Home ଓଡ଼ିଶା ଡାଟା ଗୋପନୀୟତାକୁ ନେଇ ଚିନ୍ତା – ଭାରତୀୟ ସେନା ନିଜ କର୍ମଚାରୀଙ୍କୁ ସେମାନଙ୍କ ଫୋନରୁ ୮୯...

ଡାଟା ଗୋପନୀୟତାକୁ ନେଇ ଚିନ୍ତା – ଭାରତୀୟ ସେନା ନିଜ କର୍ମଚାରୀଙ୍କୁ ସେମାନଙ୍କ ଫୋନରୁ ୮୯ ଟି ଆପ୍ ଡିଲିଟ୍ କରିବାକୁ କହିଲା

441

ନୂଆ ଦିଲ୍ଲୀ ୮-୭ (ଓଡ଼ିଆ ପୁଅ) ଚୀନ୍ ସହିତ ଭାରତର ତିକ୍ତତା ଆସିବା ପରେ ଭାରତ ସରକାର ୫୯ ମୋବାଇଲ୍ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହା ପରେ ଆଜି ଆସିଛି ଆଉ ଏକ ଖବର ଡାଟା ଗୋପନୀୟତାକୁ ନେଇ ଏବେ ଚିନ୍ତା, ଭାରତୀୟ ସେନା ବୁଧବାର ଦିନ ନିଜ ଯବାନମାନଙ୍କୁ ସେମାନଙ୍କ ଫୋନରୁ ୮୯ ଟି ଆପ୍ ଡିଲିଟ୍ କରିବାକୁ କହିଛି।

ଏକ ଆଦେଶ ଜାରି କରି ସେନା କର୍ମଚାରୀମାନଙ୍କୁ ମୋବାଇଲ୍ ଫୋନରୁ ଫେସବୁକ୍, ଟ୍ରୁକଲର୍, ଇନଷ୍ଟାଗ୍ରାମ ଏବଂ PUBG ପରି ଅନେକ ଆପ୍ ଡିଲିଟ୍ କରିବାକୁ କହିଛି।

ତାଣନ୍ତୁ ପୂରା ତାଲିକା ….

List of 89 apps banned by Indian Army

Mesaging apps

WeChat

QQ

Kik

ooVoo

Nimbuzz

Helo

Qzone

Share Chat

Viber

Line

IMO

Snow

To Tok

Hike

Video hosting

TikTok

Likee

Samosa

Kwali

Content sharing

Shareit

Xender

Zapya

Web browsers

UC Browser

UC Browser Mini

Video and live streaming

LiveMe

BigoLive

Zoom

Fast Films

Vmate

Uplive

Vigo Video

Utility apps

Cam Scanner

Beauty Plus

True Caller

Gaming apps

PUBG

NONO Live

Clash of Kings

All Tencent gaming apps

Mobile Legends

E-commerce

Club Factory

AliExpress

Chinabrands

Gearbest

Banggood

MiniInTheBox

Tiny Deal

Dhhgate

LightinTheBox

DX

Eric Dress

Zaful

Tbdress

Modility

Rosegal

Shein

Romwe

Dating Apps

Tinder

TrulyMadly

Happn

Aisle

Coffee Meets Bagel

Woo

OkCupid

Hinge

Badoo

Azar

Bumble

Tantan

Elite Sinles

Tagged

Couch Surfing

ANTIVIRUS

360 Security

Networking

Facebook

Baidu

Instagram

Ello

Snapchat

News apps

Daily Hunt

News Dog

Online book reading apps

Pratilipi

HEALTH APPS

Heal of Y

Lifestyke apps

POPXO

Knowledge apps

Vokal

Music apps

Hungama

Songs.pk

BLOGGING/MICRO BLOGGING

Yelp

Tumblr

Reddit

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.