Home ଓଡ଼ିଶା ଜରୁରି ଚିକିତ୍ସା ସରଞ୍ଜାମ ପରିବହନ କରିବା ଲାଗି ୧୮୦ରୁ ଅଧିକ ଲାଇଫଲାଇନ ଉଡ଼ାନ ବିମାନ ୧,...

ଜରୁରି ଚିକିତ୍ସା ସରଞ୍ଜାମ ପରିବହନ କରିବା ଲାଗି ୧୮୦ରୁ ଅଧିକ ଲାଇଫଲାଇନ ଉଡ଼ାନ ବିମାନ ୧, ୬୬, ୦୦୦ କିମି ଅତିକ୍ରମ କଲା

498

ନୂଆ ଦିଲ୍ଲୀ ୧୧-୪ (ଓଡ଼ିଆ ପୁଅ) କୋଭିଡ଼-୧୯ ଲକଡାଉନ ସମୟରେ ଉଡ଼ାନ ଅନ୍ତର୍ଗତ ଏୟାର ଇଣ୍ଡିଆ ଓ ଆଲାଏନ୍ସ ଏୟାରର ୧୧୪ଟି ବିମାନ ଚଳାଚଳ କରିଛି। ସେହିପରି ଭାରତୀୟ ବାୟୁସେନା ଓ ଘରୋଇ ବିମାନଗୁଡ଼ିକର ୫୮ଟି ବିମାନ ଜରିଆରେ ୨, ୬୭୫ ଟନ ସାମଗ୍ରୀ ପରିବହନ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.