Home ଜିଲ୍ଲା ପରିକ୍ରମା ପୂର୍ବତନ ପ୍ରଧାନଶିକ୍ଷକଙ୍କ ଚର୍ତୁଦଶ ଶ୍ରାଦ୍ଧ ଦିବସ ପାଳିତ

ପୂର୍ବତନ ପ୍ରଧାନଶିକ୍ଷକଙ୍କ ଚର୍ତୁଦଶ ଶ୍ରାଦ୍ଧ ଦିବସ ପାଳିତ

11

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଦୋବଲ ପଂଚାୟତ ର ସୋଧ ଗ୍ରାମର ବିଶିଷ୍ଟ ସମାଜ ସେବୀ ତଥା ପୂର୍ବତନ ପ୍ରଧାନଶିକ୍ଷକ ହରମୋହନ ଦାସ ଙ୍କ ଚତୃଦଶ ଶ୍ରାଦ୍ଧ ଦିବସ ପାଳିତ ହୋଇ ଯାଇଛି। ଏଥି ଉପଲକ୍ଷେ ଗୀତା ଯଜ୍ଞ କରା ଯାଇଥିଲା। ପ୍ରାରମ୍ଭ ରେ ସ୍ୱର୍ଗତ ଦାସ ଙ୍କ ପ୍ରତିମୂର୍ତିରେ ବିଜେଡ଼ି ବ୍ଲକ ସଭାପତି ପ୍ରତାପ ସାମଲ, ସରପଂଚ ଅଶୋକ ପଣ୍ଡା, ଶିକ୍ଷାବିତ ହୃଦାନନ୍ଦ କର , ପ୍ରମୋଦ ନାୟକ,ଧର୍ମପଦ ପତି, ଶରତ ଶଙ୍ଖୁଆ, ପ୍ରଦୀପ ପଣ୍ଡା,କୈଳାସ ପତି, ପ୍ରଦୀପ ଆନ୍ଦିଆ, କମଳା କାନ୍ତ ଦାସ, ପ୍ରଦୀପ ମହାପାତ୍ର,ପ୍ରଶାନ୍ତ ସାହୁ ସମେତ ବିଶିଷ୍ଟ ବ୍ୟକ୍ତି ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.