ନୂଆ ଦିଲ୍ଲୀ ୧୯-୪ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧,୨୪୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୧୮୬୦ କୁ ବୃଦ୍ଧି ପାଇଛି।
ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୩% ଅଟେ।
ସମଗ୍ର ଦେଶରେ ସମୁଦାୟ ୪,୨୫,୧୧,୭୦୧ ଆରୋଗ୍ୟ ହୋଇଛନ୍ତି।
ଗତ ୨୪ ଘଣ୍ଟା ମଧ୍ୟରେ ୯୨୮ ରୋଗୀ ସୁସ୍ଥ ହୋଇଛନ୍ତି।
ଆରୋଗ୍ୟ ହାର ୯୮.୭୬% କୁ ହ୍ରାସ ପାଇଛି।
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୪୫,୫୨୭ କୁ ବୃଦ୍ଧି ପାଇଛି।
ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୩୧୮ ଜଣ।
ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫୨୧୯୬୬ କୁ ବୃଦ୍ଧି ପାଇଛି।
ସକ୍ରୀୟ ଆକ୍ରାନ୍ତ ୦.୦୩%
ଆରୋଗ୍ୟ ହୋଇଛନ୍ତି ୯୮.୭୬%
ଏବଂ ମୃତ୍ୟୁ ସଂଖ୍ୟା ୧.୨୧%
ଟିକାକରଣ
ଦେଶରେ ମୋଟ ଟିକାକରଣ ୧, ୮୬, ୭୨, ୧୫, ୮୬୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୬, ୮୯, ୯୯୫
ରାଜ୍ୟୱାରୀ ସମସ୍ତ ତଥ୍ୟ
କ୍ରମିକ ସଂଖ୍ୟା | ରାଜ୍ୟ | ସକ୍ରୀୟ ଆକ୍ରାନ୍ତ | ସୁସ୍ଥ ହୋଇଛନ୍ତି | ଗତକାଲି ସୁସ୍ଥ ହୋଇଛନ୍ତି | ମୋଟ ମୃତ୍ୟୁ ସଂଖ୍ୟା | ଦିନକରେ ମୃତ୍ୟୁ ସଂଖ୍ୟା |
୧ | ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ | ୦ | ୯୯୦୫ | ୦ | ୧୨୯ | ୦ |
୨ | ଆନ୍ଧ୍ରପ୍ରଦେଶ | ୪୩ | ୨୩୦୪୮୭୩ | ୧ | ୧୪୭୩୦ | ୦ |
୩ | ଅରୁଣାଚଳ ପ୍ରଦେଶ | ୬ | ୬୪୧୯୩ | ୨ | ୨୯୬ | ୦ |
୪ | ଆସାମ | ୧୩୪୯ | ୭୧୬୨୧୨ | ୦ | ୬୬୩୯ | ୦ |
୫ | ବିହାର | ୧୪ | ୮୧୮୨୩୮ | ୦ | ୧୨୨୫୬ | ୦ |
୬ | ଚଣ୍ଡିଗଡ଼ | ୨୧ | ୯୦୭୮୦ | ୪ | ୧୧୬୫ | ୦ |
୭ | ଛତିଶଗଡ | ୯ | ୧୧୩୮୧୭୫ | ୪ | ୧୪୦୩୪ | ୦ |
୮ | ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ | ୦ | ୧୧୪୩୭ | ୦ | ୪ | ୦ |
