ଭୁବନେଶ୍ୱର ୫-୧୦ (ଓଡ଼ିଆ ପୁଅ) ଆଜି କରୋନା ନେଲା ୧୭ ମୁଣ୍ଡ। ମୋଟ ମୃତ୍ୟୁ ୯୨୪ କୁ ବୃଦ୍ଧି ପାଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –
ଅନୁଗୁଳ ଜିଲ୍ଲାରୁ ମୋଟ ମୃତକଙ୍କ ସଂଖ୍ୟା ୭ (ଆଜି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି)
ବାଲେଶ୍ୱର ଜିଲ୍ଲାରୁ ମୋଟ ମୃତକଙ୍କ ସଂଖ୍ୟା ୩୫ (ଆଜି ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି)
ବୌଦ୍ଦ ଜିଲ୍ଲାରୁ ମୋଟ ମୃତକଙ୍କ ସଂଖ୍ୟା ୪ (ଆଜି ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି)
କଟକ ଜିଲ୍ଲାରୁ ମୋଟ ମୃତକଙ୍କ ସଂଖ୍ୟା ୮୦ (ଆଜି ୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି)
କେନ୍ଦୁଝର ଜିଲ୍ଲାରୁ ମୋଟ ମୃତକଙ୍କ ସଂଖ୍ୟା ୧୨ (ଆଜି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି)
ଖୋର୍ଦ୍ଦା ଜିଲ୍ଲାରୁ ମୋଟ ମୃତକଙ୍କ ସଂଖ୍ୟା ୧୫୧ (ଆଜି ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି)
ନବରଙ୍ଗପୁର ଜିଲ୍ଲାରୁ ମୋଟ ମୃତକଙ୍କ ସଂଖ୍ୟା ୬ (ଆଜି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି)
ପୁରୀ ଜିଲ୍ଲାରୁ ମୋଟ ମୃତକଙ୍କ ସଂଖ୍ୟା ୬୨ (ଆଜି ୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି)
ରାୟଗଡ଼ା ଜିଲ୍ଲାରୁ ମୋଟ ମୃତକଙ୍କ ସଂଖ୍ୟା ୩୯ (ଆଜି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି)
ସୁନ୍ଦରଗଡ଼ ଜିଲ୍ଲାରୁ ମୋଟ ମୃତକଙ୍କ ସଂଖ୍ୟା ୪୧ (ଆଜି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି)
ମୃତକଙ୍କ ବିଷୟରେ
୧- ଅନୁଗୁଳ ଜିଲ୍ଲାର ଜଣେ ୪୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୨- ବାଲେଶ୍ୱର ଜିଲ୍ଲାର ଜଣେ ୫୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୩- ବାଲେଶ୍ୱରର ୨୫ ବର୍ଷ ବୟସ୍କ ପୁରୁଷ।
୪- ଭୁବନେଶ୍ୱରର ଜଣେ ୭୮ ବର୍ଷ ବୟସ୍କ ପୁରୁଷ।
୫- ଭୁବନେଶ୍ୱରର ଜଣେ ୬୦ ବର୍ଷ ବୟସ୍କ ପୁରୁଷ।
୬- ବୌଦ୍ଧ ଜିଲ୍ଲାର ଜଣେ ୬୪ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୭- ବୌଦ୍ଧ ଜିଲ୍ଲାର ଜଣେ ୪୪ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୮- କଟକ ଜିଲ୍ଲାର ଜଣେ ୩୮ ବର୍ଷ ବୟସ୍କା ମହିଳା।
୯- କଟକ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୧୦- କଟକ ଜିଲ୍ଲାର ଜଣେ ୮୫ ବର୍ଷ ବୟସ୍କ ପୁରୁଷ।
୧୧- କେନ୍ଦୁଝର ଜିଲ୍ଲାର ଜଣେ ୪୫ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।
୧୨- ନବରଙ୍ଗପୁର ଜିଲ୍ଲାର ଜଣେ ୪୫ ବର୍ଷ ବୟସ୍କ ପୁରୁଷ।
୧୩- ପୁରୀ ଜିଲ୍ଲାର ଜଣେ ୭୫ ବର୍ଷ ବୟସ୍କ ପୁରୁଷ।
୧୪- ପୁରୀ ଜିଲ୍ଲାର ଜଣେ ୬୨ ବର୍ଷ ବୟସ୍କ ପୁରୁଷ ଯିଏ ପୁଲମୋନାରୀ ଯକ୍ଷ୍ମା ରୋଗରେ ପୀଡିତ ଥିଲେ।
୧୫- ପୁରୀ ଜିଲ୍ଲାର ୪୦ ବର୍ଷ ବୟସ୍କ ପୁରୁଷ।
୧୬- ରାୟଗଡା ଜିଲ୍ଲାର ଜଣେ ୪୫ ବର୍ଷ ବୟସ୍କା ମହିଳା।
୧୭- ସୁନ୍ଦରଗଡ ଜିଲ୍ଲାର ଜଣେ ୬୭ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।