Home ଜିଲ୍ଲା ପରିକ୍ରମା ଧାମରା-ଚନ୍ଦନୀପାଳ ବେଳାଭୂମି ପଯ୍ୟର୍ଟନର ବିକାଶ ଅପରିହାର୍ଯ୍ୟ – ଜିଲ୍ଲାପାଳ

ଧାମରା-ଚନ୍ଦନୀପାଳ ବେଳାଭୂମି ପଯ୍ୟର୍ଟନର ବିକାଶ ଅପରିହାର୍ଯ୍ୟ – ଜିଲ୍ଲାପାଳ

23

ଭଦ୍ରକ, ୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ରେ ବେଳାଭୂମିର ବିକାଶ ଅପରିହାର୍ଯ୍ୟ ଏହା କେବଳ ମୋର ମତ ନେୁହଁ ଅଂଚଳବାସୀଙ୍କ ମତ ବୋଲି ମତବ୍ୟକ୍ତ କରିଥେିଲ ଭଦ୍ରକ ଜିଲା୍ଲପାଳ ଦିଲୀପ ରାଉତରାୟ। ଧାମରା ଅଂଚଳେର ବିକାଶ ଧାରା ଦିନକୁ ଦିନ ବଢି ବଢି ଚାଲିଥିବା େବେଳ ଆଗାମୀ ଦିନେର ଏହି ଧାରା ବଜାଇ ରହିବା ସହ ଅଂଚଳର ବିକାଶ ତ୍ୱରାନ୍ୱିତ ହେଉଥିବା ସହ ବେଳାଭୂମିର ମଧ୍ୟ ବିକାଶ ଜରୁରୀ ହୋଇ ପଡିଛି। ଧାମରା ନିକଟସ୍ଥ ଚନ୍ଦନୀପାଳ ଠାରୁ ଏହି ସୁଦୀର୍ଘ ବେଳାଭୂମି ବାସେୁଦବପୁର ସହ ଯୋଡି ହୋଇଥିବା େବେଳ ଏହା ମଧ୍ୟ ଚାନ୍ଦିପୁର ସହ ଓତେପ୍ରାତ ଭୋବ ଜଡିତ। ଗତ ମାର୍ଚ ମାସେର ଧାମରା ଅଂଚଳବାସୀ ଏହି ବେଳାଭୂମିର ଉନ୍ନତୀକରଣ ପାଇଁ ସମାଜେସବୀ ଅତୁଲ କୁମାର ଜାନା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କୁ ଭେଟି ଏକ ଦାବୀ ପତ୍ର ପ୍ରଦାନ କରିଥେିଲ। ଏଥିସହ ଏହି ବେଳାଭୂମିର ସୌନ୍ଦଯ୍ୟକରଣ ପାଇଁ ମଧ୍ୟ ଓଡିଶା ପର୍ଯ୍ୟଟନ ବିଭାଗର ଶଚିବ ବଲମ୍ବତ ସିଂ ଙ୍କ ମଧ୍ୟ ଏହି ଦାବୀପତ୍ର ପ୍ରଦାନ କରାଯିବା ସହ ଏହାର ଏକକିତା ନକଲ ମଧ୍ୟ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ପରିଚାଳନା ନେିଦର୍ଶକ ମାନସୀ ନିମ୍ଭଲଙ୍କୁ ମଧ୍ୟ ପ୍ରଦାନ କରାଯାଇଥିଲା। ଧାମରା ନିକଟସ୍ଥ ଚନ୍ଦନୀପାଳ ଠୋର ଥିବା ସୁଦୀର୍ଘ ବେଳାଭୂମେିର ପଯ୍ୟର୍ଟନର ବିକାଶ ହୋଇ ପାରେିଲ ବହୁ ପଯ୍ୟର୍ଟକ ଧାମରା ଆସୁଥିବା େବେଳ ଏହି ବେଳାଭୂମିର ମଜା ମଧ୍ୟ ନେଇ ପାରେନ୍ତ ବୋଲି ଭଦ୍ରକ ଜିଲ୍ଲାପାଳ ମତ ପୋଷଣ କରିଥେିଲ। ଏହାର ବିକାଶ ପାଇଁ ଭଦ୍ରକ ଜିଲ୍ଲାପାଳ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ପରିଚାଳନା ନେିଦର୍ଶକଙ୍କ ସହ ଯୋଗୋଯାଗ କରିଥେିଲ। ତୁରନ୍ତ ଏକ ଟେକନିକାଲ ଟିମ ମଧ୍ୟ ଆସି ଏହି ଅଂଚଳର ଉନ୍ନତି ପାଇଁ ଏକ ଡିପିଆର ପ୍ରସ୍ତୁତ କରିବା ସହ ଏହାର ଚୁଡାନ୍ତ ତଥ୍ୟ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ପ୍ରଦାନ କରେିବ। ପେର ଏହାର ଚୁଡାନ୍ତ ତଥ୍ୟ ଆସିବା ପେର ଓଡିଶା ରାଜ୍ୟ ପଯ୍ୟର୍ଟନ ବିଭାଗ ନିଶ୍ଚୟ ଭୋବ ଏହି ପ୍ରକଳ୍ପ କୁ ହାତକୁ ନେଇ ଚୁଡାନ୍ତ ରୂପେରଖ ଦେବ ବୋଲି ଜିଲ୍ଲାପାଳ ମତ ରଖିଥେିଲ। ଏଥିସହ ରାଜ୍ୟେର ଥିବା ଅନ୍ୟ ବେଳାଭୂମି ଯଥା ପୁରୀ,ଗାପାଳପୁର, ଚନ୍ଦ୍ରଭାଗା ଏବଂ କୋଣାର୍କ ବେଳାଭୂମି ଭଳି ଚନ୍ଦନୀପାଳ ବେଳାଭୂମିର ବିକାଶ କରିବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ପ୍ରତିଶ୍ରତି ବଦ୍ଧ। ଭଦ୍ରକ ଜିଲ୍ଲାପାଳ ଆଜି ଏହି ବେଳାଭୂମି କୁ ପରିଦଶର୍ନ ଆସିଥିବା େବେଳ ତାଙ୍କ ସହ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଚାନ୍ଦବାଲି ତହସିଲଦାର ଭବେତାଷ ମଲିକ,ଭଦ୍ରକ ଜିଲ୍ଲା ପଯ୍ୟର୍ଟନ ଅଧିକାରୀ ସୁଧାଂଶୁ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିବା େବେଳ ଖୁବ ଶୀଘ୍ର ରାଜ୍ୟ ସରକାର ଠିକ ସମୟେର ନିଶ୍ଚୟ ବେଳାଭୂମି ପଯ୍ୟର୍ଟନର ବିକାଶ ହେବ ବୋଲି ମତ ପ୍ରକାଶ ପାଇଥିଲା। ଆଜି ଦୋସିଙ୍ଗା ଅଂଚଳର ଅତୁଲ ଜାନା, ରାମକୃଷ୍ଣ ଜାନା, ସୁକୁମାର ଗିରି, େଅଶାକ କୁମାର ଜାନା ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାପାଳ ଏବଂ ତାଙ୍କ ଟିମ ସହ ଚନ୍ଦନୀପାଳ ବେଳାଭୂମି ପଯ୍ୟର୍ଟନ ବିଷୟେର ଆଲୋଚନା କରିଥେିଲ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.