Home ଓଡ଼ିଶା ଜଙ୍କିଆ ଆସୁଛନ୍ତି ଭାଜପା ଫାୟାର ବ୍ରାଣ୍ଡ ନେତ୍ରୀ ମିନାକ୍ଷୀ ଲେଖି

ଜଙ୍କିଆ ଆସୁଛନ୍ତି ଭାଜପା ଫାୟାର ବ୍ରାଣ୍ଡ ନେତ୍ରୀ ମିନାକ୍ଷୀ ଲେଖି

750

ଭୁବନେଶ୍ୱର:ଭାରତୀୟ ଜନତା ପାର୍ଟିର ଫାୟାର ବ୍ରାଣ୍ଡ ନେତ୍ରୀ,ରାଷ୍ଟ୍ରୀୟ ପ୍ରବକ୍ତା ତଥା ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ସାଂସଦ ମିନାକ୍ଷୀ ଲେଖି ଶୁକ୍ରବାର,୨୯ ତାରିଖ ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି।ଏହି ସମୟରେ ସେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଠାରେ ଭାଜପା ପକ୍ଷରୁ ଆୟୋଜିତ ଏକ ସମାବେଶରେ ଯୋଗଦେବେ।ଏଥିରେ ମିନାକ୍ଷୀ କାର୍ଯ୍ୟକର୍ତ୍ତା ମାନଙ୍କୁ ସମ୍ବୋଦ୍ଧିତ କରିବେ।ଏହି ସମାବେଶରେ ଭାଜପା ନେତ୍ରୀ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ସ୍ଥାନୀୟ ନେତୃତ୍ୱ ମାନେ ଯୋଗଦେବେ।ସୂଚନାଯୋଗ୍ୟ ମିନାକ୍ଷୀ ଲେଖି ଭାଜପାର ଜଣେ ଫାୟାର ବ୍ରାଣ୍ଡ ପ୍ରବକ୍ତା।ସେ ଅତ୍ୟନ୍ତ ସମ୍ନାନ ଜନକ ଲୋକସଭା ଆସନ ନୂଆଦିଲ୍ଲୀରୁ ସାଂସଦ ଅଛନ୍ତି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.