ନୂଆ ଦିଲ୍ଲୀ ୧୯-୯ (ଓଡ଼ିଆ ପୁଅ) ଏୟାର ମାର୍ଶାଲ ରାକେଶ କୁମାର ସିଂ ଭଦୌରିୟା ହେବେ ପରବର୍ତ୍ତି ବାୟୁସେନା ମୁଖ୍ୟ। ଏ ନେଇ ସରକାରଙ୍କ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏୟାର ମାର୍ଶାଲ ରାକେଶ କୁମାର ସିଂ ଭଦୌରିୟା ବର୍ତ୍ତମାନ ଉପ ମୁଖ୍ୟ ଅଛନ୍ତି।
ସୂଚାଯୋଗ୍ୟଯେ, ବାୟୁ ସେନା ମୁଖ୍ୟ ଏୟାର ଚିଫ ମାର୍ଶାଲ ବି ଏସ ଧନୋଆ ୩୦ ସେପ୍ଟେମ୍ବରରେ ଅବସର ନେଉଛନ୍ତି।








