Home ଓଡ଼ିଶା ଏୟାର ମାର୍ଶାଲ ରାକେଶ କୁମାର ସିଂ ଭଦୌରିୟା ହେବେ ବାୟୁସେନା ମୁଖ୍ୟ

ଏୟାର ମାର୍ଶାଲ ରାକେଶ କୁମାର ସିଂ ଭଦୌରିୟା ହେବେ ବାୟୁସେନା ମୁଖ୍ୟ

119

ନୂଆ ଦିଲ୍ଲୀ ୧୯-୯ (ଓଡ଼ିଆ ପୁଅ) ଏୟାର ମାର୍ଶାଲ ରାକେଶ କୁମାର ସିଂ ଭଦୌରିୟା ହେବେ ପରବର୍ତ୍ତି ବାୟୁସେନା ମୁଖ୍ୟ। ଏ ନେଇ ସରକାରଙ୍କ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏୟାର ମାର୍ଶାଲ ରାକେଶ କୁମାର ସିଂ ଭଦୌରିୟା ବର୍ତ୍ତମାନ ଉପ ମୁଖ୍ୟ ଅଛନ୍ତି।

ସୂଚାଯୋଗ୍ୟଯେ, ବାୟୁ ସେନା ମୁଖ୍ୟ ଏୟାର ଚିଫ ମାର୍ଶାଲ ବି ଏସ ଧନୋଆ ୩୦ ସେପ୍ଟେମ୍ବରରେ ଅବସର ନେଉଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.