Home ଜିଲ୍ଲା ପରିକ୍ରମା ଜର୍ସି ଉନ୍ମୋଚନ ଉତ୍ସବ

ଜର୍ସି ଉନ୍ମୋଚନ ଉତ୍ସବ

15

ପୁରୀ, ୨୩/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ନୀଳଚକ୍ର ସ୍ପୋର୍ଟସ୍ କ୍ଲବ ପକ୍ଷରୁ ଜର୍ସି ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଉତ୍ସବରେ ଜିଲ୍ଲା କ୍ରିଡ଼ା ଅଧିକାର ଚନ୍ଦନ କୁମାର ସାହୁ, ଜିଲ୍ଲା କ୍ରିଡ଼ା ସଂସଦର ସମ୍ପାଦକ ରବି ଶଙ୍କର ପ୍ରତିହାରୀ, କ୍ଲବର ମୁଖ୍ୟ ଉପଦେଷ୍ଟା ଗିରିଶ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାରେ ଫୁଟବଲ ଖେଳର ପ୍ରଚାର ପ୍ରସାର ସହ ଏହି ଜିଲ୍ଲାରୁ କିଭଳି ଜାତୀୟ, ଆନ୍ତଃର୍ଜାତୀୟ ପ୍ରତିଭା ସୃଷ୍ଟି କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.