Home ଜିଲ୍ଲା ପରିକ୍ରମା ବୁଡୋକ ପାଟଣା ସ୍କୁଲରୁ ଚୋରି

ବୁଡୋକ ପାଟଣା ସ୍କୁଲରୁ ଚୋରି

1

ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଗତକାଲି ବିଳମ୍ବିତ ରାତ୍ରରେ ଆଗରପଡା ଥାନା ଅଧିନ ବୁଡୋକପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ରର ତାଲା ଭାଙ୍ଗି ଦୃବୁର୍ତ ମାନେ ବିଭିନ୍ନ ସାମଗ୍ରୀ ଚୋରି କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ରରୁ ୨ ଟି ପାଣି ମୋଟର, ଗ୍ୟାସ ଟାଙ୍କି, ଥାଳି,ତାଟିଆ ଓ ଗୋଟେ ବସ୍ତା ଚାଉଳକୁ ଦୃବୁର୍ତ ମାନେ ଚୋରି କରି ନେଇଛନ୍ତି । ଏନେଇ ପ୍ରଧାନଶିକ୍ଷକ ବାରିଆଲ ଟୁଡୁ, ଅଙ୍ଗନୱାଡି କର୍ମୀ କ୍ଷମାମୟୀ ବେହେରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.