Bureau
ଲୋକ ମହୋତ୍ସବ ହିଁ ଲୋକକଳା ଏବଂ ଲୋକ ସଂସ୍କୃତି ସୁରକ୍ଷା ତଥା ସଂରକ୍ଷଣର ମାଧ୍ୟମ
ବ୍ରହ୍ମଗିରି -୧୨/୦୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଭୁଵନପୁର ପଞ୍ଚାୟତ ର ଗୋଖରା ଠାରେ ଥିବା ମୃତ୍ୟୁଞ୍ଜୟ କଲ୍ୟାଣ ମଣ୍ଡପ ରେ ଲୋକ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଶ୍ରୀ ଶ୍ରୀ...
୧୨ ଜୁନ ସୋମବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜି ଆପଣଙ୍କ ଦିନ ମିଶ୍ରଫଳ ଦାୟୀ ଅଟେ। ଆପଣଙ୍କୁ ଆଜି ନୂଆ କାର୍ଯ୍ୟ କରିବାର ପ୍ରେରଣା ମିଳିବ ଏବଂ ନୂଆ କାର୍ଯ୍ୟ ପ୍ରାରମ୍ଭ କରିପାରିବେ। ଆଜି ଆପଣଙ୍କ ମନରେ ପରିବର୍ତ୍ତନ...
୧୧ ଜୁନ ରବିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଜଗନ୍ନାଥଙ୍କର କୃପାରୁ ଆଜିର ଦିନ ଆନନ୍ଦ ଏବଂ ଉଲ୍ଲାସ ଭରା ରହିବ। ଆଜି କରାଯାଇଥିବା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଘରର ବାତାବରଣ ପ୍ରଫୁଲ୍ଲିତ ରହିବ। ବିବାହିତା ମହିଳା ମାନଙ୍କପାଇଁ...
ବିମାନ ଦୁର୍ଘଟଣାର ୪୦ ଦିନ ପରେ ଆମାଜନ ଜଙ୍ଗଲରୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର ହେଲେ...
ନୂଆ ଦିଲ୍ଲୀ ଜୁନ୍ ୧୦ (ଓଡ଼ିଆ ପୁଅ): ବିମାନ ଦୁର୍ଘଟଣାର ୪୦ ଦିନ ପରେ ଆମାଜନ ଜଙ୍ଗଲରୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି ୪ ଶିଶୁ। ଏହା ବିଶ୍ୱକୁ ଚକିତ କରିଛି। କଲମ୍ବିଆର...
୧୦ ଜୁନ ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଜଗନ୍ନାଥଙ୍କର ଆଶୀର୍ବାଦରେ ଆଜି ଆପଣଙ୍କ ଦିନ ଅନୁକୂଳ ରହିବ। ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିବାରୁ ମନରେ ହର୍ଷ ଏବଂ ପ୍ରସନ୍ନତା ଅନୁଭବ କରିବେ। ଆର୍ଥିକ କ୍ଷେତ୍ରରେ ଆପଣଙ୍କ ଦିନ...
ଓଡ଼ିଶା ବିଜେପି ନେତାଙ୍କ ଅପାରଗତା ବିରୋଧରେ ବର୍ଷିଲା ବିଜେଡି ଓଡ଼ିଶାର ସ୍ୱାର୍ଥ ରକ୍ଷା କରିବା...
- ଏନ୍ଏଚ୍-୫୫ ସଂପ୍ରସାରଣରେ ଓଡ଼ିଶାବାସୀଙ୍କୁ ପ୍ରତାରଣା ଆଉ କେତେଦିନ?
- ୬ ବର୍ଷରେ ୬ ଶହରୁ ଅଧିକ ମୁଣ୍ଡ ନେଲାଣି, ଓଡ଼ିଶା ବିଜେପି ନେତା ନିରବ କାହିଁକି?
- ଦେବଗଡ଼କୁ ଫୁଡ୍ ପ୍ରସେସିଂ ଉଦ୍ୟୋଗର କ୍ଲଷ୍ଟର...
ନୟାଗଡ଼ ସମବାୟ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ
ନୟାଗଡ଼, ୯/୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ମ୍ୟାନେଜର ପ୍ରଫୁଲ୍ଲ କୁମାର ସାହୁ ନିଲମ୍ବିତ ହେଇଥିବା ଜଣାପଡିଛି। ଅନିୟମିତତା ଅଭିଯୋଗରେ ବ୍ୟାଙ୍କ ସମ୍ପାଦକ ତାଙ୍କୁ କାର୍ଯ୍ୟରୁ...
