ନୂଆ ଦିଲ୍ଲୀ ୧୭-୧୦ (ଓଡ଼ିଆ ପୁଅ) ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୨, ୨୧୨ ନୂଆ କରୋନା ଆଖ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୮୩୭ ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି। ମୋଟ ମାମଲା ୭୪, ୩୨, ୬୮୧ ରେ ରହିଛି, ଯେଉଁଥିରେ ୭, ୯୫, ୦୮୭ ସକ୍ରିୟ ମାମଲା, ୬୫, ୨୪, ୫୯୬ ଆରୋଗ୍ୟ ହୋଇଛନ୍ତି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୧, ୧୨, ୯୯୮ କୁ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛି।








