Bijay Kumar Pattanaik
ଲୋକନାଥ ମନ୍ଦିରରେ ଭକ୍ତଙ୍କୁ ଦୁର୍ବ୍ୟବହାର ଅଭିଯୋଗ
ପୁରୀ, ୨୩/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ଶ୍ରୀ ଲୋକନାଥ ମନ୍ଦିରରେ ଜଣେ ଭକ୍ତଙ୍କ ପରିବାରକୁ ଦୁର୍ବ୍ୟବହାର ପଦର୍ଶନ କରାଯାଇଥିବା ଅଭିଯୋଗ ହୋଇଛି। ଦକ୍ଷିଣା ନଦେବାରୁ ଭକ୍ତଙ୍କ ପରିବାରକୁ ମନ୍ଦିର ଭିତରୁ...
ଚାଖି ଖୁଣ୍ଟଆଙ୍କ ୧୯୯ ତମ ଜୟନ୍ତୀ ପାଳିତ
ପୁରୀ, ୨୩/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଭାରତର ପ୍ରଥମ ସ୍ୱାଧିନତା ସଂଗ୍ରାମ ୧୮୫୭ ସଂଗ୍ରାମର ମୁଖ୍ର ପୁରଧା ଚନ୍ଦନ ହଜୁରୀ ବା ଚାଖି ଖଉଣ୍ଟିଆଙ୍କ ୧୯୯ ତମ ଜୟନ୍ତୀ ପାଳିତ ହୋଇଥିଲା।...
ଜର୍ସି ଉନ୍ମୋଚନ ଉତ୍ସବ
ପୁରୀ, ୨୩/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ନୀଳଚକ୍ର ସ୍ପୋର୍ଟସ୍ କ୍ଲବ ପକ୍ଷରୁ ଜର୍ସି ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଉତ୍ସବରେ ଜିଲ୍ଲା କ୍ରିଡ଼ା ଅଧିକାର ଚନ୍ଦନ କୁମାର ସାହୁ,...
ନେତାଜୀଙ୍କ ଜୟନ୍ତୀ ଅବସରରେ ନେତାଜୀ ସଂଗ୍ରହାଳୟ ଆଜି ଖୋଲିଲା
ପୁରୀ, ୨୩/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : କୋଭିଡ଼ କଟକଣା ଯୋଗୁଁ ବନ୍ଦ ଥିବା ପୁରୀର ନେତାଜୀ ସଂଗ୍ରହାଳୟ ଖୋଲାଯାଇଛି। ନେତାଜୀଙ୍କ ଜନ୍ମ ତିଥିରେ ତାଙ୍କ ପୈତୃକ ବାସ ଭବନରେ ନିର୍ମିତ ଏହି...
ଘରେଘରେ ଶାମ୍ବ ଦଶମୀ ପାଳି: ଘଡ଼ଘଡ଼ା ତରକାରୀ ମହକରେ ମହକିଲା ସହରାଞ୍ଚଳରୁ ଗ୍ରାମାଞ୍ଚଳ
ପୁରୀ, ୨୩/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆଜି ପବିତ୍ର ପୌଷ ମାସ ଶୁକ୍ଳ ଦଶମୀ ତିଥି ଅବସରରେ ଶାମ୍ବ ଦଶମୀ ଆନନ୍ଦ ଉଲ୍ଲାସ ମଧ୍ୟରେ ଘରେ ଘରେ ପାଳିତ ହୋଇଯାଇଛି। ସୂର୍ଯ୍ୟଙ୍କୁ...
ବିନା ଫୁଡ଼ ଲାଇସେନ୍ସରେ ଚାଲିଛି ମାଳମାଳ ଦୋକାନ
ପୁରୀ, ୨୨/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ସହର ଏକ ଆନ୍ତଃଜାର୍ତ୍ତୀକ ପର୍ଯ୍ୟଟନ କେନ୍ଦ୍ର ତଥା ପ୍ରମୁଖ ତୀର୍ଥ କେନ୍ଦ୍ର ହୋଇଥିବା ଯୋଗୁଁ ଏଠାକୁ ପ୍ରତ୍ୟହ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ।...
