Home ଜିଲ୍ଲା ପରିକ୍ରମା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଅବୈଧ ପ୍ରବେଶ ନେଇ ହିନ୍ଦୁ ସଂଗଠନ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଅବୈଧ ପ୍ରବେଶ ନେଇ ହିନ୍ଦୁ ସଂଗଠନ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର

24

ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଂଲାଦେଶୀ ଅନୁପ୍ରବେଶ କାରିଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ମୁର୍ଶିଦାବାଦରେ ଜାରି ରହିଛି ହିନ୍ଦୁ ସମାଜ ଉପରେ ହିଂସା କାଣ୍ଡ। ଏହାକୁ ଆଖି ଆଗରେ ରଖି ଆଜି ରବି ନାରାୟଣ ସାହୁ ଓ ସ୍ୱାଧୀନ ସୁନ୍ଦର ଦାସଙ୍କ ନେତୃତ୍ୱରେ ବିଭିନ୍ନ ହିନ୍ଦୁ ସଙ୍ଗଠନ ପକ୍ଷରୁ ଭଦ୍ରକ ଜିଲ୍ଲାରେ ଅନୁପ୍ରବେଶ କାରିଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଭଦ୍ରକ ଭଳି ସମ୍ବେଦନଶୀଳ ଜିଲ୍ଲାରେ ଏଭଳି ହିଂସା ହିନ୍ଦୁ ଧନ ଜୀବନ ନଷ୍ଟ କରିବା ଆଗରୁ ପ୍ରଶାସନ ଅବୈଧ ପ୍ରବେଶ ଉପରେ ରୋକ୍ ଲଗାଉ ବୋଲି ଭଦ୍ରକରେ ଅନୁପ୍ରବେଶକୁ ବିରୋଧ କରିଛି ସମଗ୍ର ହିନ୍ଦୁ ସମାଜ । ଏ ବିଷୟ ରେ ରାଜ୍ୟ ସକରକାଇଙ୍କ ଗୃହ ବିଭାଗ ସହ ଆଲୋଚନା କରି ଏକ ସୂତନ୍ତ୍ର ଟିମ୍ ଗଠନ କରିବେ ବୋଲି ଜିଲ୍ଲାପଳ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.