Home ଜିଲ୍ଲା ପରିକ୍ରମା ପ୍ରାକ୍ତନପ୍ରଧାନ ଶିକ୍ଷୟତ୍ରୀ ଗୋଲକଲତା ଖିଲାରଙ୍କ ସ୍ମୃତିଚାରଣ ସଭା

ପ୍ରାକ୍ତନପ୍ରଧାନ ଶିକ୍ଷୟତ୍ରୀ ଗୋଲକଲତା ଖିଲାରଙ୍କ ସ୍ମୃତିଚାରଣ ସଭା

32

ଭଦ୍ରକ, ୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ଧାମନଗର ନିକଟସ୍ତ ଦକ୍ଷିଣ ବାଡ ଗ୍ରାମର ଧର୍ମପରାୟଣ ମହିଳା,ଅମାୟିକ ତଥା ଧାମନଗର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷୟତ୍ରୀ ଗୋଲକ ଲତା ଖିଲାର (ଗୋଲି ଦିଦି)ଙ୍କ ଏକାଦଶାହ ଉପଲକ୍ଷ ସ୍ମୃତି ଚାରଣ ସଭା ଶିକ୍ଷାବିତ ମହେଶ୍ୱର ସ୍ୱାଇଁଙ୍କ ସଭାପତିତ୍ୱ ରେ ଆୟୋଜିତ ସ୍ମୃତିଚାରଣ ସଭାରେ ଧାମନଗର ର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ,ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ,ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଲିକ, ସମାଜସେବୀ ଡାକ୍ତର ସଞ୍ଜୟ କୁମାର ଦାସ,ଏନ ଏ ସି ଅଧ୍ୟକ୍ଷା ନିବେଦିତା ଜେନା,ବିଜେଡି ନେତା ଲମ୍ବୋଦର ଜେନା,ସୁଶାନ୍ତ କୁମାର ରାଉତ,ବିଜେପି ନେତା ଲକ୍ଷ୍ମୀଧର ବେହେରା,କଂଗ୍ରେସ ନେତା ମାନସ ରଞ୍ଜନ ମହାପାତ୍ର,ବରିଷ୍ଠ ନାଗରିକ ପରିଷଦ ସଭାପତି ଅନୀଲ କୁମାର ବାରିକ,ଉପସଭାପତି ସୁରଥ ଚନ୍ଦ୍ର ସେଠୀ,ସାଧାରଣ ସମ୍ପାଦକ ଶଚ୍ଚୀକାନ୍ତ ପଣ୍ଡା,ସଭ୍ୟ ହୃଦାନନ୍ଦ କର,ଅଭିମନ୍ୟୁ ମଲ୍ଲିକ,କାନ୍ତ ସାହିତ୍ୟ ପରିଷଦ ସଭାପତି ରସାନନ୍ଦ ମହାପାତ୍ର, କୃଷ୍ଣ ଚନ୍ଦ୍ର ଜେନା,ସେକ ଜାଫର ଅଲ୍ଲୀ,ସୁଶାନ୍ତ କୁମାର ରାଉତ,କୈଳାସ ଚନ୍ଦ୍ର ଗୁପ୍ତା,ଗୋଲାମ ଜିଲାନି ହବିବି,ସରୋଜ କୁମାର ସେଠୀ, ସନ୍ତୋଷ ମହାପାତ୍ର,ବିବେକାନନ୍ଦ ପଣ୍ଡା,ଦୁର୍ଗାପ୍ରସାଦ ମହାପାତ୍ର,ସଂଜୀବ ମହାନ୍ତି,ବିଶ୍ୱଜିତ ପଲାଇ,ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସେଠୀ,ମନୋଜ କୁମାର ସିଂ,ଶିକ୍ଷକ ମନ୍ମଥ କୁମାର ରାଉତ,ସୁରେନ୍ଦ୍ର କୁମାର ଜେନା,ଆଇନଜୀବୀ ଅମରେନ୍ଦ୍ର ମହାନ୍ତି,ବିଜୟ କୁମାର ରାମ,ରମେଶ ଚନ୍ଦ୍ର ବେହେରା, ନବଜୀବନ ଫାଉଣ୍ଡେସନ ମୁଖ୍ୟ ମାନସ ରଞ୍ଜନ ସାହୁ,ଅମର ଜ୍ୟୋତି ଜେନା,ଧର୍ମେନ୍ଦ୍ର ଦାସଙ୍କ ସମେତ ବହୁ ସମାଜସେବୀ,ବୁଦ୍ଧିଜୀବୀ,ଛାତ୍ରଛାତ୍ରୀ, ସାମ୍ବାଦିକ ଓ ଗ୍ରାମବାସୀ ପ୍ରମୁଖ ଦକ୍ଷିଣବାଡ ସ୍ଥିତ ତାଙ୍କ ବାସଭବନରେ ପହଂଚି ସ୍ୱର୍ଗତାଙ୍କ ଫଟୋରେ ପୁଷ୍ପମାଲ୍ୟ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରି ଶୋକସନପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.