Home Coronavirus Outbreak ଆଜି ୮୦୮ କରୋନା ଆକ୍ରାନ୍ତ ସୁସ୍ଥ ହେଲେ – ଜାଣନ୍ତୁ କେଉଁ ଜିଲ୍ଲାରୁରୁ କେତେ ?

ଆଜି ୮୦୮ କରୋନା ଆକ୍ରାନ୍ତ ସୁସ୍ଥ ହେଲେ – ଜାଣନ୍ତୁ କେଉଁ ଜିଲ୍ଲାରୁରୁ କେତେ ?

225

ଭୁବନେଶ୍ୱର ୨୪-୭ (ଓଡ଼ିଆ ପୁଅ) ଆଜି ପୁଣି ୮୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। – ଜାଣନ୍ତୁ କେଉଁ ଜିଲ୍ଲାରୁରୁ କେତେ ?
୫୩୦ ଜଣ ଗଞ୍ଜାମ ଜିଲ୍ଲାରୁ
୬୧ ଜଣ ରାୟଗଡ଼ା ଜିଲ୍ଲାରୁ
୩୫ ଜଣ କଟକ ଜିଲ୍ଲାରୁ
୩୦ ଜଣ ମାଲକାନଗିରି ଜିଲ୍ଲାରୁ
୨୨ ଜଣ ଗଜପତି ଜିଲ୍ଲାରୁ
୧୯ ଜଣ ବାଲେଶ୍ୱର ଜିଲ୍ଲାରୁ
୧୯ ଜଣ ଖୋର୍ଦ୍ଧା ଜିଲ୍ଲାରୁ
୧୮ ଜଣ ବଗଗଡ଼ ଜିଲ୍ଲାରୁ
୧୮ ଜଣ ଭଦ୍ରକ ଜିଲ୍ଲାରୁ
୮ ଜଣ ବୌଦ୍ଦ ଜିଲ୍ଲାରୁ
୭ ଜଣ ଲେଖାଏଁ ଝାରସୁଗୁଡ଼ା, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ କେନ୍ଦୁଝର ଜିଲ୍ଲାରୁ
୫ ଜଣ ସମ୍ବଲପୁର ଜିଲ୍ଲାରୁ
୪ ଜଣ ନବରଙ୍ଗପୁର ଜିଲ୍ଲାରୁ
୩ ଜଣ ସୁନ୍ଦରଗଡ଼ ଜିଲ୍ଲାରୁ
୨ ଜଣ ଲେଖାଏଁ ଅନୁଗୁଳ, ଯାଜପୁର ଏବଂ ପୁରୀ ଜିଲ୍ଲାରୁ
୧ ଜଣ ଲେଖାଏଁ କୋରାପୁଟ ଜିଲ୍ଲାରୁ ଏବଂ ନୟାଗଡ଼ ଜିଲ୍ଲାରୁ

ମୋଟ ଆରୋଗ୍ୟ ହେଲେଣି ୧୫୨୦୦ ଜଣ।
ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.