ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ଏନ ଏ ସି ଅନ୍ତର୍ଗତ ଗୋଲାଡ଼ିଆ ମୁସଲିମ ବସ୍ତିରେ ରବିବାର ସନ୍ଧ୍ୟା ପ୍ରାୟ ୭. ୩୦ ସମୟରେ ସୂଚନା ଅନୁଯାଇ ବିଦୂତ ସତସର୍କିତ ଯୋଗୁ ନିଆଁ ଲାଗି ବସ୍ତି ର ଏସ କେ ଯୁସୁଫ ଅଲ୍ଲୀ ଙ୍କ ଗାଇ ଗୋହାଳ ରେ ୮ ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଖବର ପାଇ ଚାନ୍ଦବାଲି ଦମକଳ ବାହିନୀ ଓ ରାଜକନିକାର ଏକ ଦମକଳ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ କରିବା ସହିତ ପାଖ ଘରକୁ ପାଣି ମାରି ନିଆଁ ବ୍ୟାପିବା ରୁ ରକ୍ଷା କରିଥିଲେ।








