ନୂଆ ଦିଲ୍ଲୀ/ସମ୍ଭଲ ୧୯-୧୨ (ଓଡ଼ିଆ ପୁଅ) ନାଗରିକତା ସଂଶୋଧନ ଆଇନ ବିରୋଧରେ ଦେଶର ଅଧିକାଂଶ ସ୍ଥାନରେ ବିରୋଧ ପ୍ରଦର୍ଶନ ହେଉଛି। କେତେକ ସ୍ଥାନରେ ୧୪୪ ଧାରା ଜାରୀ ହେବା ସହିତ କେତେକ ସ୍ଥାନରେ ଇଣ୍ଟରନେଟ ଏବଂ ମୋବାଇଲ୍ ସେବାକୁ ନିଳମ୍ବିତ କରାଯାଇଛି। ଏତି ମଧ୍ୟରେ ଏକ ଖବର ଉତ୍ତର ପ୍ରଦେଶର ସମ୍ଭଲରୁ ଆସିଛି। କୁହାଯାଉଛିଯେ, ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରଦର୍ଶନ କରି କଥିତ ରୂପରେ ଉତ୍ତର ପ୍ରଦେଶର ଏକ ସରକାରୀ ବସରେ ନିଆଁ ଲଗାଇ ଦିଆଯାଇଛି।
Sambhal District Magistrate: Internet services have been suspended till further orders, following violence during protest over #CitizenshipAmendmentAct today. https://t.co/f6JUtydRO5
— ANI UP/Uttarakhand (@ANINewsUP) December 19, 2019