Home ଓଡ଼ିଶା ଶ୍ରଦ୍ଧାଞ୍ଜଳି : ଭେଟେରାନ୍ ଅଭିନେତା ଜଗଦୀପଙ୍କର ପରଲୋକ

ଶ୍ରଦ୍ଧାଞ୍ଜଳି : ଭେଟେରାନ୍ ଅଭିନେତା ଜଗଦୀପଙ୍କର ପରଲୋକ

119

ମୁମ୍ବାଇ ୮-୭ (ଓଡ଼ିଆ ପୁଅ) ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରୁ କ୍ରମାଗତ ଭାବରେ ଖରାପ ଖବର ଆସୁଛି। ପ୍ରସିଦ୍ଧ ହାସ୍ୟ ଅଭିନେତା ତଥା ହିନ୍ଦୀ ସିନେମାର ଅଭିନେତା ଜଗଦୀପ ଆଉ ଏହି ଦୁନିଆରେ ନାହାଁନ୍ତି। ବୁଧବାର ୮୧ ବର୍ଷ ବୟସରେ ଜଗଦୀପ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଜଗଦୀପଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ମାତ୍ରେ ତାଙ୍କ ପରିବାର ଏବଂ ବଲିଉଡରେ ଶୋକର ଲହରୀ ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.