Home ଓଡ଼ିଶା ଡାକ୍ତରଙ୍କୁ ମାଡ ଅଭିଯୋଗ

ଡାକ୍ତରଙ୍କୁ ମାଡ ଅଭିଯୋଗ

187

କୋରାପୁଟ,୨୪/୧୦,(ଓଡ଼ିଆ ପୁଅ ପି ନାୟକ): କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ଏନେଇ କୋରାପୁଟ ଟାଉନ ଥାନାରେ ମାମଲା ରୁଜୁ ବି କରାଯାଇଛି । ତେବେ ମାମଲା ରୁଜୁ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ହସପିଟାଲରେ ପହଞ୍ଚି ସିସି ଟିଭି ଫୁଟେଜ ଯାଂଚ ମଧ୍ୟ କରିଛି ପୋଲିସ । ତେବେ ଉପଯୁକ୍ତ ପ୍ରମାଣ ଯୋଗାଡ ପରେ ଦୋଷିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.