Home ଜିଲ୍ଲା ପରିକ୍ରମା ଧାମନଗର ବିଜେପିର ବିଧାନସଭା ସ୍ତରୀୟ ସକ୍ରିୟ ସଦସ୍ୟ କର୍ମଶାଳା

ଧାମନଗର ବିଜେପିର ବିଧାନସଭା ସ୍ତରୀୟ ସକ୍ରିୟ ସଦସ୍ୟ କର୍ମଶାଳା

15

ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବିଧାନସଭା ସ୍ତରୀୟ ବିଜେପି ର ସକ୍ରିୟ ସଦସ୍ୟ କର୍ମସାଳା ଅନୁଷ୍ଟିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ଓ ଯୁବ ,କ୍ରୀଡାମନ୍ତ୍ରୀ ସୁର୍ଯ୍ୟବଂଶୀ ସୁରଜ ଯୋଗ ଦେଇ କାର୍ଯ୍ୟକର୍ତା ଙ୍କୁ ସଦସ୍ୟତା ସଂପର୍କ ରେ ସୁଚନା ଦେଇଥିଲେ। ଯେପରି ଭାବେ ବୁଥ ସ୍ତରରୁ ଦଳ ଆହୁରି ଶକ୍ତି ଶାଳୀ ହେବ ସେ ଦିଗରେ କାର୍ଯ୍ୟକର୍ତା ସଚେତନ ହେବାକୁ ପରାମର୍ଶ ଦେଇ ଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଭଦ୍ରକର ସାଂସଦ ଅଭିମନ୍ୟୁ ସେଠୀ, ଜିଲ୍ଲା ସଭାପତି ଭଗବାନ ପଣ୍ଡା, ଜିଲ୍ଲା ସଂପାଦକ ମନୋରଞ୍ଜନ ମଲ୍ଲିକ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ରଞ୍ଜିତା ସ୍ୱାଇଁ, ଶରତ କୁମାର ମହାନ୍ତି, ଏନଏସିର ମନ୍ତ୍ରୀଙ୍କ ପ୍ରତିନିଧି କୈଳାସ ମହାପାତ୍ର, ଧାମନଗର ସହରାଂଚଳ ର ସାଧାରଣ ସମ୍ପାଦକ ବିଜୟ ରାମ ଏବଂ ସମସ୍ତ ମଣ୍ଡଳ ସଭାପତି ଏବଂ ବିଭିନ୍ନ ପଂଚାୟତ ର କାର୍ଯ୍ୟକର୍ତା ଓ ସକ୍ରିୟ ସଦସ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.