Home Coronavirus Outbreak ଭୂମିକମ୍ପ : ଗୌହାଟି-ତେଜପୁରରେ ୬.୪ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ, ଲୋକେ ଘରୁ ବାହାରିଲେ

ଭୂମିକମ୍ପ : ଗୌହାଟି-ତେଜପୁରରେ ୬.୪ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ, ଲୋକେ ଘରୁ ବାହାରିଲେ

96

ନୂଆ ଦିଲ୍ଲୀ ୨୮-୪ (ଓଡ଼ିଆ ପୁଅ) ବୁଧବାର (ଏପ୍ରିଲ ୨୮) ସକାଳେ ଆସାମର ଗୁୌହାଟୀରେ କମ୍ପନ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହି ଭୂମିକମ୍ପ ୬.୪ ମ୍ୟାଗ୍ନିଚ୍ୟୁଡ୍ ମାପ ହୋଇଛି ଆସାମର ତେଜପୁର ଏବଂ ସୋନିପୁରରେ ମଧ୍ୟ ଭୂକମ୍ପରେ କମ୍ପନ ଅନୁଭୂତ ହୋଇଛି। ଏହି ସମୟ ମଧ୍ୟରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଆସିଥିଲେ।

ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜିରୁ ମିଳିଥିବା ସୂଚନା ଅନୁଯାୟୀ, ସକାଳ ୭:୫୧ ରେ କମ୍ପନ ଅନୁଭୂତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.