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି : ୫-T ରୂପାନ୍ତରଣ କାର୍ଯ୍ୟକ୍ରମରେ ବାହନାଗା ହାଇସ୍କୁଲର ନବୀକରଣ କରାଯିବ
- ଏକ ମଡେଲ ସ୍କୁଲ ଭାବରେ ବିକଶିତ ହେବ
- ୧୫ ଦିନ ମଧ୍ୟରେ ଯୋଜନା ପ୍ରସ୍ତୁତ କରି ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର, ୦୯.୦୬ (ଓଡ଼ିଆ ପୁଅ) ବାଲେଶ୍ୱର ଜିଲ୍ଲାର ବାହନଗା...
ପୁରୀରେ ମିଲେଟ ଫୁଡ୍ ମେଳା
ପୁରୀ ୯-୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଦେଶୀ ଖାଦ୍ୟ ଖାଇବା ଦ୍ବାରା ବିଭିନ୍ନ ପ୍ରକାର ଦୁଃସାଧ୍ୟ ରୋଗ ରୁ ମୁକ୍ତ ହୋଇ ପାରିବ। ନେହେରୁ ଯୁବ କେନ୍ଦ୍ର ପୁରୀ ପକ୍ଷରୁ ବୁଧବାର ପୂର୍ବାହ୍ନ...
ମହିଳା ନିର୍ଯାତନା ରୋକିବା ଉପରେ କର୍ମଶାଳା ଅନୁଷ୍ଠିତ
ପୁରୀ ୮/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଡାହାଣୀ ସନ୍ଦେହରେ ମହିଳାମାନଙ୍କ ପ୍ରତି ହିଂସା ବା ନିର୍ଯ୍ୟାତନା ଏକ ଘୃଣ୍ୟ କାର୍ଯ୍ୟ। ଏହାକୁ ପ୍ରତି ସ୍ତରରେ ସଚେତନତା ସୃଷ୍ଟି କରି ପ୍ରତିହତ କରିବାକୁ ଅତିରିକ୍ତ...
ଅଣସର ପିଣ୍ଡିରେ ଚାଲିଚି ଗୁପ୍ତ ସେବା ଓ ଉପଚାର
ପୁରୀ ୯-୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସ୍ନାନ ଯାତ୍ରାରେ ୧୦୮ ଗରା ଜଳରେ ସ୍ନାନ କରି ଶ୍ରୀ ଜିଉ ଜ୍ଵରରେ ପଡ଼ିବା ପରେ ଏବେ ଅଣସର ପିଣ୍ଡିରେ ଚାଲିଚି ଗୁପ୍ତ ସେବା ଓ...
୦୯ ଜୁନ ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜି ଦିନ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ଅସୁସ୍ଥତାର ଅନୁଭବ କରିପାରନ୍ତି। ବ୍ୟର୍ଥ ଖର୍ଚ୍ଚ ନ ହେଉ, ଏହାର ଧ୍ୟାନ ରଖିବେ। ପୁଞ୍ଜି-ନିବେଶ...
୫-ଟି ସଚିବଙ୍କ ରାୟଗଡା ଗସ୍ତର ଦ୍ୱିତୀୟ ଦିନ : କାଶୀପୁର, ପଦ୍ମପୁର, ଗୁଣୁପୁର, ବିଷମକଟକ...
- କାଶୀପୁରରେ କଲେଜ ପ୍ରତିଷ୍ଠା ନିଷ୍ପତ୍ତି ଖୁବ୍ ଶୀଘ୍ର
- ବିଜୁ ଏକ୍ସପ୍ରେସ୍ୱେ ରାୟଗଡା ପ୍ରକଳ୍ପରେ ଖର୍ଚ୍ଚ ହେବ ୧୫୦୦ କୋଟି
ଭୁବନେଶ୍ୱର, ୦୮.୦୬ (ଓଡ଼ିଆ ପୁଅ) ରାୟଗଡା ଜିଲ୍ଲା ଗସ୍ତର ଦ୍ୱୀତିୟ ଦିନରେ ୫-ଟି...
ଢେଙ୍କାନାଳ, ଦେବଗଡ, ସମ୍ବଲପୁର ଓ ବରଗଡରେ “ଗରିବ କଲ୍ୟାଣ ସମାବେଶ”ରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର...
- କାମାକ୍ଷାନଗରରେ ଦଳ ପକ୍ଷରୁ ଅନୁଷ୍ଠିତ ସଂଯୁକ୍ତା ମୋର୍ଚ୍ଚା ବୈଠକରେ ଯୋଗଦେବେ
- ବରଗଡରେ ବିପିସିଏଲର ବାୟୋ ଇଥାନଲ ରିଫାଇନାରୀ ପରିଦର୍ଶନ କରିବାର କାର୍ଯ୍ୟକ୍ରମ
- ବଲାଙ୍ଗୀରରେ ଇନଡୋର ଷ୍ଟାଡିୟମ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ
- ଭୁବନେଶ୍ୱରରେ...