୯ | ଦିଲ୍ଲୀ | ୧୭୨୯ | ୧୮୪୧୧୬୨ | ୨୯୦ | ୨୬୧୬୦ | ୦ |
୧୦ | ଗୋଆ | ୧୯ | ୨୪୧୫୧୪ | ୪ | ୩୮୩୨ | ୦ |
୧୧ | ଗୁଜୁରାଟ | ୧୦୧ | ୧୨୧୩୧୨୭ | ୩୨ | ୧୦୯୪୨ | ୦ |
୧୨ | ହରିୟାଣା | ୯୯୭ | ୯୭୫୬୧୫ | ୧୪୮ | ୧୦୬୧୮ | ୦ |
୧୩ | ହିମାଚଳ ପ୍ରଦେଶ | ୬୩ | ୨୮୦୫୦୧ | ୭ | ୪୧୩୪ | ୦ |
୧୪ | ଜାମ୍ମୁ କାଶ୍ମୀର | ୬୭ | ୪୪୯୧୨୮ | ୧୩ | ୪୭୫୧ | ୦ |
୧୫ | ଝାଡଖଣ୍ଡ | ୧୨ | ୪୨୯୮୫୪ | ୧ | ୫୩୧୫ | ୦ |
୧୬ | କର୍ଣ୍ଣାଟକ | ୧୫୧୫ | ୩୯୦୪୮୫୦ | ୪୪ | ୪୦୦୫୭ | ୦ |
୧୭ | କେରଳ | ୨୪୬୬ | ୬୪୬୬୨୮୦ | ୦ | ୬୮୬୧୫ | ୦ |
୧୮ | ଲଦାଖ | ୫ | ୨୮୦୦୬ | ୩ | ୨୨୮ | ୦ |
୧୯ | ଲକ୍ଷଦୀପ | ୦ | ୧୧୩୫୦ | ୦ | ୫୨ | ୦ |
୨୦ | ମଧ୍ୟପ୍ରଦେଶ | ୪୩ | ୧୦୩୦୪୭୨ | ୨ | ୧୦୭୩୫ | ୦ |
୨୧ | ମହାରାଷ୍ଟ୍ର | ୬୩୪ | ୭୭୨୭୪୪୩ | ୭୧ | ୧୪୭୮୨୭ | ୦ |
୨୨ | ମଣିପୁର | ୫୩ | ୧୩୫୦୨୫ | ୬ | ୨୧୨୦ | ୦ |
୨୩ | ମେଘାଳୟ | ୪ | ୯୨୧୯୧ | ୧ | ୧୫୯୩ | ୦ |
୨୪ | ମିଜୋରାମ | ୫୫୯ | ୨୨୫୦୨୦ | ୧୨୯ | ୬୯୨ | ୦ |
୨୫ | ନାଗାଲାଣ୍ଡ | ୮ | ୩୪୭୨୦ | ୦ | ୭୫୯ | ୦ |
୨୬ | ଓଡ଼ିଶା | ୧୬୦ | ୧୨୭୮୬୫୨ | ୧୧ | ୯୧୨୩ | ୦ |
୨୭ | ପୁଡୁଚେରୀ | ୩ | ୧୬୩୮୧୨ | ୦ | ୧୯୬୨ | ୦ |
୨୮ | ପଞ୍ଜାବ | ୭୫ | ୭୪୧୪୬୬ | ୧୧ | ୧୭୭୪୩ | ୦ |
୨୯ | ରାଜସ୍ଥାନ | ୧୦୫ | ୧୨୭୩୫୪୬ | ୧୦ | ୯୫୫୨ | ୦ |
୩୦ | ସିକ୍କିମ୍ | ୪ | ୩୮୬୯୨ | ୦ | ୪୫୨ | ୦ |
୩୧ | ତାମିଲନାଡୁ | ୨୩୨ | ୩୪୧୫୦୩୩ | ୨୬ | ୩୮୦୨୫ | ୦ |
୩୨ | ତେଲେଙ୍ଗାନା | ୧୮୯ | ୭୮୭୩୫୦ | ୩୭ | ୪୧୧୧ | ୦ |
୩୩ | ତ୍ରିପୁରା | ୧ | ୯୯୯୫୬ | ୦ | ୯୨୨ | ୦ |
୩୪ | ଉତ୍ତରାଖଣ୍ଡ | ୩୮୯ | ୪୨୯୨୫୦ | ୪ | ୭୬୯୨ | ୦ |
୩୫ | ଉତ୍ତରପ୍ରଦେଶ | ୬୯୫ | ୨୦୪୭୫୪୦ | ୨୯ | ୨୩୫୦୧ | ୧ |
୩୬ | ପଶ୍ଚିମବଙ୍ଗ | ୨୯୦ | ୧୯୯୬୩୩୩ | ୩୮ | ୨୧୨୦୦ | ୦ |
ମୋଟ | ୧୧୮୬୦ | ୪୨୫୧୧୭୦୧ | ୯୨୮ | ୫୨୧୯୬୬ | ୧ |