Home ଜିଲ୍ଲା ପରିକ୍ରମା ସମାଜସେବୀ କାଶୀନାଥ ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ, ସ୍ମୃତିରେ ଆମ୍ବ ଚାରା ବଂଟନ

ସମାଜସେବୀ କାଶୀନାଥ ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ, ସ୍ମୃତିରେ ଆମ୍ବ ଚାରା ବଂଟନ

20

ଭଦ୍ରକ, ୨୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଆନନ୍ଦପୁର ପଂଚାୟତ ର ପାହାଡପୁର ଗ୍ରାମ ର ବିଶିଷ୍ଟ ସମାଜ ସେବୀ ଉପକାରୀ କାଶୀନାଥ ମିଶ୍ର ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ କାଶିଆ ଛକ ରେ ଅନୁଷ୍ଟିତ ହୋଇ ଯାଇଛି । ପ୍ରଥମେ ସ୍ୱର୍ଗତ ମିଶ୍ର ଙ୍କ ପ୍ରତିମୂର୍ତି କୁ ଅତିଥି ଙ୍କ ଦ୍ୱାରା ଉନ୍ମୋଚିତ କରା ଯାଇଥିଲା।ସେଠାରେ ସ୍ମୃତି ଚାରଣ ସଭା ଅନୁଷ୍ଟିତ ହୋଇଥିଲା।ଶିକ୍ଷାବିତ ନାରାୟଣ ଦାସ ଙ୍କ ସଭାପତିତ୍ୱ ରେ ପୂର୍ବତନ ପଂଚାୟତ ସମିତି ଅଧକ୍ଷ ଅଶୋକ କୁମାର ନାୟକ,ଜିଲ୍ଲାପରିଷଦ ପ୍ରତିନିଧି ପ୍ରତାପ ସାମଲ,ପୂର୍ବତନ ସରପଂଚ ବିଜୟ ଦାସ, ଶରତ ଚନ୍ଦ୍ର ମାଝୀ,ଶିକ୍ଷାବିତ ବୃନ୍ଦାବନ ମହାନ୍ତି,ତ୍ରିଲୋଚନ ମହାନ୍ତି,ବିଶ୍ୱନାଥ ମିଶ୍ର, ଗୋପାଳ ବେହେରା,ହିମାଂଶୁ ଦାସ, ରମେଶ ପତି,ସଞ୍ଜୟ ମିଶ୍ର,ବିଜୁ ଯୁବ ଜନତା ଦଳ ର ବ୍ଲକ ସଭାପତି ଭାରତ ବିଜୟ ଦଳାଇ, ସମବାୟ ସଭାପତି ସନ୍ଦୀପ ସ୍ୱାଇଁ ସମେତ ପ୍ରମୁଖ ବ୍ୟକ୍ତି ସ୍ୱର୍ଗତ ମିଶ୍ର ଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ପରିବେଶ ସୁରକ୍ଷା ପାଇଁ ସ୍ମୃତି ସଂସଦ ପକ୍ଷରୁ ଚାରା ରୋପଣ ଓ ସ୍ଥାନୀୟ ଅତିଥି ଙ୍କୁ ଆମ୍ବ ଚାରା ବଂଟନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.