Home Authors Posts by Bureau

Bureau

17674 POSTS 0 COMMENTS

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ : ଜୁନ୍‌ରୁ ଅକ୍ଟୋବର ମାସ ଗୁରୁତ୍ବପୂର୍ଣ୍ଣ,...

0
ପ୍ରତ୍ୟେକ ଜୀବନ ମୂଲ୍ୟବାନ : ଏହି ନୀତିରେ ସବୁ ସମ୍ଭାବ୍ୟ ବିପର୍ଯ୍ୟୟ ପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଭୁବନେଶ୍ୱର ୧୭.୦୬ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି...

ଭବାନୀପାଟଣାରେ କିସ୍‌ ପକ୍ଷରୁ ପ୍ରତିଷ୍ଠିତ ସ୍କୁଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ : ୧୨୦୦ ପିଲା...

0
ଜନଜାତି ପିଲାଙ୍କ ଶିକ୍ଷା ପାଇଁ କିସ୍‌ର ଉଦ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା : କଳାହାଣ୍ଡି ଏବେ ଶିକ୍ଷା କ୍ଷେତ୍ରରେ ଦ୍ରୁତ ଅଗ୍ରଗତି କରୁଛି, ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ୧୨୯ଟି ସ୍କୁଲ ରୂପାନ୍ତରିତ କରାଯାଇଛି -...

ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳ ବଦଳ: ସଞ୍ଜୟ ସିଂ ହେଲେ ସୂଚନା ଓ...

0
ଭୁବନେଶ୍ୱର ୧୭-୬ (ଓଡ଼ିଆ ପୁଅ) ଆଇଏଏସ ସ୍ତରରେ ଆଜି ଏକ ଛୋଟ ଧରଣର ଅଦଳ ବଦଳ ହୋଇଛି। ସଞ୍ଜୟ ସିଂ ଏବେ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବ ଭାବେ ଦାୟୀତ୍ତ୍ୱ...

ଅଗ୍ନିପଥ ଯୋଜନାକୁ ବିରୋଧ : ହରିୟାଣା ସରକାର ୨୪ ଘଣ୍ଟା ପାଇଁ ବନ୍ଦ କଲେ...

0
ନୂଆ ଦିଲ୍ଲୀ ୧୭-୬ (ଓଡ଼ିଆ ପୁଅ) କେନ୍ଦ୍ରର ଅଗ୍ନିପଥ ନିଯୁକ୍ତି ଯୋଜନା ବିରୋଧରେ ଚାଲିଥିବା ବିରୋଧ ପରେ ହରିୟାଣା ସରକାର ଶୁକ୍ରବାର (ଜୁନ୍ ୧୭) ମୋବାଇଲ୍ ଇଣ୍ଟରନେଟ୍ ଏବଂ SMS ସେବାକୁ ସ୍ଥଗିତ...

ଦେଶରେ ଆଜି ପୁଣି ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୨,୮୪୭ ନୂଆ...

0
ନୂଆ ଦିଲ୍ଲୀ ୧୭-୬ (ଓଡ଼ିଆ ପୁଅ) ଦେଶରେ ପୁଣି ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୨,୮୪୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୬୩,୦୬୩ କୁ...

ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା କିପରି ହେବ ସେଥିପାଇଁ ପୋଲିସ ପ୍ରଶାସନର ପ୍ରସ୍ତୁତି

0
ପୁରୀ ୧୬-୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପବିତ୍ର ଦେବସ୍ନାନ ପୂର୍ଣ୍ଣୀମାରେ ଭକ୍ତଙ୍କ ଗହଣରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହେବା ପରେ ଏବେ ବଡ଼ ଚ୍ୟାଲେଞ୍ଜ ହୋଇଛି ଭକ୍ତଙ୍କୁ ନେଇ ରଥଯାତ୍ରା ସୁପରିଚାଳନା...

ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ : ଭୂଇଁ, ନାହାକା ନିର୍ମାଣ କାର୍ଯ୍ୟ ଶେଷ

0
ପୁରୀ ୧୭-୬ (ଓଡ଼ିଆ ପୁଅ) ବଡ଼ଦାଣ୍ଡ ରଥଖଳାରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ତିନିରଥରେ ପ୍ରଥମ ଭୂଇଁର ୬ କାଠ ଉଠିଛି। ଦ୍ଵିତୀୟ ଓ ତୃତୀୟ ଭୂଇଁ ପାଇଁ କାର୍ଯ୍ୟ ଶେଷ...

