ନୂଆ ଦିଲ୍ଲୀ ୨୪-୪ (ଓଡ଼ିଆ ପୁଅ) ରାହୁଲ ଗାନ୍ଧୀ ଟୁଇଟ୍ କରି କହିଛନ୍ତି, “ସଦ୍ଭାବରେ କେନ୍ଦ୍ର ସରକାରଙ୍କୁ ନିବେଦନ ଯେ PR ଏବଂ ଅନାବଶ୍ୟକ ପ୍ରକଳ୍ପରେ ଖର୍ଚ୍ଚ କରିବା ପରିବର୍ତ୍ତେ ଟିକା, ଅକ୍ସିଜେନ୍ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସେବା ଉପରେ ଧ୍ୟାନ ଦିଅନ୍ତୁ। ଏହି ସଙ୍କଟ ଆଗାମୀ ଦିନରେ ଆହୁରି ଗଭୀର ହେବ। ଏହାର ମୁକାବିଲା ପାଇଁ ଦେଶ ପ୍ରସ୍ତୁତ ହେବା ଆବଶ୍ୟକ। ବର୍ତ୍ତମାନ ଦୁର୍ଦ୍ଦଶା ଅସହ୍ୟ! ”
सद्भाव से केंद्र सरकार से अपील है कि PR व अनावश्यक प्रॉजेक्ट पर खर्च करने की बजाए वैक्सीन, ऑक्सीजन व अन्य स्वास्थ्य सेवाओं पर ध्यान दें।
आने वाले दिनों में ये संकट और भी गहरायेगा। इससे निबटने के लिए देश को तैयार करना होगा।
वर्तमान दुर्दशा असहनीय है!
— Rahul Gandhi (@RahulGandhi) April 24, 2021