Bureau
୦୨ ଜୁନ ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜି ଆପଣ ସାଂସାରିକ ବିଷୟକୁ ଏକପାଖରେ ରଖିକରି ଆଧ୍ୟାତ୍ମିକତା ଆଡ଼କୁ ଧ୍ୟାନ ରହିବ। ଗଭୀର ଭାବନା ଏବଂ ମନ୍ଥନ ଆପଣଙ୍କୁ ଅଲୌକିକ ଅନୁଭୂତି କରାଇବ। ବାଣୀ ଉପରେ ନିୟନ୍ତ୍ରଣ ରଖିବା...
ନୟାଗଡ଼: ଦଶପଲ୍ଲା ଅଭିମୁଖେ ରେଳ ଇଞ୍ଜିନ୍ ଗଡ଼ୁ ଗଡ଼ୁ ଅଟକିଗଲା
ନୟାଗଡ଼, ୩୧/୫ (ଓଡିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ନୂଆଗାଁ ଠାରୁ ଦଶପଲ୍ଲା ପର୍ଯ୍ୟନ୍ତ ରେଳ ଇଞ୍ଜିନ୍ ଗଡ଼ୁଗଡୁ ବାଟରେ ଅଟକି ଯାଇଥିବା ଜଣାପଡିଛି। ନୂଆଗାଁ ପର୍ଯ୍ୟନ୍ତ ରେଳ ଚଳାଚଳ ସ୍ବାଭାବିକ...
୦୧ ଜୁନ ଗୁରୁବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ - ଭାଇ-ଭଉଣୀ ଏବଂ ମିତ୍ରମାନଙ୍କ ସହିତ ସମ୍ବନ୍ଧ ଉତ୍ତମ ରହିବ। ଆପଣ ଘରର ଦାୟୀତ୍ତ୍ୱଗୁଡ଼ିକ ବୁଝି କାର୍ଯ୍ୟ କରିବେ। ମାତା-ପିତାଙ୍କୁ ଆପଣଙ୍କ ଉପରେ ଗର୍ବ ଅନୁଭବ ହେବ। କାମ କାରଣରୁ ଆପଣଙ୍କୁ...
କଟକରେ ଅଘଟଣ : ପୋଲ ଭୁଶୁଡ଼ି ନାବାଳିକାଛାତ୍ରୀର ଡାକ୍ତରଖାନାରେ ମୃତ୍ୟୁ
କଟକ: ୩୦/୫ (ଓଡ଼ିଆ ପୁଅ/ ଅଭୟ ଜେନା) ପୁରୀଘାଟ ଥାନା କେଶରପୁର ନିକଟରେ ଆଜି ଅପରାହ୍ନରେ ପୋଲ ଭୁଶୁଡ଼ିବାରୁ ସେହିବାଟେ ଯାଉଥିବା ଜନୈକ ନାବାଳିକା ଖସି ପଡ଼ିଥିଲେ। ତାଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ...
ତହସିଲ ଅଫିସ ରୁମରେ ଆରଆଇଙ୍କ ଆତ୍ମହତ୍ୟା !
କଟକ : ୩୦/୫ (ଓଡ଼ିଆ ପୁଅ/ ଅଭୟ ଜେନା) କାର୍ଯ୍ୟରତ ରାଜସ୍ୱ ନିରୀକ୍ଷକଙ୍କର ଝୁଲନ୍ତା ଅବସ୍ଥାରେ ତହସିଲ କାର୍ଯ୍ୟାଳୟରୁ ମୃତ ଦେହ ଉଦ୍ଧାରହୋଇଛି। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ତହସିଲ...
୩୧ ମଇ ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆପଣଙ୍କ ଦିନ ମିଶ୍ର ଫଳଦାୟୀ ରହିବ। ପରିବାରଜନମାନଙ୍କ ସହିତ ବୈଠକର ଆପଣ ମହତ୍ଵପୂର୍ଣ୍ଣ ଚର୍ଚ୍ଚା-ବିଚାରଣା କରିବେ। ଘରର ସାଜ-ସଜ୍ଜାରେ ଆପଣଙ୍କୁ ପରିବର୍ତ୍ତନ କରିବାକୁ ଇଚ୍ଛା ହେବ। ଅଫିସ୍ କିମ୍ବା ବ୍ୟବସାୟ...
