Home Top News ଏହି ଫଟୋଟି ଏବେ ଟ୍ୱିଟରରେ ଏକ ବିତର୍କ ସୃଷ୍ଟି କରିଛି – ଆପଣ କହିଲେ ଦେଖି...

ଏହି ଫଟୋଟି ଏବେ ଟ୍ୱିଟରରେ ଏକ ବିତର୍କ ସୃଷ୍ଟି କରିଛି – ଆପଣ କହିଲେ ଦେଖି ଦୌଡ଼ୁଥିବା ଫଟୋଟି କାହାର?

83

ନୂଆ ଦିଲ୍ଲୀ ୫-୨ (ଓଡ଼ିଆ ପୁଅ) ଆସନ୍ତୁ ଜାଣିଥିବେ ବେଲେ ବେଳେ ଆପଣଙ୍କୁ ଗୋଟ୍ଏ ଫଟୋରେ ଭ୍ରମ ସୃଷ୍ଟି ହୋଇଥାଏ। ଜଣାପଡ଼େନାହିଁ ଏହି ଫଟୋଟି ପକୃତରେ କାହାର କିଛି ସମୟ ଭାବିବା ପରେ ଏହା ବିଭିନ୍ନ ରୂପରେ ସ୍ପଷ୍ଟତା ହୋଇଥାଏ। ଏହାକୁ ଅପ୍ଟିକାଲ୍ ଇଲ୍ୟୁସନ୍ କିମ୍ବା ଭ୍ରମଦର୍ଶନ କୁହାଯାଏ। ଏହି ଫଟୋ ସହିତ ମଧ୍ୟ ସମାନ ଘଟଣା ଘଟିଛି।

ଇଣ୍ଟରନେଟରେ ଭାଇରାଲ୍ ଏହି ଫଟୋ ଅନେକ ଆଲୋଚନାର ବିଷୟ ପାଲଟିଛି। ଏହି ଭାଇରାଲ୍ ଛବିରେ ଲୋକମାନେ ଅପ୍ଟିକାଲ୍ ଭ୍ରମରେ ପଡ଼ିଯାଇଛନ୍ତି।

ଅପ୍ଟିକାଲ୍ ଭ୍ରମ କ’ଣ
ଅପ୍ଟିକାଲ୍ ଯେଉଁଥିରେ ପ୍ରକୃତ ବସ୍ତୁ ବଦଳରେ ଏକ ଭିନ୍ନ ବସ୍ତୁ କିମ୍ବା ଆକୃତି ଦେଖାଯାଏ। ଭାଇରାଲ୍ ଫଟୋ ସହିତ ମଧ୍ୟ ସମାନ କଥା। ଏହି ଚିତ୍ର ଦେଖିବା ପରେ, ଚିତ୍ରରେ ଜଣେ ବ୍ୟକ୍ତି ଜଙ୍ଗଲ ଆଡକୁ ଦୌଡୁଛନ୍ତି ନା ଆଗରୁ କୁକୁର ଆସୁଛି ତାହା ଜଣା ପଡୁନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.