ରଜ ଓଡ଼ିଶାର ଗଣପର୍ବ: ଗର୍ବ ଓ ଗୈାରବ ର ପ୍ରତୀକ

0
ପୁରୀ ୧୬/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରଜ ଓଡ଼ିଶାର କେବଳ ଗଣପର୍ବ ନୁହେଁ ଏହା ଆମ ଐତିହ୍ୟ, ସଂସ୍କୃତି, ପରମ୍ପରା, ଗର୍ବ ଓ ଗୈାରବ ର ପ୍ରତୀକ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ...

ଗୋପାଳପ୍ରସାଦ ଗ୍ରାମବାସୀଙ୍କ ପକ୍ଷରୁ ହିଙ୍ଗୁଳାଖଣି ବନ୍ଦ ଆନ୍ଦୋଳନ

0
ତାଳଚେର, ୧୬/୬ (ଓଡ଼ିଆ ପୁଅ/ଅଜିତ ବେହେରା) : ନିଯୁକ୍ତି, ଥଇଥାନ ତଥା କ୍ଷତିପୂରଣ ଆଦି ଦାବି ନେଇ ତାଳଚେର ବ୍ଲକ ଗୋପାଳପ୍ରସାଦ ଗ୍ରାମବାସୀମାନଙ୍କ ପକ୍ଷରୁ ବୁଧବାର ଦିନ ହିଙ୍ଗୁଳା କୋଇଲାଖଣି ବନ୍ଦ ଆନ୍ଦୋଳନ...

‘ଅଗ୍ନିପଥ ଯୋଜନା’ ବରୋଧରେ କ୍ରମାଗତ ତୃତୀୟ ଦିନ ବିହାରରେ ପ୍ରଦର୍ଶନ, ଟ୍ରେନ ଚଳାଚଳ ପ୍ରଭାବିତ

0
ବିହାର ୧୭-୬ (ଓଡ଼ିଆ ପୁଅ) 'ଅଗ୍ନିପଥ ଯୋଜନା' ଘୋଷଣା ହେବା ପରଠାରୁ ଏହାର ବିରୋଧ ଆରମ୍ଭ ହୋଇଯାଇଛି। ଆଜି କ୍ରମାଗତଭାବେ ତୃତୀୟ ଦିନ ଏହାର ବିରୋଧ ଆରମ୍ଭ ହୋଇଛି। ଗୁରୁବାରଦିନ କେତେକ ଟ୍ରେନରେ...

ଭାରତୀୟ ଉପକୂଳରେ ରୋ-ରୋ ଏବଂ ରୋ-ପ୍ୟାକ୍ସ ଫେରୀ ସେବା ପରିଚାଳନା ପାଇଁ ଜାରି ହେଲା...

0
ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ରୋ-ରୋ ଫେରୀ ଏବଂ ଜଳମାର୍ଗ ପରିବହନକୁ ମିଳିବ ପ୍ରୋତ୍ସାହନ ଓଡ଼ିଶାର ଦୁଇଟି ସ୍ଥାନ ସମେତ ଦେଶର ୪୫ଟି ରୋ-ରୋ ଫେରୀ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ସହାୟତା ଯୋଗାଇ...

ରାଷ୍ଟ୍ରପତି ନିର୍ବାଚନ, ୨୦୨୨ ପାଇଁ ବିଜ୍ଞପ୍ତି ପ୍ରକାଶ

0
ନୂଆ ଦିଲ୍ଲୀ ୧୭-୬ (ଓଡ଼ିଆ ପୁଅ) ରାଷ୍ଟ୍ରପତି ନିର୍ବାଚନ, ୨୦୨୨ ପାଇଁ ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ୧୫ ଜୁନ, ୨୦୨୨ରେ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି। ନିମ୍ନ କାର୍ଯ୍ୟସୂଚୀ ଅନୁଯାୟୀ ରାଷ୍ଟ୍ରପତି...

