Home Top News ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୨୪୭ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୨୪୭ ନୂଆ ଆକ୍ରାନ୍ତ ଚିହ୍ନଟ, ୧ ମୃତ

28

ନୂଆ ଦିଲ୍ଲୀ ୧୯-୪ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧,୨୪୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୧୮୬୦ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୫,୧୧,୭୦୧ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୯୨୮ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୬% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୪୫,୫୨୭ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୩୧୮ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫୨୧୯୬୬ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୦୩%

ଆରୋଗ୍ୟ ହୋଇଛନ୍ତି ୯୮.୭୬%

ଏବଂ ମୃତ୍ୟୁ ସଂଖ୍ୟା ୧.୨୧%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୮୬, ୭୨, ୧୫, ୮୬୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୬, ୮୯, ୯୯୫

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୯୦୫ ୧୨୯
ଆନ୍ଧ୍ରପ୍ରଦେଶ ୪୩ ୨୩୦୪୮୭୩ ୧୪୭୩୦
ଅରୁଣାଚଳ ପ୍ରଦେଶ ୬୪୧୯୩ ୨୯୬
ଆସାମ ୧୩୪୯ ୭୧୬୨୧୨ ୬୬୩୯
ବିହାର ୧୪ ୮୧୮୨୩୮ ୧୨୨୫୬
ଚଣ୍ଡିଗଡ଼ ୨୧ ୯୦୭୮୦ ୧୧୬୫
ଛତିଶଗଡ ୧୧୩୮୧୭୫ ୧୪୦୩୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୭
ଦିଲ୍ଲୀ ୧୭୨୯ ୧୮୪୧୧୬୨ ୨୯୦ ୨୬୧୬୦
୧୦ ଗୋଆ ୧୯ ୨୪୧୫୧୪ ୩୮୩୨
୧୧ ଗୁଜୁରାଟ ୧୦୧ ୧୨୧୩୧୨୭ ୩୨ ୧୦୯୪୨
୧୨ ହରିୟାଣା ୯୯୭ ୯୭୫୬୧୫ ୧୪୮ ୧୦୬୧୮
୧୩ ହିମାଚଳ ପ୍ରଦେଶ ୬୩ ୨୮୦୫୦୧ ୪୧୩୪
୧୪ ଜାମ୍ମୁ କାଶ୍ମୀର ୬୭ ୪୪୯୧୨୮ ୧୩ ୪୭୫୧
୧୫ ଝାଡଖଣ୍ଡ ୧୨ ୪୨୯୮୫୪ ୫୩୧୫
୧୬ କର୍ଣ୍ଣାଟକ ୧୫୧୫ ୩୯୦୪୮୫୦ ୪୪ ୪୦୦୫୭
୧୭ କେରଳ ୨୪୬୬ ୬୪୬୬୨୮୦ ୬୮୬୧୫
୧୮ ଲଦାଖ ୨୮୦୦୬ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୪୩ ୧୦୩୦୪୭୨ ୧୦୭୩୫
୨୧ ମହାରାଷ୍ଟ୍ର ୬୩୪ ୭୭୨୭୪୪୩ ୭୧ ୧୪୭୮୨୭
୨୨ ମଣିପୁର ୫୩ ୧୩୫୦୨୫ ୨୧୨୦
୨୩ ମେଘାଳୟ ୯୨୧୯୧ ୧୫୯୩
୨୪ ମିଜୋରାମ ୫୫୯ ୨୨୫୦୨୦ ୧୨୯ ୬୯୨
୨୫ ନାଗାଲାଣ୍ଡ ୩୪୭୨୦ ୭୫୯
୨୬ ଓଡ଼ିଶା ୧୬୦ ୧୨୭୮୬୫୨ ୧୧ ୯୧୨୩
୨୭ ପୁଡୁଚେରୀ ୧୬୩୮୧୨ ୧୯୬୨
୨୮ ପଞ୍ଜାବ ୭୫ ୭୪୧୪୬୬ ୧୧ ୧୭୭୪୩
୨୯ ରାଜସ୍ଥାନ ୧୦୫ ୧୨୭୩୫୪୬ ୧୦ ୯୫୫୨
୩୦ ସିକ୍କିମ୍ ୩୮୬୯୨ ୪୫୨
୩୧ ତାମିଲନାଡୁ ୨୩୨ ୩୪୧୫୦୩୩ ୨୬ ୩୮୦୨୫
୩୨ ତେଲେଙ୍ଗାନା ୧୮୯ ୭୮୭୩୫୦ ୩୭ ୪୧୧୧
୩୩ ତ୍ରିପୁରା ୯୯୯୫୬ ୯୨୨
୩୪ ଉତ୍ତରାଖଣ୍ଡ ୩୮୯ ୪୨୯୨୫୦ ୭୬୯୨
୩୫ ଉତ୍ତରପ୍ରଦେଶ ୬୯୫ ୨୦୪୭୫୪୦ ୨୯ ୨୩୫୦୧
୩୬ ପଶ୍ଚିମବଙ୍ଗ ୨୯୦ ୧୯୯୬୩୩୩ ୩୮ ୨୧୨୦୦
ମୋଟ ୧୧୮୬୦ ୪୨୫୧୧୭୦୧ ୯୨୮ ୫୨୧୯୬୬

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.