Home ଜିଲ୍ଲା ପରିକ୍ରମା ନିଖୋଜ ନାବିକ ସାର୍ଥକଙ୍କ ଭୁବନେଶ୍ୱରସ୍ଥିତ ପରିବାରକୁ ଭେଟିଲା ଜିଲା ପ୍ରଶାସନ

ନିଖୋଜ ନାବିକ ସାର୍ଥକଙ୍କ ଭୁବନେଶ୍ୱରସ୍ଥିତ ପରିବାରକୁ ଭେଟିଲା ଜିଲା ପ୍ରଶାସନ

3

ଭଦ୍ରକ, ୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୩ ତାରିଖରୁ ମରିସସ ରେ ଜାହାଜରୁ ନିଖୋଜ ହୋଇଥିବା ଭଦ୍ରକ ଜିଲା କେଶପୁର ଗୋପାଳବିନ୍ଧାର ମୂଳ ନିବାସୀ ସତ୍ୟଜିତ୍ ମହାପାତ୍ରଙ୍କ ପୁତ୍ର ସାର୍ଥକ ମହାପାତ୍ର ଖବର ପାଇ ଜିଲାପାଳଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ, ,ବିଭଗୀୟ ଶ୍ରମ ଆୟୁକ୍ତ ସଚ୍ଚିଦାନନ୍ଦ ଜେନା ,ଜିଲ୍ଲା ଶ୍ରମ ଅଧିକାରୀ ପ୍ରେମ ମଞ୍ଜରୀ ନାୟକ ଭୁବନେଶ୍ୱର ସ୍ଥିତ ବାସଭବନ ରେ ତାଙ୍କ ପରିବାର ଙ୍କୁ ଭେଟି ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ନିୟମ ଅନୁଯାୟୀ ସମସ୍ତ ସହଯୋଗ ପ୍ରଦାନ କରିବାକୁ ଆଶ୍ୱାସନା ପ୍ରଦାନ କରାଯାଇଛି। ଏଥି ସହ ସଂମ୍ପୃକ୍ତ ପରିବାର ଙ୍କୁ ସମବେଦନା ପ୍ରଦାନ ସହ ପ୍ରଭୁଙ୍କ ନିକଟରେ ତାଙ୍କର ଏକ ମାତ୍ର ପୁଅ ସକୁଶଳ ଫେରି ଆସିବା କୁ ପ୍ରାର୍ଥନା କରିଥିଲେ । ଏବଂ ଏଥି ସହ ଭଦ୍ରକ ଜିଲାପାଳ ଦିଲୀପ ରାଉତରାୟଙ୍କ ବାର୍ତା ପ୍ରଦନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.