ଭୁବନେଶ୍ୱର ୨୬-୫ (ଓଡ଼ିଆ ପୁଅ) ଆଜି ରାଜ୍ୟରୁ ୧୦୬୩୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଜାଣନ୍ତୁ ଜିଲ୍ଲାୱାରୀ ତଥ୍ୟ-
୧୦୨୭ – ଖୋର୍ଦ୍ଧା ଜିଲ୍ଲାରୁ,
୯୩୬ – କଟକ ଜିଲ୍ଲାରୁ,
୮୩୦ – ସୁନ୍ଦରଗଡ ଜିଲ୍ଲାରୁ,
୭୫୪ – ଯାଜପୁର ଜିଲ୍ଲାରୁ,
୫୦୩ – ଅନୁଗୁଳ ଜିଲ୍ଲାରୁ,
୪୯୪ – ସମ୍ବଲପୁର ଜିଲ୍ଲାରୁ,
୪୭୨ – ପୁରୀ ଜିଲ୍ଲାରୁ,
୪୪୨ – ଭଦ୍ରକ ଜିଲ୍ଲାରୁ,
୪୩୮ – ମୟୂରଭଞ୍ଜ ଜିଲ୍ଲାରୁ,
୩୯୫ – ବରଗଡ ଜିଲ୍ଲାରୁ,
୩୫୪ – ବାଲେଶ୍ୱର ଜିଲ୍ଲାରୁ,
୩୪୦ – ଝାରସୁଗୁଡା ଜିଲ୍ଲାରୁ,
୨୮୯ – ବଲାଙ୍ଗୀର ଜିଲ୍ଲାରୁ,
୨୭୧ – ନବରଙ୍ଗପୁର ଜିଲ୍ଲାରୁ,
୨୭୦ – କୋରାପୁଟ ଜିଲ୍ଲାରୁ,
୨୬୫ – ନୟାଗଡ଼ ଜିଲ୍ଲାରୁ,
୨୬୩ – ଢେଙ୍କାନାଳ ଜିଲ୍ଲାରୁ,
୨୫୪ – ସୋନପୁର ଜିଲ୍ଲାରୁ,
୨୪୨ – ଗଞ୍ଜାମ ଜିଲ୍ଲାରୁ,
୨୪୧ – ବୌଦ୍ଧ ଜିଲ୍ଲାରୁ,
୨୧୮ – ନୁଆପଡା ଜିଲ୍ଲାରୁ,
୧୯୯ – ଜଗତସିଂହପୁର ଜିଲ୍ଲାରୁ,
୧୬୯ – ରାୟଗଡ଼ା ଜିଲ୍ଲାରୁ,
୧୬୭ – କେନ୍ଦୁଝର
୧୫୩ – କେନ୍ଦ୍ରାପଡା ଜିଲ୍ଲାରୁ,
୧୨୩ – କଳାହାଣ୍ଡି ଜିଲ୍ଲାରୁ,
୧୦୬ – ଦେବଗଡ଼ ଜିଲ୍ଲାରୁ,
୮୧ – କନ୍ଧମାଳ ଜିଲ୍ଲାରୁ,
୭୦ – ଗଜପତି ଜିଲ୍ଲାରୁ,
୬୯ – ମାଲକାନଗିରି ଜିଲ୍ଲାରୁ,
୨୦୦ – ରାଜ୍ୟ ଜିଲ୍ଲାରୁ,
ଓଡିଶାର ମୋଟ ସୁସ୍ଥଙ୍କ ସଂଖ୍ୟା ବର୍ତ୍ତମାନ ୬୨୩୬୨୮ ରେ ପହଞ୍ଚିଛି।