Home ଓଡ଼ିଶା କରୋନାପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ତ୍ବରିତ ପଦକ୍ଷେପ

କରୋନାପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ତ୍ବରିତ ପଦକ୍ଷେପ

346

କେନ୍ଦ୍ରାପଡା ୨୦.୦୪ (ଓଡ଼ିଆ ପୁଅ) :- କରୋନାପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶଓସନ ପକ୍ଷରୁ ଅତ୍ୟାବଶ୍ୟକୀୟ ତ୍ବରିତ ପଦକ୍ଷେପ ମାନ ଗ୍ରହଣ କରାଯାଇ ଅଛି। ଅଓଜିସୁଧା ଜିଲ୍ଲାର ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୪୨୯୬୧ ଛାତ୍ରଛାତ୍ରୀଂକୁ ମଧ୍ୟଓନ ଭୋଜନର ଶୁଖିଲା ଖାଦ୍ୟ କୁପନ୍ ବଣ୍ଟନ କରାଯାଇଅଛି। ଜିଲ୍ଲାର ସମସ୍ତ୨୪୯ଟି ଗ୍ରାମପଂଚଓୟତରେ ୨୮୩ଟି ଅସ୍ଥାୟୀ ସ୍ବାସ୍ଥ କେନ୍ଦ୍ର ଖୋଲା ଯାଇ ୧୩୮୬୬ ଗୋଟି ଶଯ୍ୟା ପ୍ରସ୍ତୁତ କରାଯାଇଅଛି।ସେହିପରି କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୌରାନ୍ଚଳରେ ୧୩ ଗୋଟି ଅସ୍ଥାୟୀ ସ୍ବାସ୍ଥ କେନ୍ଦ୍ର ଖୋଲାଯଓଇ ୭୦୯ଗୋଟି ଶଯ୍ୟା ପ୍ରସ୍ତୁତ କରାଯାଇଅଛି। କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟରେ ୩୦୦ଟି, ଓଡିଶା ଆଦର୍ଶ ବିଦ୍ୟାଳୟରେ ୧୬୦ଟି, ସରକାରୀ ପଲିଟେକ୍ନିକ୍, ଛତାରେ ୧୫୦ଟି ଓ ପଟ୍ଟଓମୁଣ୍ଡାଇ ଓ:ବି:ସି ଛାତ୍ରାବାସରେ ୧୫୦ଟି, କେନ୍ଦ୍ରାପଡା ସଓନ୍ଧ୍ୟ ମହାବିଦ୍ୟାଳୟରେ ୧୩୦ ଗୋଟି ପୃଥକୀ କରଣ ଶଯ୍ୟା ପ୍ରସ୍ତୁତ କରାଯାଇଥିବା ବେଳେ ସରକାରୀ ପଲିଟେକ୍ନିକ, ଛତାଠାରେ ୧୧୦ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲ୍ ଖୋଲାଯାଇ ସେଥିରେ ୧୦୦ଗୋଟି ଶଯ୍ୟା। ୧୦ଗୋଟି ଓ.ଉ.ଟ ଶଯ୍ୟାର ବ୍ୟବସ୍ଥା କରାଯାଇଛି। ଖାଦ୍ୟ ସୁରକ୍ଷାଯୋଜନାରେ ଅଓଜିସୁଧା ଜିଲ୍ଲାର ୧୧୫୭୬୧୩ ହିତାଧିକାରୀଂକୁ ସେମଓନଂକର ଏକକାଳୀନ ୩ମଓସର ଚାଉଳ ବଣ୍ଟନକରାଯାଇଛି। ବିଦେଶରୁ ଆସିଥିବା ଜିଲ୍ଲାର ୫୯୦ ଜଣ ପଂଜୀକୃତ ହୋଇଥିବାବେଳେ ରାଜ୍ୟ ବାହାରୁ ଆସିଥିବା ୮୯୧୭ ଜଣଂକୁ ଅଓଜିସୁଧଓ ପଂଜିକୃତ କରାଯାଇଛି। ତାଲାବନ୍ଦ ଆଇନ ଉଲଂଘନ କରିଥିବାରୁ ୮୨ଗୋଟି ମାମଲା ରୁଜୁକରାଯାଇ ୧୩୬ଜଣ ଅଭିଯୁକ୍ତଂକ ନଓମରେ କେଶସହ ୬୮ ଗୋଟି ବାଇକ, ୧୦ଗୋଟି ୪ ଚକିଆ ଓ ୨ ଗୋଟି ଅଟୋରିକ୍ସଓ ଜବତ୍ କରାଯାଇଛି ଏବଂ ୯୮୦୦୦ ଟଂକା ଜରିମାନା ଆଦାୟ କରାଯାଇଅଛି। କେନ୍ଦ୍ରାପଡା ଏବଂ ପଟ୍ଟାମୁଣ୍ଡାଇ ପୌରାନ୍ଚଳର ୪୩୦ ଜଣ ପଂଜିକୃତ ରଓସ୍ତଓକଡ଼ ଉଠାଦୋକାନୀଂକୁ ୩୦୦୦ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ୍ କରାଯାଇଛି।ଜିଲାର ୬୨୫୯୭ଜଣ ପଂଜୀକୃତ ନିର୍ମାଣ ଶ୍ରମିକକୁ ୧୫୦୦ ଟଂକଓ ଲେଖାଏ ଆର୍ଥିକ ସହାୟତା ପ୍ରଦଓନ କରାଯାଇଛି। ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମା କରୋନା ମୁକାବିଲାରେ ଜିଲ୍ଲାବାସୀଂକର ସହଯୋଗ କାମନା କରି ଜନସାଧାରଣ ସର୍ବଦା ସଜାଗ ଓ ସଚେତନସହ ସଓମାଜିକ ଦୁରତ୍ବ ବଜାୟ ରଖିବାକୁ ଅନୁରୋଧ କରିଛନ୍ତି। ଜନସାଧାରଣଂକ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଓଇଗ୍ରେସନ ସହାୟତା କେନ୍ଦ୍ର ଯୋଗାଯୋଗ  ପାଇଁ ୮୭୬୩୩୪୯୪୩୮ ଉପଲବ୍ଧ କରା ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.