ଭୁବନେଶ୍ୱର ୨୪-୫ (ଓଡ଼ିଆ ପୁଅ) ଆଜି ରାଜ୍ୟରୁ ୧୧୬୧୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଜାଣନ୍ତୁ ଜିଲ୍ଲାୱାରୀ ତଥ୍ୟ-
୧୪୦୭ – ଖୋର୍ଦ୍ଧା ଜିଲ୍ଲାରୁ,
୧୨୦୬ – ସୁନ୍ଦରଗଡ ଜିଲ୍ଲାରୁ,
୧୧୮୦ – କଟକ ଜିଲ୍ଲାରୁ,
୭୦୩ – ଅନୁଗୁଳ ଜିଲ୍ଲାରୁ,
୫୫୨ – ସମ୍ବଲପୁର ଜିଲ୍ଲାରୁ,
୪୧୨ – ବରଗଡ ଜିଲ୍ଲାରୁ,
୪୦୦ – ବଲାଙ୍ଗୀର ଜିଲ୍ଲାରୁ,
୩୮୯ – ପୁରୀ ଜିଲ୍ଲାରୁ,
୩୮୮ – ମୟୂରଭଞ୍ଜ ଜିଲ୍ଲାରୁ,
୩୭୫ – କଳାହାଣ୍ଡି ଜିଲ୍ଲାରୁ,
୩୪୯ – ଯାଜପୁର ଜିଲ୍ଲାରୁ,
୩୪୬ – ଝାରସୁଗୁଡା ଜିଲ୍ଲାରୁ,
୩୪୫ – ନବରଙ୍ଗପୁର ଜିଲ୍ଲାରୁ,
୩୦୩ – ବାଲେଶ୍ୱର ଜିଲ୍ଲାରୁ,
୨୯୮ – ଭଦ୍ରକ ଜିଲ୍ଲାରୁ,
୨୮୨ – ଢେଙ୍କାନାଳ ଜିଲ୍ଲାରୁ,
୨୬୪ – ଜଗତସିଂହପୁର ଜିଲ୍ଲାରୁ,
୨୫୯ – ନୟାଗଡ଼ ଜିଲ୍ଲାରୁ,
୨୩୯ – ସୋନପୁର ଜିଲ୍ଲାରୁ,
୨୩୧ – ଗଞ୍ଜାମ ଜିଲ୍ଲାରୁ,
୧୯୯ – କୋରାପୁଟ ଜିଲ୍ଲାରୁ,
୧୮୭ – ନୁଆପଡା ଜିଲ୍ଲାରୁ,
୧୮୫ – ବୌଦ୍ଧ ଜିଲ୍ଲାରୁ,
୧୪୮ – କେନ୍ଦ୍ରାପଡା ଜିଲ୍ଲାରୁ,
୧୩୮ – କେନ୍ଦୁଝର ଜିଲ୍ଲାରୁ,
୧୩୨ – ରାୟଗଡ଼ା ଜିଲ୍ଲାରୁ,
୧୦୭ – ଦେବଗଡ଼ ଜିଲ୍ଲାରୁ,
୧୦୪ – ଗଜପତି ଜିଲ୍ଲାରୁ,
୧୦୨ – କନ୍ଧମାଳ ଜିଲ୍ଲାରୁ,
୧୦୦ – ମାଲକାନଗିରି ଜିଲ୍ଲାରୁ,
୨୮୪ – ରାଜ୍ୟ ପୁଲ୍ ଜିଲ୍ଲାରୁ,
ଓଡିଶାର ମୋଟ ସୁସ୍ଥ ହୋଇଛନ୍ତି ୬୦୧୨୨୪।