫୫୭୩ ୨୩୨ ୪୦୩୬
୩୩ ତ୍ରିପୁରା ୩୫୯ ୮୪୨୧୨ ୨୨ ୮୨୯
୩୪ ଉତ୍ତରାଖଣ୍ଡ ୧୪୨୫ ୩୩୮୨୫୦ ୨୦୨ ୭୪୨୩
୩୫ ଉତ୍ତରପ୍ରଦେଶ ୮୨୨୪ ୧୬୮୮୧୦୫ ୪୭ ୨୨୯୧୭
୩୬ ପଶ୍ଚିମବଙ୍ଗ ୪୧୧୦୧ ୧୬୩୨୭୯୭ ୭୩୪୩ ୧୯୮୪୬ ୧୯
ମୋଟ ୩୭୧୩୬୩ ୩୪୩୭୧୮୪୫ ୩୦୮୩୬ ୪୮୩୧୭୮ ୩୦୨

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.