ଦୁଇଟି ଜାତୀୟ କରଣ ବ୍ୟାଙ୍କରେ ଶ୍ରୀମନ୍ଦିରର କର୍ପସ ଫଣ୍ଡ ଟଙ୍କା ରଖାଯିବ
ପୁରୀ, ୨୩/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶ୍ରୀମନ୍ଦିର କର୍ପସ ଫଣ୍ଡ ବୃଦ୍ଧି ପ୍ରସଙ୍ଗ, ଜମି ବିକ୍ରି ଓ ବିଭିନ୍ନ ସୂତ୍ରରୁ ଆସିଥିବା ଶ୍ରୀମନ୍ଦିରର ଆୟ ଅର୍ଥ ଫିକ୍ସ ଡ଼ିପୋଜିଟ ପାଇଁ ଶ୍ରୀମନ୍ଦିର...
ପୁରୀ ସହରରେ ଟ୍ରାଫିକ ଧର ପକଡ଼
ପୁରୀ, ୨୩/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ସଡ଼କ ସୁରକ୍ଷା ମାସ ଚାଲୁଥିବା ବେଳେ ସହରରେ ଟ୍ରାଫିକ ପୋଲିସ ପକ୍ଷରୁ ଜୋରସୋରରେ ଧର ପକଡ଼ ଆରମ୍ଭ ହୋଇଛି। କୁମ୍ଭାରପଡ଼ା ଅଞ୍ଚଳରେ ଜଣେ ନାବାଳକ...
ପୁରୀ ଉତ୍କଳ ବାଳାଶ୍ରମ ରାଜ୍ୟସ୍ତରୀୟ ବାଳାଶ୍ରମର ମାନ୍ୟତା ଲାଭ କଲା
ପୁରୀ, ୨୨/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଉତ୍କଳ ବାଳାଶ୍ରମ ରାଜ୍ୟସ୍ତରୀୟ ବାଳାଶ୍ରମର ମାନ୍ୟତା ପାଇଥିବା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ପକ୍ଷରୁ ଘୋଷଣା କରାଯାଇଛି। ଅନ୍ତେବାସୀଙ୍କ ପାଇଁ...
ସୁରକ୍ଷା ଦାବିରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର
ପୁରୀ, ୨୨/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ବିଗତ ଦେଢବର୍ଷଧରି ସେମାନଙ୍କୁ ଧମକ ଚମକଦେଇ ଅର୍ଥଦାବି କରୁଥିବା ଏକ ୱେବ ଚ୍ୟାନେଳର କର୍ମକର୍ତ୍ତା ଓ ସେମାନଙ୍କ ସହଯୋଗୀ ମାନଙ୍କ ବିରୁଦ୍ଧରେ ଜିଲ୍ଲାପାଳଙ୍କ ନିକଟରେ...
କୋଭିଡ଼୍ କଟକଣା କୋହଳ ହେବା ପରେ ପୁରୀ ସହର ଚଳଚଞ୍ଚଳ
ପୁରୀ, ୧୯/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : କୋଭିଡ଼୍-୧୯ ପାଇଁ ଦୀର୍ଘ ୯ମାସ ଧରି ସହରର ସମସ୍ତ ହୋଟେଲ, ଲଜିଂ, ରେସ୍ତୋରାଁ, ସପିଙ୍ଗ କମ୍ପଲେକ୍ସ ଆଦି ବନ୍ଦ ରହିଥିଲା। କୋଭିଡ଼ କଟକଣା କୋହଳ...
ଜାତୀୟ ମତଦାତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
ପୁରୀ, ୧୯/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଜାତୀୟ ମତଦାତା ଦିବସ ଆସନ୍ତା ୨୫ ତାରିଖରେ ପାଳନ କରାଯିବ। ଏଥିନିମନ୍ତେ ଉପ-ଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।...
ଆମେରିକାର ନୂତନ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କୁ ବାଲୁକାକଳା ଜରିଆରେ ଶୁଭେଚ୍ଛା
ପୁରୀ ୨୦-୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି ଭାବେ କମ୍ଲା ହାରିସ୍ ଶପଥ ଗ୍ରହଣ କରିବେ। ଏହି ଅବସରରେ ଆମେରିକାର ନୂତନ...