ରାହୁଲ ଗାନ୍ଧୀଙ୍କ ଟ୍ରକ ଯାତ୍ରା : ଡ୍ରାଇଭରଙ୍କ ସଂଘର୍ଷର କାହାଣୀ ଶୁଣିଲେ ରାହୁଲ
ନୂଆ ଦିଲ୍ଲୀ ୩୦-୫ (ଓଡ଼ିଆ ପୁଅ) କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ଟ୍ରକ ଯାତ୍ରାର ଭିଡିଓ ସେୟାର କରିଛନ୍ତି। ରାହୁଲ ଗାନ୍ଧୀ ତାଙ୍କ ୟୁଟ୍ୟୁବରେ ସମ୍ପୂର୍ଣ୍ଣ...
ଘାଟିରୁ ଖସିଲା ବସ୍: ୧୦ ମୃତ୍ୟୁ, ଅନେକ ଆହତ
ନୂଆ ଦିଲ୍ଲୀ ୩୦-୫ (ଓଡ଼ିଆ ପୁଅ) ମଙ୍ଗଳବାର ସକାଳେ ଜାମ୍ମୁ କାଶ୍ମୀରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଜାଜାର କୋଟଲି ନିକଟରେ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ...
ନୟାଗଡ଼:ଖାଲି ଟ୍ରେନ ଯୋଗୁଁ ପାସେଞ୍ଜର ଟ୍ରେନ ଛାଡିବାରେ ବିଳମ୍ବ, ଯାତ୍ରୀ ହନ୍ତସନ୍ତ
ନୟାଗଡ଼, ୨୯/୫(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାପ୍ରତି ରେଳ ବିଭାଗର କ୍ରମାଗତ ଅବହେଳା ତଥା ବୈମାତୃକ ମନୋଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକି ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା...
ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ସହାୟତା
ନୟାଗଡ଼, ୨୯/୫(ଓଡିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ ତରଫରୁ ଦିବ୍ୟାଙ୍ଗଙ୍କ ପାଇଁ ସପ୍ତାହବ୍ୟାପୀ ଦ୍ବାରଦେଶ ଅଭିଯାନ ଆଜି ଶେଷ ହୋଇଛି।
ଏହି ଅଭିଯାନ ଚଳିତ ମାସ ୨୨ ତାରିଖରୁ...
୩୦ ମଇ ମଙ୍ଗଳବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ - ଭାଇ-ଭଉଣୀ ଏବଂ ମିତ୍ରମାନଙ୍କ ସହିତ ସମ୍ବନ୍ଧ ଉତ୍ତମ ରହିବ। ଆପଣ ଘରର ଦାୟୀତ୍ତ୍ୱଗୁଡ଼ିକ ବୁଝି କାର୍ଯ୍ୟ କରିବେ। ମାତା-ପିତାଙ୍କୁ ଆପଣଙ୍କ ଉପରେ ଗର୍ବ ଅନୁଭବ ହେବ। କାମ କାରଣରୁ ଆପଣଙ୍କୁ...
୫-ଟି ସଚିବଙ୍କ ଯୋରନ୍ଦା ଗସ୍ତ : ମହିମା ଧର୍ମର ପ୍ରଚାର ପ୍ରସାର ପାଇଁ ସରକାର...
- ମହିମା ଧର୍ମର ଦର୍ଶନ ମୁଖ୍ୟମନ୍ତ୍ରୀଙ୍କ ସେବା ଓ ସୁଶାସନ ପାଇଁ ପ୍ରେରଣା
- କାଲୁରିଆ ଠାରେ ବ୍ରାହ୍ମଣୀ ନଦୀ ଉପରେ ୨୩୫ କୋଟି ଟଙ୍କାର ବୃହତ ସେତୁର ନାମକରଣ କରି ମୁଖ୍ୟମନ୍ତ୍ରୀ ଏହା...
ତାଳଦଣ୍ଡା କେନାଲ ମଧ୍ୟ୍ୟକୁ ଖସି ପଡିଲା କାର, ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର
କଟକ ୨୯-୫ (ଓଡ଼ିଆ ପୁଅ/ ଅଭୟ ଜେନା) ଆଜି ଦିନ ପ୍ରାୟ ୧.୧୦ ସମୟରେ ନିଜ ଘରକୁ ଫେରୁଥିଲେ କନ୍ଦରପୁର ନିବାସୀ ଜ୍ଞାନ ରଂଜନ ଜେନା। ନିଜ ପତ୍ନୀଙ୍କ ଆଣ୍ଠୁରେ ଅସ୍ତ୍ରୋପଚାର କରିବା...
