Home Top News ରାଜ୍ୟରେ ୮୩୮୬ ନୂଆ ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୪୦, ୧୦ ମୃତ – ଜାଣନ୍ତୁ କେଉଁ...

ରାଜ୍ୟରେ ୮୩୮୬ ନୂଆ ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୪୦, ୧୦ ମୃତ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

200

ଭୁବନେଶ୍ୱର ୨୮-୪ (ଓଡ଼ିଆ ପୁଅ) ରାଜ୍ୟରେ ୮୩୮୬ ନୂଆ ଆକ୍ରାନ୍ତ ଚିହେନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୮୪୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୪୭୮୧ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୩୬୦୫ ଜଣ ଚିହ୍ନଟ ହୋଇଛନ୍ତି।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ତେବେ
ବୌଦ୍ଦ ଜିଲ୍ଲାରୁ ଜଣେ,
ଗଞ୍ଜାମ ଜିଲ୍ଲାରୁ ଜଣେ,
ଖୋର୍ଦ୍ଦା ଜିଲ୍ଲାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ
ପୁରୀ ଜିଲ୍ଲାରୁ ୩ ଜଣ ଏବଂ ରାୟଗଡ଼ା ଜିଲ୍ଲାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି।
ସେହିପରି ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

୧- ବୌଦ୍ଧ ଜିଲ୍ଲାର ୪୨ ବର୍ଷ ବୟସ୍କ ପୁରୁଷ।
୨- ଗଞ୍ଜାମ ଜିଲ୍ଲାର ୬୬ ବର୍ଷ ବୟସ୍କ ପୁରୁଷ।
୩- ଖୋର୍ଦ୍ଧା ଜିଲ୍ଲାର ୩୫ ବର୍ଷ ବୟସ୍କ ପୁରୁଷ।
୪- ପୁରୀ ଜିଲ୍ଲାର ୮୦ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।
୫- ପୁରୀ ଜିଲ୍ଲାର ୫୫ ବର୍ଷ ବୟସ୍କା ମହିଳା।
୬- ପୁରୀ ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୭- ରାୟଗଡ଼ା ଜିଲ୍ଲାର ୫୫ ବର୍ଷ ବୟସ୍କ ପୁରୁଷ।
୮- ରାୟଗଡ଼ା ଜିଲ୍ଲାର ଜଣେ ୪୭ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।
୯- ରାୟଗଡ଼ା ଜିଲ୍ଲାର ଜଣେ ୫୭ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।
୧୦- ସୁନ୍ଦରଗଡ ଜିଲ୍ଲାର ୬୭ ବର୍ଷ ବୟସ୍କ ପୁରୁଷ।

ରାଜ୍ୟରେ ୮୩୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି
କେଉଁ ଜିଲ୍ଲାରୁ – – କେତେ ଜାଣନ୍ତୁ:
୧- ଅନୁଗୁଳ ଜିଲ୍ଲାରୁ – – ୩୪୭
୨- ବାଲେଶ୍ୱର ଜିଲ୍ଲାରୁ – – ୨୦୨
୩- ବରଗଡ଼ ଜିଲ୍ଲାରୁ – – ୨୫୭
୪- ଭଦ୍ରକ ଜିଲ୍ଲାରୁ – – ୬୭
୫- ବଲାଙ୍ଗୀର ଜିଲ୍ଲାରୁ – – ୩୫୮
୬- ବୌଦ୍ଦ ଜିଲ୍ଲାରୁ – – ୮୩
୭- କଟକ ଜିଲ୍ଲାରୁ – – ୪୯୬
୮- ଦେବଗଡ଼ ଜିଲ୍ଲାରୁ – – ୬୧
୯- ଢେଙ୍କାନାଳ ଜିଲ୍ଲାରୁ – – ୨୧
୧୦- ଗଜପତି ଜିଲ୍ଲାରୁ – – ୯୬
୧୧- ଗଞ୍ଜାମ ଜିଲ୍ଲାରୁ – – ୨୦୯
୧୨- ଜଗତସିଂହପୁର ଜିଲ୍ଲାରୁ – – ୧୨୯
୧୩- ଯାଜପୁର ଜିଲ୍ଲାରୁ – – ୨୭୦
୧୪- ଝାରସୁଗୁଡ଼ା ଜିଲ୍ଲାରୁ – – ୪୩୩
୧୫- କଳାହାଣ୍ଡି ଜିଲ୍ଲାରୁ – – ୧୨୬
୧୬- କନ୍ଧମାଳ ଜିଲ୍ଲାରୁ – – ୫୩
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – – : ୪୯
୧୮- କେନ୍ଦୁଝର ଜିଲ୍ଲାରୁ – – ୧୭୫
୧୯- ଖୋର୍ଦ୍ଧାରୁ : ୧୮୪୦
୨୦- କୋରାପୁଟ ଜିଲ୍ଲାରୁ – – ୬୯
୨୧- ମାଲକାନଗିରି : ୨୪
୨୨- ମୟୁରଭଞ୍ଜ ଜିଲ୍ଲାରୁ – – ୨୮୯
୨୩- ନବରଙ୍ଗପୁର ଜିଲ୍ଲାରେ: ୩୮୮
୨୪- ନୟାଗଡ଼ ଜିଲ୍ଲାରୁ – – ୧୨୨
୨୫- ନୂଆପଡ଼ା ଜିଲ୍ଲାରୁ – – ୨୩୩
୨୬- ପୁରୀ ଜିଲ୍ଲାରୁ – – ୨୫୯
୨୭- ରାୟଗଡ଼ା ଜିଲ୍ଲାରୁ – – ୭୫
୨୮- ସମ୍ବଲପୁର ଜିଲ୍ଲାରୁ – – ୩୦୭
୨୯- ସୋନପୁର ଜିଲ୍ଲାରୁ – – ୬୭
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – – ୯୩୩
୩୧- State Pool: ୩୪୮
– ନୂଆ ସୁସ୍ଥ ହୋଇଥିଲେ୪୦୮୯
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୯୯୯୭୧୪୦
– ମୋଟ ଆକ୍ରାନ୍ତ ୪୨୮୫୧୫
– ମୋଟ ସୁସ୍ଥ ହେଲେଣି ୩୭୧୨୦୦
– ସକ୍ରୀୟ ଆକ୍ରାନ୍ତ – ୫୫୨୪୫

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.