ମୋଦିଙ୍କ ଦୀର୍ଘାୟୁ କାମନା କରି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ସମୂହ ଦୀପଦାନ
ପୁରୀ, ୧୮/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ୯୧ ପ୍ରତିଶତ ହୋଇଥିବାରୁ ଓଡ଼ିଶା ବାସୀଙ୍କୁ ଧନ୍ୟବାଦ ଦେଇ ପୁରୀ ଜିଲ୍ଲା ବିଜେପି ପକ୍ଷରୁ ଶ୍ରୀ ମନ୍ଦିର...
ଜାତୀୟ ସଡ଼କ ସୁରକ୍ଷା ଦିବସ ପାଳିତ – ସଡ଼କ ସୁରକ୍ଷା ରଥର ଶୁଭାରମ୍ଭ କଲେ...
ପୁରୀ, ୧୮/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀରେ ଜାତୀୟ ସଡ଼କ ସୁରକ୍ଷା ମାସ ୨୦୨୧ ପାଳନ ଆଜିଠାରୁ ଆରମ୍ଭ ହୋଇଛି। ଏହା ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ...
ପୁରୀ ପୋଲିସ ପକ୍ଷରୁ ଏକ ରକ୍ତଦାନ ଶିବିର
ପୁରୀ, ୧୮/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ପୋଲିସ ପକ୍ଷରୁ ଏକ ରକ୍ତଦାନ ଶିବିର ବଳିଆ ପଣ୍ଡା ଥାନାରେ ଅନୁଷ୍ଠିତ ହୋଇଯାଇଛି। ଏସପି କନୱାର ବିଶାଲ ସିଂ ମୁଖ୍ୟ ଅତିଥି ଭାବେ...
ସାତଦିନ ଭିତରେ ରାଜ୍ୟ ସରକାର ସହରବାସୀଙ୍କ ଜମିଜମା ସମସ୍ୟାର ସମାଧାନ ପାଇଁ ବିଜେପିର ଦାବି
ପୁରୀ, ୧୮/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ସହରବାସୀ ଦୀର୍ଘ ବର୍ଷ ଧରି ଜମିଜମା ସମସ୍ୟାରେ ଫସି ରହିଛନ୍ତି। ପ୍ରାୟ, ୮୦ ହଜାର ସହରବାସୀଙ୍କ ଜମିଜମା ସମସ୍ୟାର ସମାଧାନ ଏଜାବତ ହୋଇପାରି...
ଛିନତାଇ କରି ଦୀର୍ଘ ଦିନ ଧରି ଫେରାର ଥିବା ଅଭିଯୁକ୍ତ ଗିରଫ
ପୁରୀ, ୧୮/୦୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଛିନତାଇ କରି ଦୀର୍ଘ ଦିନ ଧରି ଫେରାର ଥିବା ଅଭିଯୁକ୍ତକୁ ପୁରୀ ଚନ୍ଦନପୁର ଥାନା ପୋଲିସ ଗିରଫ କରିଛି। ତାଙ୍କ ନାମ ରମେଶ ପରିଡ଼ା।...
ପୁରୀରେ ବୋମାମାଡ଼: ୭ ଗିରଫ
ପୁରୀ ୧୭-୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୁରୀରେ ବୋମାମାଡ। ଏହି ଘଟଣାରେ ପୁରୀ ବାସେଳୀସାହି ଥାନା ପୋଲିସ ୭ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ...
ଆସନ୍ତା ୨୦ ତାରିଖରେ ଶିଶୁ ସଂପର୍କ ଯାତ୍ରା ଶୁଭାରମ୍ଭ
ପୁରୀ, ୧୭/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶିଶୁ ସଂପର୍କ ଯାତ୍ରା ଆସନ୍ତା ୨୦ ତାରିଖରେ ଶୁଭାରମ୍ଭ ହେବ। ଏଥି ନିମନ୍ତେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ଜିଲ୍ଲା...