୦୮ ଜୁନ ଗୁରୁବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜି ମାନସିକ ଏକାଗ୍ରତାର ଅଭାବ ଅନୁଭବ କରିପାରନ୍ତି। ଶାରୀରିକ ରୂପରେ ଆଳସ୍ୟ ହୋଇପାରେ। ଧନର ନିବେଶ ସମ୍ଭାଳିକରି କରନ୍ତୁ, କମ ଲାଭର ଆଶଙ୍କା ଅଛି। ଆବଶ୍ୟକ କାଗଜପତ୍ରଙ୍କ ଉପରେ ଅଧିକ...
ରେସଲର ଏବଂ ସରକାର ମଧ୍ୟରେ ବୈଠକ : ୧୫ ସୁଦ୍ଧା ଚାର୍ଜସିଟ୍, ୩୦ ଜୁନ୍...
ନୂଆଦିଲ୍ଲୀ ୭-୬ (ଓଡ଼ିଆ ପୁଅ) ଏକ ଅତି ସମ୍ବେଦନଶୀଳ ପ୍ରସଙ୍ଗରେ କୁସ୍ତି ଖେଳାଳି ତଥା ରେସଲର ଏବଂ ସରକାର ମଧ୍ୟରେ ସକରାତ୍ମକ ବାର୍ତ୍ତାଳାପ ହୋଇଛି। ପ୍ରାୟ ୫ ଘଣ୍ଟା ଧରି ଚାଲିଥିବା ଏହି...
କ୍ୟାବିନେଟ ନିଷ୍ପତ୍ତି : ଧାନ ସମେତ ମୁଗ, ହରଡ଼ ପରି ଅନେକ ଫସଲର MSP...
ନୂଆ ଦିଲ୍ଲୀ ୭-୬ (ଓଡ଼ିଆ ପୁଅ) ୨୦୨୩-୨୪ ବର୍ଷ ପାଇଁ ଖରିଫ ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ ବୃଦ୍ଧି କରିବାକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ତେବେ କେନ୍ଦ୍ର କ୍ୟାବିନେଟ୍ ୨୦୨୩-୨୪ ପାଇଁ...
ଆରଏସଏସ ସର୍ଭେରୁ ବିଜେପିରେ ହାହାକାର, ମଧ୍ୟପ୍ରଦେଶରେ ଆସୁଛି କଂଗ୍ରେସ ସରକାର : କଂଗ୍ରେସର ବଡ଼...
ନୂଆ ଦିଲ୍ଲୀ ୭-୬ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନର କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। କଂଗ୍ରେସ ନିଜର ଟ୍ୱିଟର ହ୍ୟାଣ୍ଡେଲରେ ଏପରି ଏକ ବଡ଼ ଦାବି କରିଛି। ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ସମ୍ପର୍କରେ...
ଅଲାରନାଥ ଅଣସରର ତୃତୀୟ ଦିନରେ ଶ୍ରଦ୍ଧାଳୁ ଆଣିଲେ ଫୁଲ ତୁଳସୀର ଭାର
ପୁରୀ ୭-୬ (ଓଡ଼ିଆ ପୁଅ) ଅଣସରର ତୃତୀୟ ଦିନରେ ରାଜ୍ୟ ଓ ରାଜ୍ୟ ବାହାରୁ ଭକ୍ତଙ୍କ ଭିଡ଼ ଲାଗିରହିଛି। ରାତ୍ରି ୪ଟାରୁ ଦ୍ଵାର ଫିଟା ହୋଇ, ମଙ୍ଗଳ ଆଳତି, ତଡ଼ପ ଲାଗି ହେବାପରେ,...
ମୃତଦେହ ଚିହ୍ନଟ ପାଇଁ କେବଳ ଏମ୍ସ ଭୁବନେଶ୍ୱର ଯିବାକୁ ରେଳବାଇର ସୂଚନା
ଭୁବନେଶ୍ୱର ୭-୬ (ଓଡ଼ିଆ ପୁଅ) ବଡ଼ ସୂଚନା: ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହ ଏବେ କେବଳ ଏମ୍ସ ହସ୍ପିଟାଲରେ ହିଁ ରହିବ। ଏମ୍ସରେ ହିଁ ରହିବ ସବୁ ମୃତଦେହ।...




















