Home Top News ମ୍ୟାଟ୍ରିକ୍ ଓ +୨ ପରୀକ୍ଷା ସ୍ଥଗିତ ଜୁନ୍ ୧ମ ସପ୍ତାହରେ କୋଭିଡ୍ ପରିସ୍ଥିତିର ସମୀକ୍ଷା କରିବେ...

ମ୍ୟାଟ୍ରିକ୍ ଓ +୨ ପରୀକ୍ଷା ସ୍ଥଗିତ ଜୁନ୍ ୧ମ ସପ୍ତାହରେ କୋଭିଡ୍ ପରିସ୍ଥିତିର ସମୀକ୍ଷା କରିବେ ସରକାର ଏହାପରେ ନିଷ୍ପତ୍ତି

119

ଭୁବନେଶ୍ୱର ୧୫-୪ (ଓଡ଼ିଆ ପୁଅ) ସ୍ଥଗିତ ହେଲା ମ୍ୟାଟ୍ରିକ୍ ଓ ଯୁକ୍ତ ୨ ପରୀକ୍ଷା। କରୋନା ମହାମାରୀର ଦ୍ୱିତୀୟ ଲହରକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି।
କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସିବା ପରେ ହିଁ ପରୀକ୍ଷା ଉପରେ କୌଣସି ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସମସ୍ତ ସ୍କୁଲ ଏବଂ ହଷ୍ଟେଲଗୁଡିକ ସୋମବାର ଠାରୁ ବନ୍ଦ ରହିବ।
ଜୁନ୍ ୧ମ ସପ୍ତାହରେ କୋଭିଡ୍ ପରିସ୍ଥିତିର ସମୀକ୍ଷା କରିବେ ସରକାର ଏହାପରେ ନିଷ୍ପତ୍ତି ନିଆଯିବ।
ମେ ୩ ରୁ ମେଟ୍ରିକ୍ ପରୀକ୍ଷା ପ୍ଲସ୍-୨ ମଇ ୧୮ରୁ ଆରମ୍ଭ ହେବାରଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.