ନାବାଳିକାକୁ ଭୟଙ୍କର ଭାବେ ହତ୍ୟା କଲା ପ୍ରେମିକ, ଲୋମ ଟାଙ୍କୁରା ସିସିଟିଭି ଫୁଟେଜ୍, ଦେଖୁଥିଲେ...
ନୂଆଦିଲ୍ଲୀ ୨୯-୫ (ଓଡ଼ିଆ ପୁଅ) : ପୁଣି ଏକ ଭୟଙ୍କର ହତ୍ୟା। ଏଭଳି ଏକ ଲୋମଟାଙ୍କୁରା ହେଲା ଭଳି ସିସିଟିଭି ଫୁଟେଜ୍ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହି ଭୟଙ୍କର ଘଟଣା ରବିବାର...
୨୯ ମଇ ସୋମବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ। ବିବାହୋତ୍ସୁକମାନଙ୍କର ବିବାହର ପ୍ରଶ୍ନର ନିରାକରଣ ଆସିବ। ଯାତ୍ରା କରିବେ ତଥା ମିତ୍ରମାନଙ୍କଠାରୁ ଉପହାର ଆଦି ମିଳିବ।...
୨୮ ମଇ ରବିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ - ଯଦି ଆପଣ ଏହି ସମୟରେ କୌଣସି ନୂଆ ବ୍ୟାପାରରେ ନିବେଶ ପାଇଁ ଭାବୁଛନ୍ତି ତେବେ ତା'ର ଚାବୀ ଆପଣଙ୍କ ହାତରେ ଅଛି। କାମରେ ବୃଦ୍ଧି ହେବାରୁ ଆପଣଙ୍କ ଆମଦନୀ ବଢ଼ିବ।...
୨୭ ମଇ ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜି ଆପଣ ଧାର୍ମିକ କାର୍ଯ୍ୟ ଆଡ଼କୁ ଢଳିବେ। କୌଣସି ତୀର୍ଥ ସ୍ଥାନର ଦର୍ଶନ ହେବାର ସଂଯୋଗ ଅଛି। ବିଦେଶ ଗମନ ପାଇଁ ଅବସର ନିର୍ମିତ ହେବ। ଭାଇ-ବନ୍ଧୁମାନଙ୍କର ଲାଭ ହେବ।...
୨୬ ମଇ ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆପଣଙ୍କୁ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଉପଦେଶ। କ୍ରୋଧଙ୍କ ଉପରେ ନିୟନ୍ତ୍ରଣ ନ ରଖିବାରୁ ଆପଣଙ୍କର କାର୍ଯ୍ୟ ଏବଂ ସମ୍ବନ୍ଧ ମଧ୍ୟ ବିଗିଡ଼ିବାର ସମ୍ଭାବନା ଅଛି। ମାନସିକରୂପରେ ବ୍ୟଗ୍ରତା...
୨୫ ମଇ ଗୁରୁବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜି ଆପଣଙ୍କୁ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। କୌଣସି କାର୍ଯ୍ୟ କିମ୍ବା ସମ୍ବନ୍ଧ ବିଗିଡ଼ିବା ପଛରେ ଏହି କ୍ରୋଧ କାରଣ ବନିପାରେ। ଶରୀରରେ ଫୂର୍ତ୍ତିର ଅଭାବ ରହିବ।...
ଲାଇକେରା ଓ କିରିମେରା ହେଲା ଓଡ଼ିଶାର ୨୩ତମ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା
ଝାରସୁଗୁଡ଼ା ସମନ୍ୱିତ ଉନ୍ନୟନ ସଂସ୍ଥା ଭାବେ ନାମିତ ଏହି ନୂତନ ସଂସ୍ଥା ପାଇଁ ୯ ଟି ନୂଆ ପଦବୀ ସୃଷ୍ଟି କଲେ ରାଜ୍ୟ ସରକାର
ଭୁବନେଶ୍ୱର, ମଇ ୨୩ (ଓଡ଼ିଆ ପୁଅ) ଝାରସୁଗୁଡ଼ା ଜିଲ୍ଲାର ଲାଇକେରା...
















