Home Coronavirus Outbreak ଭଲ ଖବର : ଆଜି ରାଜ୍ୟରୁ ୧୦୦୩୬ ଆକ୍ରାନ୍ତ ସୁସ୍ଥ ହେଲେ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ...

ଭଲ ଖବର : ଆଜି ରାଜ୍ୟରୁ ୧୦୦୩୬ ଆକ୍ରାନ୍ତ ସୁସ୍ଥ ହେଲେ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ?

89

ଭୁବନେଶ୍ୱର ୧୯-୫ (ଓଡ଼ିଆ ପୁଅ) ଆଜି ରାଜ୍ୟରୁ ୧୦୦୩୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଜାଣନ୍ତୁ ଜିଲ୍ଲାୱାରୀ ତଥ୍ୟ-
୧୪୭୧ – ଖୋର୍ଦ୍ଧା ଜିଲ୍ଲାରୁ,

୮୧୪ – ସୁନ୍ଦରଗଡ଼ ଜିଲ୍ଲାରୁ,

୭୧୮ – କଟକ ଜିଲ୍ଲାରୁ,

୫୧୦ – ଅନୁଗୁଳ ଜିଲ୍ଲାରୁ,

୪୫୫ – ବରଗଡ ଜିଲ୍ଲାରୁ,

୪୩୭ – କଳାହାଣ୍ଡି ଜିଲ୍ଲାରୁ,

୪୦୭ – ଯାଜପୁର ଜିଲ୍ଲାରୁ,

୩୬୬ – ଗଞ୍ଜାମ ଜିଲ୍ଲାରୁ,

୩୫୬ – ନବରଙ୍ଗପୁର ଜିଲ୍ଲାରୁ,

୩୫୧ – ପୁରୀ ଜିଲ୍ଲାରୁ,

୩୪୨ – ବଲାଙ୍ଗୀର ଜିଲ୍ଲାରୁ,

୩୩୪ – ଝାରସୁଗୁଡା ଜିଲ୍ଲାରୁ,

୩୦୦ – ସମ୍ବଲପୁର ଜିଲ୍ଲାରୁ,

୨୫୦ – ଭଦ୍ରକ ଜିଲ୍ଲାରୁ,

୨୪୫ – ନୟାଗଡ଼ ଜିଲ୍ଲାରୁ,

୨୩୬ – ଢେଙ୍କାନାଳ ଜିଲ୍ଲାରୁ,

୨୩୦ – ବାଲେଶ୍ୱର ଜିଲ୍ଲାରୁ,

୨୧୮ – ବୌଦ୍ଧ ଜିଲ୍ଲାରୁ,

୨୦୨ – ନୁଆପଡା ଜିଲ୍ଲାରୁ,

୧୯୯ – ରାୟଗଡ଼ା ଜିଲ୍ଲାରୁ,

୧୮୬ – କେନ୍ଦୁଝର ଜିଲ୍ଲାରୁ,

୧୬୫ – ମୟୂରଭଞ୍ଜ ଜିଲ୍ଲାରୁ,

୧୫୫ – ଜଗତସିଂହପୁର ଜିଲ୍ଲାରୁ,

୧୪୮ – ସୋନପୁର ଜିଲ୍ଲାରୁ,

୧୪୧ – କେନ୍ଦ୍ରାପଡା ଜିଲ୍ଲାରୁ,

୧୩୮ – ଦେବଗଡ଼ ଜିଲ୍ଲାରୁ,

୧୧୧ – କୋରାପୁଟ ଜିଲ୍ଲାରୁ,

୧୦୨ – ଗଜପତି ଜିଲ୍ଲାରୁ,

୯୫ – କନ୍ଧମାଳ ଜିଲ୍ଲାରୁ,

୮୩ – ମାଲକାନଗିରି ଜିଲ୍ଲାରୁ,

୨୭୧ – ରାଜ୍ୟ ପୁଲ୍ ରୁ ସୁସ୍ଥ ହୋଇଛନ୍ତି।

ଓଡିଶାର ମୋଟ ଆରୋଗ୍ୟ ମାମଲା ବର୍ତ୍ତମାନ ୫୪୬୬୩୧ ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.