ନୂଆ ଦିଲ୍ଲୀ ୧୧-୪ (ଓଡ଼ିଆ ପୁଅ) ୨୩ ମାର୍ଚ୍ଚ ପରଠାରୁ ରେଳପଥ ପକ୍ଷଣୁ ପାଖାପାଖି ୬.୭୫ ଲକ୍ଷ ୱାଗନ ସାମଗ୍ରୀ ପରିବହନ କରାଯାଇଛି ଏଗୁଡ଼ିକ ମଧ୍ୟରେ ରହିଛି ୪.୫୦ ଲକ୍ଷ ୱାଗନ ଜରୁରି ସାମଗ୍ରୀ ଯେପରିକି ଖାଦ୍ୟଶସ୍ୟ, ଲୁଣ, ଚିନି, ଖାଇବା ତେଲ, କୋଇଲା ଏବଂ ପେଟ୍ରୋଲିୟମ ଉତ୍ପାଦ। ୨ ରୁ ୮ ଏପ୍ରିଲ ଲକଡାଉନ ମଧ୍ୟରେ ରେଳପଥ ପକ୍ଷରୁ ୨୫୮୫୦୩ ୱାଗନ ସାମଗ୍ରୀ ପରିବହନ କରାଯାଇଥିବା ବେଳେ ଏଥିମଧ୍ୟରୁ ୧୫୫୫୧୨ ୱାଗନ ଅତ୍ୟାବଶ୍ୟକ ସାମଗ୍ରୀ ରହିଛି।
Home ଓଡ଼ିଶା ଲଗାତାର ଲକଡାଉନ ସମୟରେ ଦେଶର ବିଭିନ୍ନ ପ୍ରାନ୍ତକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଅବ୍ୟାହତ ରହିଛି ଭାରତୀୟ...