Home Coronavirus Outbreak ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨,୯୨୭ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨,୯୨୭ ନୂଆ ଆକ୍ରାନ୍ତ ଚିହ୍ନଟ, ୩୨ ମୃତ

36

ନୂଆ ଦିଲ୍ଲୀ ୨୭-୪ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨,୯୨୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୬,୨୭୯ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୪% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୫,୨୫,୫୬୩ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୨,୨୫୨ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୫% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୬୫,୪୯୬ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୬୪୩ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୨ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୩,୬୫୪ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୦୪%

ଆରୋଗ୍ୟ ହୋଇଛନ୍ତି ୯୮.୭୫%

ଏବଂ ମୃତ୍ୟୁ ସଂଖ୍ୟା ୧.୨୧%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୮୮, ୧୯, ୪୦, ୯୭୧ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୨୧, ୯୭, ୦୮୨

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୮୩, ୫୯, ୭୪, ୦୭୯ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୫, ୦୫, ୦୬୫

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୯୦୫ ୧୨୯
ଆନ୍ଧ୍ରପ୍ରଦେଶ ୧୮ ୨୩୦୪୯୧୮ ୧୪୭୩୦
ଅରୁଣାଚଳ ପ୍ରଦେଶ ୬୪୧୯୯ ୨୯୬
ଆସାମ ୧୦ ୭୧୬୨୧୪ ୭୯୮୬
ବିହାର ୨୨ ୮୧୮୨୫୫ ୧୨୨୫୬
ଚଣ୍ଡିଗଡ଼ ୫୫ ୯୦୮୦୨ ୧୧୬୫
ଛତିଶଗଡ ୨୭ ୧୧୩୮୧୮୭ ୧୪୦୩୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୭
ଦିଲ୍ଲୀ ୪୫୦୮ ୧୮୪୬୪୧୪ ୮୬୩ ୨୬୧୬୯
୧୦ ଗୋଆ ୨୭ ୨୪୧୫୩୬ ୩୮୩୨
୧୧ ଗୁଜୁରାଟ ୯୯ ୧୨୧୩୨୩୪ ୧୩ ୧୦୯୪୩
୧୨ ହରିୟାଣା ୧୯୮୩ ୯୭୭୬୭୮ ୩୮୫ ୧୦୬୧୮
୧୩ ହିମାଚଳ ପ୍ରଦେଶ ୭୨ ୨୮୦୫୭୨ ୧୪ ୪୧୩୪
୧୪ ଜାମ୍ମୁ କାଶ୍ମୀର ୫୫ ୪୪୯୨୦୭ ୪୭୫୧
୧୫ ଝାଡଖଣ୍ଡ ୨୨ ୪୨୯୮୭୩ ୫୩୧୭
୧୬ କର୍ଣ୍ଣାଟକ ୧୭୨୮ ୩୯୦୫୨୯୮ ୭୦ ୪୦୦୫୭
୧୭ କେରଳ ୨୬୬୦ ୬୪୬୮୪୦୧ ୩୨୫ ୬୮୯୧୬ ୨୬
୧୮ ଲଦାଖ ୨୮୦୧୨ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୭୫ ୧୦୩୦୫୨୬ ୧୦୭୩୫
୨୧ ମହାରାଷ୍ଟ୍ର ୯୪୩ ୭୭୨୮୨୯୭ ୧୩୫ ୧୪୭୮୩୮
୨୨ ମଣିପୁର ୧୭ ୧୩୫୦୮୦ ୨୧୨୦
୨୩ ମେଘାଳୟ ୯୨୧୯୯ ୧୫୯୩
୨୪ ମିଜୋରାମ ୭୫୯ ୨୨୫୬୯୭ ୧୦୧ ୬୯୬
୨୫ ନାଗାଲାଣ୍ଡ ୩୪୭୨୮ ୭୬୦
୨୬ ଓଡ଼ିଶା ୧୨୩ ୧୨୭୮୭୬୦ ୨୩ ୯୧୨୪
୨୭ ପୁଡୁଚେରୀ ୧୬୩୮୧୫ ୧୯୬୨
୨୮ ପଞ୍ଜାବ ୧୭୮ ୭୪୧୫୫୦ ୨୩ ୧୭୭୪୮
୨୯ ରାଜସ୍ଥାନ ୨୦୩ ୧୨୭୩୬୫୭ ୧୮ ୯୫୫୨
୩୦ ସିକ୍କିମ୍ ୩୮୬୯୬ ୪୫୨
୩୧ ତାମିଲନାଡୁ ୪୦୪ ୩୪୧୫୨୫୦ ୩୦ ୩୮୦୨୫
୩୨ ତେଲେଙ୍ଗାନା ୨୩୮ ୭୮୭୫୦୮ ୨୪ ୪୧୧୧
୩୩ ତ୍ରିପୁରା ୯୯୯୫୭ ୯୨୨
୩୪ ଉତ୍ତରାଖଣ୍ଡ ୪୫୩ ୪୨୯୨୬୯ ୭୬୯୩
୩୫ ଉତ୍ତରପ୍ରଦେଶ ୧୩୧୬ ୨୦୪୮୪୮୨ ୧୬୨ ୨୩୫୦୫
୩୬ ପଶ୍ଚିମବଙ୍ଗ ୨୬୬ ୧୯୯୬୬୦୦ ୧୯ ୨୧୨୦୧
ମୋଟ ୧୬୨୭୯ ୪୨୫୨୫୫୬୩ ୨୨୫୨ ୫୨୩୬୫୪ ୩୨

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.