Home Top News ବିଶ୍ୱ ହିନ୍ଦୁ ପରିଷଦ ମାର୍ଗଦର୍ଶକ ଆଚାର୍ଯ୍ୟ ଧର୍ମେନ୍ଦ୍ରଙ୍କ ଦେହାନ୍ତ ..

ବିଶ୍ୱ ହିନ୍ଦୁ ପରିଷଦ ମାର୍ଗଦର୍ଶକ ଆଚାର୍ଯ୍ୟ ଧର୍ମେନ୍ଦ୍ରଙ୍କ ଦେହାନ୍ତ ..

26

ନୂଆଦିଲ୍ଲୀ: ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ରୀୟ ମାର୍ଗ ଦର୍ଶକ ମଣ୍ଡଳୀ ସଦସ୍ୟ ଆଚାର୍ଯ୍ୟ ଧର୍ମେନ୍ଦ୍ରଙ୍କର ୮୦ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ଅସୁସ୍ଥତା ହେତୁ ତାଙ୍କୁ ପ୍ରାୟ ୨୦ ଦିନ ହେଲା ଜୟପୁରର ସୱାଇ ମାନସିଂହ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ସେ ମେଡିକାଲ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ଆଚାର୍ଯ୍ୟଙ୍କ ସମଗ୍ର ଜୀବନ ହିନ୍ଦୁତ୍ୱ ଏବଂ ହିନ୍ଦୁସ୍ତାନର ସମୃଦ୍ଧତା ପାଇଁ ଉତ୍ସର୍ଗୀକୃତ ଥିଲା। ଗୋସୁରକ୍ଷା ଆନ୍ଦୋଳନ, ଶ୍ରୀରାମ ଜନ୍ମଭୂମୀ ମୁକ୍ତି ଆନ୍ଦୋଳନ ଆଦିରେ ତାଙ୍କର ପ୍ରମୂଖ ଭୂମିକା ରହିଥିଲା।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.