Home Coronavirus Outbreak ଦେଶରେ ଆଜି ପୁଣି ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୨,୮୪୭ ନୂଆ ଆକ୍ରାନ୍ତ...

ଦେଶରେ ଆଜି ପୁଣି ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୨,୮୪୭ ନୂଆ ଆକ୍ରାନ୍ତ ଚିହ୍ନଟ, ୧୪ ମୃତ

41

ନୂଆ ଦିଲ୍ଲୀ ୧୭-୬ (ଓଡ଼ିଆ ପୁଅ) ଦେଶରେ ପୁଣି ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୨,୮୪୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୬୩,୦୬୩ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୧୫% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୬,୮୨,୬୯୭ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୭,୯୮୫ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୬୪% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୨,୭୦,୫୭୭ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୪,୮୪୮ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୪ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୪,୮୧୭ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୧୫%

ଆରୋଗ୍ୟ ହୋଇଛନ୍ତି ୯୮.୬୪%

ଏବଂ ମୃତ୍ୟୁ ସଂଖ୍ୟା ୧.୨୧%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୯୫, ୮୪, ୦୩, ୪୭୧ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୫, ୨୭, ୩୬୫

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୧ ୯୯୨୪ ୧୨୯
ଆନ୍ଧ୍ରପ୍ରଦେଶ ୨୦୫ ୨୩୦୫୩୨୮ ୨୪ ୧୪୭୩୧
ଅରୁଣାଚଳ ପ୍ରଦେଶ ୬୪୨୧୩ ୨୯୬
ଆସାମ ୫୯ ୭୧୬୨୫୬ ୧୦ ୭୯୮୮
ବିହାର ୧୭୯ ୮୧୮୬୩୯ ୨୩ ୧୨୨୫୬
ଚଣ୍ଡିଗଡ଼ ୨୪୮ ୯୧୪୫୨ ୨୫ ୧୧୬୫
ଛତିଶଗଡ ୨୩୨ ୧୧୩୮୫୦୮ ୧୪୦୩୫
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୭
ଦିଲ୍ଲୀ ୩୯୪୮ ୧୮୮୭୦୫୫ ୧୦୧୬ ୨୬୨୨୫
୧୦ ଗୋଆ ୬୧୪ ୨୪୨୩୫୯ ୬୭ ୩୮୩୩
୧୧ ଗୁଜୁରାଟ ୧୧୦୨ ୧୨୧୪୮୯୨ ୧୧୭ ୧୦୯୪୬
୧୨ ହରିୟାଣା ୨୩୬୪ ୯୯୪୭୨୭ ୩୭୫ ୧୦୬୨୧
୧୩ ହିମାଚଳ ପ୍ରଦେଶ ୧୪୭ ୨୮୧୦୬୩ ୫୧ ୪୧୩୭
୧୪ ଜାମ୍ମୁ କାଶ୍ମୀର ୧୨୬ ୪୪୯୫୪୨ ୧୬ ୪୭୫୨
୧୫ ଝାଡଖଣ୍ଡ ୭୬ ୪୩୦୦୭୮ ୧୩ ୫୩୧୯
୧୬ କର୍ଣ୍ଣାଟକ ୪୩୭୧ ୩୯୧୪୩୪୩ ୪୫୮ ୪୦୧୧୦
୧୭ କେରଳ ୧୯୨୧୦ ୬୫୦୦୨୪୪ ୨୧୫୬ ୬୯୮୫୩
୧୮ ଲଦାଖ ୩୧ ୨୮୦୪୭ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୪୦୦ ୧୦୩୨୧୯୯ ୫୩ ୧୦୭୩୯
୨୧ ମହାରାଷ୍ଟ୍ର ୨୦୬୩୪ ୭୭୫୫୧୮୩ ୨୮୭୯ ୧୪୭୮୮୦
୨୨ ମଣିପୁର ୧୩୫୧୨୨ ୨୧୨୦
୨୩ ମେଘାଳୟ ୪୨ ୯୨୨୩୪ ୧୫୯୩
୨୪ ମିଜୋରାମ ୧୬୭ ୨୨୭୮୧୯ ୪୨ ୭୦୧
୨୫ ନାଗାଲାଣ୍ଡ ୩୪୭୩୮ ୭୬୧
୨୬ ଓଡ଼ିଶା ୨୧୩ ୧୨୭୯୩୯୮ ୧୭ ୯୧୨୬
୨୭ ପୁଡୁଚେରୀ ୭୭ ୧୬୩୯୫୩ ୧୯୬୨
୨୮ ପଞ୍ଜାବ ୪୩୦ ୭୪୨୮୧୩ ୪୦ ୧୭୭୫୬
୨୯ ରାଜସ୍ଥାନ ୬୩୧ ୧୨୭୬୬୫୫ ୬୫ ୯୫୬୦
୩୦ ସିକ୍କିମ୍ ୧୨ ୩୮୭୨୩ ୪୫୩
୩୧ ତାମିଲନାଡୁ ୨୩୧୩ ୩୪୧୮୬୫୮ ୧୭୭ ୩୮୦୨୬
୩୨ ତେଲେଙ୍ଗାନା ୧୬୨୧ ୭୮୯୫୬୧ ୬୫ ୪୧୧୧
୩୩ ତ୍ରିପୁରା ୯୯୯୬୬ ୯୨୩
୩୪ ଉତ୍ତରାଖଣ୍ଡ ୫୬୯ ୪୨୯୯୨୯ ୧୭ ୭୬୯୪
୩୫ ଉତ୍ତରପ୍ରଦେଶ ୧୮୪୯ ୨୦୫୭୬୯୮ ୨୦୯ ୨୩୫୨୫
୩୬ ପଶ୍ଚିମବଙ୍ଗ ୧୧୭୪ ୧୯୯୮୫୯୧ ୬୧ ୨୧୨୦୭
ମୋଟ ୬୩୦୬୩ ୪୨୬୮୨୬୯୭ ୭୯୮୫ ୫୨୪୮୧୭ ୧୪

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.