Bureau
ଇଣ୍ଡିଆ ପୋଷ୍ଟ ପେମେଣ୍ଟେସ୍ ବ୍ୟାଙ୍କ ଗଠନ ସଂକ୍ରାନ୍ତ ସଂଶୋଧିକ ଖର୍ଚ୍ଚ ଅଟକଳକୁ କ୍ୟାବିନେଟର ଅନୁମୋଦନ
୨୦୨୦-୨୧ରୁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଏ ବାବଦରେ ଅତିରିକ୍ତ ୮୨୦ କୋଟି ଟଙ୍କା ସରକାର ଯୋଗାଇଦେବେ
ଏବେ ମୋଟ ବ୍ୟୟବରାଦ ୨୨୫୫ କୋଟି ଟଙ୍କାରେ ପହଞ୍ଚିଲା
ନୂଆଦିଲ୍ଲୀ, ୨୭ା୪ (ଓଡ଼ିଆ ପୁଅ): ପ୍ରଧାନମନ୍ତ୍ରୀ ଶ୍ରୀ...
କୋଭିଡ-୧୯ ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ : –...
- ବୈଶ୍ୱିକ ମହାମାରୀ ଆରମ୍ଭରୁ ସମୟାନୁଭିତ୍ତିକ ମାର୍ଗଦର୍ଶନ ଓ ସହାୟତା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କଲେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ
- ସହଯୋଗମୂଳକ ସଂଘୀୟ ବ୍ୟବସ୍ଥା ଯୋଗୁଁ ଭାରତ କରୋନା ବିରୁଦ୍ଧରେ ଦୀର୍ଘ...
ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ଅଞ୍ଚଳଗୁଡିକରେ ୨ଜି ମୋବାଇଲ ସେବାକୁ ୪ଜିକୁ ଉନ୍ନୀତ କରିବାକୁ କ୍ୟାବିନେଟ୍...
- ଏହାଫଳରେ ସମ୍ପୃକ୍ତ ଉଗ୍ରବାଦୀ ପ୍ରଭାବିତ ଅଞ୍ଚଳରେ ଇଣ୍ଟରନେଟ ଓ ଡାଟା ସେବାରେ ଉନ୍ନତି ଆସିବ
- ଏହି ନିଷ୍ପତ୍ତି ଘରୋଇ ବିନିର୍ମାଣ (ମାନୁଫ୍ୟାକଚରିଂ)କୁ ପ୍ରୋତ୍ସାହିତ କରିବା ସହିତ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣ...
ନୀଳମାଧବ ପୀଠର ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ : ୧୦୦ କୋଟି ଟଙ୍କା ଖର୍ଚ୍ଚହେବ,...
- କଣ୍ଟିଲୋ ଜନସାଧାରଣଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ୨୭.୦୪ (ଓଡ଼ିଆ ପୁଅ) କଣ୍ଟିଲୋ ନୀଳମାଧବ ପୀଠର ପାରିପାର୍ଶ୍ବିକ ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ...
ବିଜେଡ଼ିରେ ଯୋଗ ଦେଲେ ସ୍ୱୟଂ ପ୍ରକାଶ
ଭୁବନେଶ୍ୱର ୨୭-୪ (ଓଡ଼ିଆ ପୁଅ) : ଜଣାଶୁଣା ଟିଭି ଉପସ୍ଥାପକ, ବୈଦ୍ୟୁତିକ ଗଣମାଧ୍ୟମର ବରିଷ୍ଠ ସାମ୍ବାଦିକ ସ୍ୱୟଂପ୍ରକାଶ ମହାପାତ୍ର ବୁଧବାର ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ...
ଷ୍ଟ୍ରିଟ୍ ଭେଣ୍ଡର୍ସଙ୍କୁ ପୁଣି ମିଳିବ ବନ୍ଧକ ବିନା ଋଣ, ବଢ଼ିଲା ଅବଧି, ମିଳିଲା କ୍ୟାବିନେଟ...
- ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର୍ସ ଆତ୍ମ ନିର୍ଭର ନିଧି (ପିଏମ-ସ୍ୱନିଧି), ମାର୍ଚ୍ଚ ୨୦୨୨ ରୁ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ
ନୂଆ ଦିଲ୍ଲୀ ୨୭-୪ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ...
ଚାରି ଗଣଦୁଷ୍କର୍ମକାରୀଙ୍କୁ ୨୦ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ
ତାଳଚେର, ୨୭/୪ (ଓଡ଼ିଆ ପୁଅ/ଅଜିତ ବେହେରା) : ଗତ ୨୦୧୮ ମସିହା ଏପ୍ରିଲ ୨୧ ତାରିଖରେ ଜଣେ ଯୁବତୀଙ୍କ ପ୍ରତି ହୋଇଥିବା ଏକ ଗଣଦୁଷ୍କର୍ମରେ ଅଭିଯୁକ୍ତ ୪ଜଣଙ୍କୁ ମାନ୍ୟବର ଅଦାଲତ ୨୦ ବର୍ଷ...