ବାଲିଗୁଡାରେ ରଜ ମଉଜ ପାଳିତ: ଗାଇଲେ ରଜ ଗୀତ, ଖେଳିଲେ ଦୋଳି

0
ବାଲିଗୁଡା ୧୬-୬ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ସାରା ଓଡିଶା ରେ ତିନି ଦିନିଆ ରଜ ପର୍ବ ଧୁମ ଧାମରେ ପାଳିତ ହେଉଥିବା ବେଳେ କନ୍ଧମାଳ ଜ଼ିଲ୍ଲା ର ବାଲିଗୁଡା ବ୍ଲକ ର...

ଆଶିଷ ଈଶ୍ୱର ପାଟିଲ କନ୍ଧମାଳ ର ନୂତନ ଜିଲାପାଳ

0
କନ୍ଧମାଳ, (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ଆଶିଷ ଈଶ୍ୱର ପାଟିଲ କନ୍ଧମାଳ ର ନୂତନ ଜିଲାପାଳ ଭାବେ ଦାଇତ୍ୱ ଗ୍ରହଣ କରିବେ। ସେ ବର୍ତମାନ ବାଲେଶ୍ୱର ଉପଜିଲାପାଳ ଓ ବାଲେଶ୍ୱର ମୁନିସିପାଲିଟି ନିର୍ବାହୀ...

୧୭ ଜୁନ ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ଆପଣଙ୍କ ଦିନ ଆର୍ଥିକ ଏବଂ ବ୍ୟବସାୟ ଦୃଷ୍ଟିକୋଣରେ ଲାଭଦାୟୀ ରହିବ। ଧନଲାଭ ସହିତ ଲମ୍ବା ସମୟ ପାଇଁ ଧନର ଆୟୋଜନ ମଧ୍ୟ କରି ପାରିବେ। ଶରୀର ଏବଂ ମନରେ ଆଜି...

ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

0
ଭୁବନେଶ୍ୱର ୧୬-୬ (ଓଡ଼ିଆ ପୁଅ) ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରୀ କରାଯାଇଛି। ତେବେ - ଦେବଗଡ଼...

ଉନ୍ନୟନ କମିଶନର ଓ 5T ସଚିବଙ୍କ ଓଲଟପୁର ଗସ୍ତ : ନିଆଳି ଓଲଟପୁର ରାସ୍ତା...

0
ଭୁବନେଶ୍ୱର ୧୬/୬ (ଓଡ଼ିଆ ପୁଅ) ଓଲଟପୁର ସ୍ଥିତ NIRTAR ଅସ୍ଥି ଚିକିତ୍ସା ତଥା ଥାଇଥାନ ସମ୍ପର୍କିତ ଏକ ପ୍ରସିଦ୍ଧ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ। ପ୍ରତିଦିନ ରାଜ୍ୟର ବିଭିନ୍ନ ଅଂଚଳରୁ ଚିକିତ୍ସା ପାଇଁ ଶହ...

ମାଇଁ ଏନସିସି ଆଲୁମିନି ଆସୋସିଏସନର ରଜମଉଜ

0
କେନ୍ଦ୍ରାପଡ଼ା, ୧୬ା୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଏନସିସି ଆଲୁମିନି ଆସୋସିଏସନ ପକ୍ଷରୁ ଚଳିତ ବର୍ଷ ରଜମଉଜ ଅନୁଷ୍ଠିତ ହୋଇଯାଇଛି। ସହରାଞ୍ଚଳରେ ଓଡିଶାର ଗଣପର୍ବ ‘ରଜ’ ଏବେ...

ଜିଲ୍ଲା କଂଗ୍ରେସ ଭବନରେ ନବ ସଙ୍କଳ୍ପ ଶବିର ଅନୁଷ୍ଠିତ

0
କେନ୍ଦ୍ରାପଡ଼ା, ୧୬ା୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ପକ୍ଷରୁ କଜଳାସ୍ଥିତ କଂଗ୍ରେସ ଭବନ ପରିସରରେ ନବ ସଙ୍କଳ୍ପ ଶିବିର...

୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

0
ଭୁବନେଶ୍ୱର ୧୬-୬ (ଓଡ଼ିଆ ପୁଅ) ଓଡ଼ିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ତାହା ପୁଣି ଆସନ୍ତା ଆସନ୍ତା ୨୪ ଘଣ୍ଟା ମଧ୍ୟରେ। ଏ ନେଇ ଆକଳନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ଭୁବନେଶ୍ୱର...