ବାଲିମେଳା ଜଳ ଭଣ୍ଡାରରେ ଡଙ୍ଗା ବୁଡ଼ି ଘଟଣାରେ ନିଖୋଜ ଦୁଇଜଣଙ୍କ ମୃତ ଶରୀର ଉଦ୍ଧାର
ମାଲକାନଗିରି, ୨୭/୪ (ଓଡ଼ିଆ ପୁଅ) ଗତ ସୋମବାର ଦିନ ଚିତ୍ରକୋଣ୍ଡା ବ୍ଲକ ସ୍ଵାଭିମାନ ଅଞ୍ଚଳର ବାଲିମେଳା ଜଳଭଣ୍ଡାର ଓରାପଦର ଗ୍ରାମ ନିକଟରେ ଡଙ୍ଗା ବୁଡ଼ିବା ଘଟଣାରେ ନିଖୋଜ ଥିବା ଦୁଇ ଜଣ ଯୁବକଙ୍କର...
ସାଂସଦ ଅପରାଜିତା ଷଢ଼ଙ୍ଗୀଙ୍କ ନାମରେ ପୁରୀ ଟାଉନ ଥାନାରେ ଅଭିଯୋଗ
ପୁରୀ ୨୭-୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଗସ୍ତରେ ଆସିଥିବା ସାଂସଦ ଅପରାଜିତା ଷଢ଼ଙ୍ଗୀ ପ୍ରଶାସନର ନିୟମ ଉଲଘଂନ କରିଥିବା ହେତୁ ଅପରାଜିତାଙ୍କ ନାମରେ ପୁରୀ ଟାଉନ ଥାନାରେ ଅଭିଯୋଗପତ୍ର ଦିଆଯାଇଛି। ଶ୍ରୀକ୍ଷେତ୍ର...
ଉଦୟଭାନ୍ ହେଲେ ହରିୟାଣାରେ କଂଗ୍ରେସର ନୂତନ ସଭାପତି
ନୂଆ ଦିଲ୍ଲୀ ୨୭-୪ (ଓଡ଼ିଆ ପୁଅ) ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଡାଙ୍କ ନିକଟତର, ଉଦୟଭାନ୍ ଏବେ ହରିୟାଣା କଂଗ୍ରେସର କମାଣ୍ଡ ସମ୍ଭାଳିବେ। ପଞ୍ଜାବ ଏବଂ ହିମାଚଳ ଫର୍ମୁଲାରେ ଚାରିଜଣ କାର୍ଯ୍ୟକାରୀ...
ଯଶସ୍ବୀ ସାଧକ ମନୋଜ ଦାସଙ୍କ ସ୍ମୃତିରେ ଆନ୍ତର୍ଜାତୀୟ ପୁରସ୍କାର ନିୟମାବଳୀରେ ପରିବର୍ତ୍ତନ : ଇଂରାଜୀ...
ମନୋଜ-କିଶୋର ସାହିତ୍ୟ ପ୍ରତିଭା ପୁରସ୍କାର ପରିମାଣ ୨ ଲକ୍ଷ ଟଙ୍କାକୁ ବୃଦ୍ଧି
ମନ୍ମଥ-ମନୋଜ ସ୍ମାରକୀ ପାଇଁ ପ୍ରକ୍ରିୟା ତ୍ବରାନ୍ବିତ କରି ଖୁବଶୀଘ୍ର କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ବର, ୨୬.୦୪ (ଓଡ଼ିଆ ପୁଅ) ଯଶସ୍ବୀ ସାରସ୍ବତ...
ନୂଆଦିଲ୍ଲୀରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ : କୋଷ୍ଟାଲ ହାଇଓ୍ୱେ, କଟକ-ଅନୁଗୋଳ-ସମ୍ବଲପୁର...
- ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ପରିକଳ୍ପନା ଦୃଷ୍ଟିରେ ରଖି ଓଡ଼ିଶାର ଆର୍ଥିକ ବିକାଶ ପାଇଁ ଗୁରୁତ୍ୱ
- ଓଡ଼ିଶାର ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଥିବା ୪ଟି ଜାତୀୟ ରାଜପଥ ପ୍ରକଳ୍ପର ସମୀକ୍ଷା
-...
କଳମଛୁଇଁ ଶିଶୁମନ୍ଦିରରେ ସମାବର୍ତ୍ତନ ଉତ୍ସବ
ତାଳଚେର, ୨୬/୪ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ବିଦାୟକାଳୀନ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର...
ଶିକ୍ଷା ଦ୍ୱାରା ହିଁ ଭାରତ ଜ୍ଞାନ ଆଧାରିତ ଅର୍ଥନୀତିର ସୁପର ପାୱାର ହେବ-ଧର୍ମେନ୍ଦ୍ର ପ୍ରଧାନ
ଇଗ୍ନୋର ୩୫ତମ ସମାବର୍ତ୍ତନ ସମାରୋହରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
- ଦେଶର ୩୨ଟି ଆଂଚଳିକ କେନ୍ଦ୍ରର ୨ ଲକ୍ଷ ୯୧ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଡ଼ିଗ୍ରୀ, ଡିପ୍ଲୋମା, ସାର୍ଟିଫିକେଟ, ପିଏଚଡ଼ି, ଏମଫିଲ ଓ ଗୋଲ୍ଡ ମେଡ଼ାଲ...
ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨,୯୨୭ ନୂଆ ଆକ୍ରାନ୍ତ...
ନୂଆ ଦିଲ୍ଲୀ ୨୭-୪ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨,୯୨୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୬,୨୭୯ କୁ ବୃଦ୍ଧି...
ରୂପାନ୍ତର ଶୃଙ୍ଖଳାର ପ୍ରଥମ ବୈଠକ : ୨୦୨୪ ସୁଦ୍ଧା ୧୫ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ...
- ଜଳସଂପଦ ବିଭାଗର ରୂପାନ୍ତର ଉପକ୍ରମ (Transformation Initiatives) ଉପରେ ଉପସ୍ଥାପନା
- ପ୍ରଯୁକ୍ତି ବିଦ୍ୟା, ଟିମ୍ୱାର୍କ, ଦାୟିତ୍ବବାନ ପୁନର୍ବାସ ନୀତି, ଶ୍ରମିକ କଲ୍ୟାଣ ଆଦିର ସଫଳ ପ୍ରୟୋଗ
- ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା, ସବୁ ବିଭାଗ...
ବଡ଼ ଦୁଃଖଦ ଖବର : ମନ୍ଦିରରେ ଶୋଭାଯାତ୍ରାବେଳେ କରେଣ୍ଚ ଲାଗି ୧୧ ଜଣଙ୍କର ମୃତ୍ୟୁ,...
ନୂଆ ଦିଲ୍ଲୀ ୨୭-୪ (ଓଡ଼ିଆ ପୁଅ) ତାମିଲନାଡୁରୁ ଏକ ବଡ ଦୁର୍ଘଟଣାର ଖବର ଆସିଛି। ମନ୍ଦିରରେ ଶୋଭାଯାତ୍ରାରେ କରେଣ୍ଟ ଲାଗିବା କରାଣରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଅନେକ ଲୋଗ ଆହତ ହୋଇଛନ୍ତି।
ସୂଚନାନୁସାରେ,...
୨୭ ଏପ୍ରିଲ ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ନୂଆ କାର୍ଯ୍ୟ କରିବାପାଇଁ ଉପଦେଶ। ଗୂଢ ବିଦ୍ୟା ତଥା ରହସ୍ୟମୟ ବିଷଗୁଡ଼ିକୁ ବୁଝିବା ପାଇଁ ଆଜି ଆପଣ ପ୍ରଯତ୍ନ ହୁଅନ୍ତୁ। ନିଜର ବାଣୀ ଏବଂ ବ୍ୟବହାରକୁ ନିୟନ୍ତ୍ରିତ ରଖିବା ଆପଣଙ୍କ...
କଂଗ୍ରେସରେ ଯୋଗ ନଦେବା ନିଷ୍ପତ୍ତି ପରେ ପ୍ରଶାନ୍ତ କିଶୋରଙ୍କ ପ୍ରଥମ ପ୍ରତିକ୍ରିୟା, କ’ଣ କହିଲେ...
ନୂଆ ଦିଲ୍ଲୀ ୨୬-୪ (ଓଡ଼ିଆ ପୁଅ) କଂଗ୍ରେସରେ ଯୋଗ ନଦେବା ନିଷ୍ପତ୍ତି ପରେ ପ୍ରଶାନ୍ତ କିଶୋରଙ୍କର ପ୍ରଥମ ପ୍ରତିକ୍ରିୟା ଆସିଛି। ସେ କହିଛନ୍ତି ଯେ ମୁଁ କଂଗ୍ରେସର EAG (ବିଶେଷାଧିକାର ପ୍ରାପ୍ତ କାର୍ଯ୍ୟ...
କରାଚି ବିଶ୍ୱବିଦ୍ୟାଳୟରେ ବିସ୍ଫୋରଣ ; ଚାରି ମୃତ, ମୃତକଙ୍କ ମଧ୍ୟରେ ଦୁଇ ବିଦେଶୀ
ନୂଆ ଦିଲ୍ଲୀ ଏପ୍ରିଲ୍ ୨୬ (ଓଡ଼ିଆ ପୁଅ) ମଙ୍ଗଳବାର ଦିନ କରାଚି ବିଶ୍ୱବିଦ୍ୟାଳୟ ପରିସରରେ ଏକ କାରରେ ବିସ୍ଫୋରଣ ହେବାପରେ ଦୁଇ ବିଦେଶୀ ନାଗରିକଙ୍କ ସମେତ ଅତି କମରେ ୪ ଜଣଙ୍କର ମୃତ୍ୟୁ...
























